ଜ୍ୟୋତିଷ

ପୁରୁଷ ମାନଙ୍କୁ ସବୁ ବେଳେ ଖୁସିରେ ରଖନ୍ତି ଏହି 3ଟି ନାମର ଝିଅମାନେ- Jyotisha Shastra

ସବୁ ଜାଗାରେ ବିବାହ ଏକ ପ୍ରକାର ହୋଇ ନଥାଏ । ଆପଣ ମାନେ ଜାଣି ଥିବେ କି ବେଳେ ବେଳେ କିଛି କଥାକୁ ନେଇ ମନ ଖରାପ ହୋଇ ଥାଏ ଓ ଏହା ପାଇଁ ବିବାହ ଭାଙ୍ଗି ମଧ୍ୟ ଯାଇ ଥାଏ । ଏହା ସହ ଆପଣ ମାନେ ଏହା ମଧ୍ୟ ଜାଣି ନିଅନ୍ତୁ କି ଯେଉଁ ମାନେ ବିବାହ କରିଥାନ୍ତି କିମ୍ବା ଯେଉଁ ମାନେ ବିବାହ କରିବା କୁ ଯାଉଛନ୍ତି ସେମାନଙ୍କ ମଧ୍ୟରୁ କିଛି ଏହି ଭଳି ମହିଳା ମାନେ ଅଛନ୍ତି ଯେଉଁ ମାନେ ପୁରୁଷ ମାନଙ୍କୁ ବହୁତ ଭଲ ଭାବେ ନିଜ କାବୁରେ ରଖୀ ଥାନ୍ତି ।

ଆପଣ ମାନେ ଜାଣିକି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ କି ସେମାନେ ଏତେ ସୁନ୍ଦର ଭାବେ ନିଜ ସ୍ଵାଭାବ ଓ ଗୁଣ ଦ୍ଵାରା ସେମାନଙ୍କ ପ୍ରେମିକ କିମ୍ବା ସ୍ଵାମୀ ଙ୍କୁ ନିଜ ପାଖରେ ରଖୀ ଥାନ୍ତି । ଆଜି ଆମେ କହିବା ସେହି ନାମର ମହିଳା ମାନଙ୍କ ବିଷୟରେ । କୁହାଯାଏ କି ଯେଉଁ ମହିଳା ମାନଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇ ଥାଏ ସେମାନେ ଖୁବ ଭଲ ହୋଇ ଥାନ୍ତି ।

ଉଭୟ ଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିଥାଏ । ଯେଉଁ ବିବାହ ରେ ଭଲ ପାଇବା ଥିଲେ ଏହା ସବୁ ଦିନ ପାଇଁ ଚାଲି ଥାଏ । କିଛି ଲୋକଙ୍କ ଜୀବନ ଖରାପ ହୋଇ ଯାଉଥିବା ଅବେଳେ କିଛି ଜଣଙ୍କ ଜୀବନ ଭଲ ହୋଇ ଥାଏ କ୍କିନ୍ତୁ ଯଦି ମହିଳା ମାନଙ୍କ ନାମ “A” ରୁ ଆରମ୍ଭ ହୋଇଥାଏ ।

ସେମାନେ ନିଜ ସ୍ଵାମୀ ଙ୍କୁ ବହୁତ ଖୁଶିରେ ରଖୀ ଥାନ୍ତି । ଏହାର କାରନ୍ନ ହେଉଛି କି ସେମାନେ ଲୋକର ଭଲ ପାଇବା କୁ ଦେଖି ଥାନ୍ତି ସେମାନେ ତାର ପଇସା ଦେଖି ତାକୁ ଭଲ ପାଇ ନଥାନ୍ତି । ତେଣୁ ଏହି ନାମର ମହିଳା ମାନେ ଖୁବ ଭଲ ଭାବେ ନିଜ ଗୃହସ୍ତ ଜୀବନ କାଟି ଥାନ୍ତି ।

ଏହା ପରେ ନାମ ଆସେ “B” ନାମର ମହିଳା ମାନଙ୍କ କଥା ଏମାନେ ସବୁ ବେଳେ ନିଜ ଠାରୁ ଅନ୍ୟମାନଙ୍କ ଅପେକ୍ଷା ନିଜ ସ୍ଵାମୀ ଙ୍କୁ ଅଧିକ ଧ୍ୟାନ ଦିଅନ୍ତି । ଏମାନେ କେବେହେଲେ ଆପଣଙ୍କୁ ଧୋକା ଦେଇ ନଥାନ୍ତି କି ମିଛ କହି ନଥାନ୍ତି ଯଦି ଆପଣଙ୍କ ନଜର ଏହି ଭଳି ଝିଅ ଅଛି ତେବେ ଆପପନ ତାଙ୍କୁ ତୁରନ୍ତ ବିବାହ କରି ପାରନ୍ତି ।

ଏହା ପରେ ଆସେ “S” ନାମର ମହିଳା ମାନେ ଏମାନେ ବହୁତ ଲଭିଙ୍ଗ ପ୍ରକୃତି ର ଅଟନ୍ତି । ଏମାନେ ସବୁ ବେଳେ ନିଜ ସ୍ଵାମୀ ର ଅସୁବିଧାର କଥା ବୁଝି ଥାନ୍ତି ଓ ସବୁ ବେଳେ ନିଜ ସ୍ଵାମୀ ଙ୍କୁ ମଧ୍ୟ ଏମାନେ ସବୁ ବେଳେ ଖୁଶିରେ ରଖୀ ଥାନ୍ତି କିଛି କଥା ପାଇଁ ଏମାନେ ଚିନ୍ତା କରି ନଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button