ଜ୍ୟୋତିଷ

ଭଗବାନ ଶିବଙ୍କର ଏକ ଏମିତି ମନ୍ଦିର ଯେଉଁଠି ମୂର୍ଦାର ବି ହୋଇଯାଏ ଜିବିତ- ଜାଣନ୍ତୁ ଭଗବାନଙ୍କର ଏହି ଚମତ୍କାରୀ ମନ୍ଦିର ବିଷୟରେ

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଭଗବାନ ଶିବଙ୍କର ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ମନ୍ଦିର ବିଷୟରେ କହିବୁ । ଭଗବାନ ଯେଉଁଠି ସାକ୍ଷାତ ବିରାଜମାନ କରୁଛନ୍ତି ଓ ଭକ୍ତଙ୍କର କଥା ଶୁଣୁଛନ୍ତି । ଆଜିକାଲିର ମଣିଷ ଯେତେ ବି ଆଗକୁ ବଢିଲେ ଭଗବାନଙ୍କୁ କେବେ ଛାଡି ପାରିବ ନାହିଁ । ବିଜ୍ଞାନ ଯେତେ ଆଗକୁ ଯାଉଛି ସେତେ ଭଗବାନଙ୍କ ସତ୍ତା ଉପରେ ପ୍ରଶ୍ନବାଚି ଉଠୁଛି । ମଣିଷ ଭଗବାନଙ୍କ ତିଆରି ସବୁ ଜିନିଷକୁ ପରୀକ୍ଷା କରି ତାର କୁତ୍ରିମ ବାହାର କରି ପାରୁଛି । କିନ୍ତୁ  କିଛି ଏମିତି ବି ଏ ସୃଷ୍ଟିରେ ଅଛି ଜାହର ଆଜି ଜାକେ ବି ବିଜ୍ଞାନ ପାଖେ କୌଣସି ଉତ୍ତର ନାହିଁ । ଯାହା ଆଗରେ ବିଜ୍ଞାନ ବି ହାର ମାନିଛି ।

କଣ କେବେ ଆପଣ ଶୁଣିଛନ୍ତି ଗୋଟେ ମୁର୍ଦାର ବଞ୍ଚି ଉଠିବା କଥା । ଏହା କୌଣସି ଫିଲ୍ମ ର କାହାଣୀ ନୁହେଁ ବରଂ ଏକ ସତ ଘଟଣା । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ଯଦି ଏମିତି କଥା କେହି ଆପଣଙ୍କୁ କୁହେ ତେବେ ଆପଣ ତାକୁ ହୁଏ ତ ପାଗଳ ଭାବି ପାରନ୍ତି । କିନ୍ତୁ ଏହା ସମ୍ଭବ ହେଉଛି । ଭଗବାନ ଶିବଙ୍କ ଚମତ୍କାଋ ମନ୍ଦିରରେ । ଯେଉଁଠି ମୃତ ବ୍ୟକ୍ତି ପୁଣି ଜୀବିତ ହୋଇଉଠେ । ସମୁଦ୍ରସ୍ଥଳରୁ ପ୍ରାୟ ୧୩୭୨ ମିଟର ଉଚ୍ଚତାରେ ବସିଥିବା ଏକ ଗାଁ ଡେରାଡୁନ୍ ୧୨୮ କିଲୋମିଟର ଦୂରତାରେ ସ୍ଥିତ ଲାଖମଣ୍ତଳ ନାମକ ସ୍ଥାନ ଯମୁନା ନଦୀର ତଟରେ ବର୍ନୀଗାଡ ନାମକ ଏକ ଜାଗା ୪-୫ କିଲୋମିଟର ଦୂରରେ ସ୍ଥିତ ଅଛି ।

ଯେଉଁଠି ପ୍ରାକୃତିକ ସୁନ୍ଦରତା ଓ ଘଞ୍ଚ ଜଙ୍ଗଲ ଦ୍ୱାରା ଘେରା ଏହି ଜାଗାରେ ଏକ ଚମତ୍କାରୀ ଶିବ ଲିଙ୍ଗ ଅଛି । ଯେଉଁଠି ଯଦି ଏକ ମୃତ ଶରୀରର କୁ ନେଇ କରି କେହି ଯାଏ ତେବେ ସେହି ଶରୀରରେ ପୁଣି ଜୀବନ ଫେରି ଆସିଥାଏ ।  ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ ଏମିତି ମାନା ଯାଏ କି ଯଦି କେଉଁ ବ୍ୟକ୍ତିର ଶବ ଏହି ମନ୍ଦିରର ଦ୍ୱାରପାଳଙ୍କ ସାମନାରେ ରଖିକରି ମନ୍ଦିରର ପୁଜାରି ଦ୍ୱାରା ଶବ ଉପରେ ପବିତ୍ର ଜଳ ଛିଞ୍ଚାହୁଏ ତେବେ ସେହି ମୃତ ବ୍ୟକ୍ତି କିଛି ସମୟ ମଧ୍ୟରେ ପୂନଃ ଜିବିତ ହୋଇଯାଇଥାଏ । ଜିବିତ ହେବାପରେ ଭଗବାନଙ୍କ ନାମ ନିଆହୁଏ । ତାଙ୍କୁ ଗଙ୍ଗାଜଳ ଦିଆଯାଏ । ଗଙ୍ଗାଜଳ ଦିଆହେବା ପରେ ପୁଣି ତାର ଆତ୍ମା ଶରୀର ତ୍ୟାଗ କରି ଚାଲିଯାଇଥାଏ ।

ହେଲେ ଆଶ୍ଚର୍ଯ୍ୟ ର କଥା ଏହି କି ଯେ ଏହି ରହସ୍ୟର କଥା କଣ ଏହା କେହି ବି ଜାଣିପାରିନାହାନ୍ତି । ଏହା ସହ କିଛି ଲୋକଙ୍କ ମାନିବା କଥା କି ଯଦି ଏହି ମନ୍ଦିର ପାଖ ଦେଇ କେଉଁ ମୃତ ବ୍ୟକ୍ତିର ଶବ ନିଆଯାଇଥାଏ ତେବେ ଏହା କିଛି ସମୟ ପାଇଁ ଜୀବନ ଆସି ଯାଇଥାଏ । ଏହା କଣ ପାଇଁ ହୋଇଥାଏ । ଏହା ପଛରେ କଣ ରହସ୍ୟ ଅଛି ଏହା ଆଜି ପର୍ଯ୍ୟନ୍ତ କେହି ବି ଜାଣିପାରିନାହାନ୍ତି । ବିଜ୍ଞାନ ମଧ୍ୟ ଏଠି ହାର ମାନିଛି, ଆଜି ପର୍ଯ୍ୟନ୍ତ ଜାଣି ପାରୁ ନାହିଁ ଏହା କେମିତି ହେଉଛି ଓ କାହିଁକି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button