ମନୋରଞ୍ଜନ

ଏହି ଓଡ଼ିଆ ଅଭିନେତ୍ରୀ ବାପାଙ୍କୁ ଦେଖିନଥିବେ କେବେ କି ଜାଣି ନଥିବେ ଏମାନେ କଣ କରନ୍ତି !

ଆସନ୍ତୁ ଦେଖିବା କିଛି ଓଡ଼ିଆ ହିରୋଇନ ମାନଙ୍କ ବାପା କେଉଁ  ଅଭିନେତା କି ଅଲଗା କଣ ??

ଏଲିନା ସାମନ୍ତ ରାୟ :

ଏଲିନା ସାମନ୍ତରାୟ ମୁ ବି ହିରୋଇନ ହେବି ଟିଭି ଶୋରୁ ଓଡ଼ିଆ ସିନେମା ଜଗତରେ ନିଜର ପାଦ ଥାପିଥିଲେ ସେ ଏଯାଏ 10ରୁ ଅଧିକ ଓଡ଼ିଆ ଫିଲ୍ମରେ ଅଭିନୟ କରିସାରିଲେଣି ତାଙ୍କର ଅଭିନୟର ଚତୁରୀ ପାଇଁ ସେ ସାରା ଓଡ଼ିଶାରେ ପ୍ରିୟ ହୋଇପାରିଛନ୍ତି । ଏଲିନାଙ୍କ ଘର କଟକ ସହରରେ ଓ ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ନିଜର ପାଠ ପଢା ସାରିଛନ୍ତି । ଏଲିନାଙ୍କ ବାପା ଜଣେ ବ୍ୟବସାୟୀ ।

ଭୂମିକା ଦାସ :

 

ଏହି ଓଡ଼ିଆ ଅଭିନେତ୍ରୀ ଭୂମିକା ଦାସଙ୍କର ଜନ୍ମ ଭୁବନେଶ୍ବରରେ ସେ ଓଡିଶା ଡ୍ୟାନ୍ସ ଏକାଡେମୀର ଛାତ୍ର । ସେ ଭୁବନେଶ୍ୱର ସ୍ଥିତ dav ପବ୍ଲିକ ସ୍କୁଲ ରେ ନିଜର ପାଠ ପଢା ସାରି ଛନ୍ତି ସେ ଖୁବ କମ ବୟସରେ ବହୁତ ସଫଳତା ପାଇ ପାରିଛନ୍ତି । ସେ ଏଯାଏ 5 ଟି ଓଡ଼ିଆ ସିନେମାରେ ଅଭିନୟ କରିସାରିଛନ୍ତି ସେଗୁଡିକ ମଧ୍ୟରୁ ତୁ ମୋ ଲଭ stori ଓ ଅନ୍ୟ ଫିଲ୍ମ ସାମିଲ । ସେ ଏବେ ଯୁକ୍ତ ତିନିର ଛାତ୍ରୀ । ତାଙ୍କର ବାପା ଭୁବନେଶ୍ୱରର ଜଣେ ନାମିଦାମୀ ଲୋକ ।

ରିୟା ଦେ :

 

ରିୟାଙ୍କର ଘର ବାଲେଶ୍ଵର ସେ ଫକୀର ମୋହନ କଲେଜରୁ ନିଜର ସ୍ନାତକ କରିଥିଲେ ସେ 2009ରେ ଓଡ଼ିଆ ଫିଲ୍ମ ଜଗତକୁ ଆସିଥିଲେ ଓ ଓଡ଼ିଆ ସିନେମାର ଡ୍ରିମ ଗାର୍ଲ ହୋଇପାରିଥିଲେ ସେ ବହୁତ ଫିଲ୍ମ ରେ ଅଭିନୟ କରିଥିଲେ ଯେଉଁ ସବୁ ଫିଲ୍ମ ସୁପର ଡୁ ପର ହିଟ ହୋଇଥିଲା । ସେଠି ମଧ୍ୟରୁ ପ୍ରେମ ଅଢେଇ ଅକ୍ଷର , କ୍ରିମିନାଲ ,ଏମିତି ବି ପ୍ରେମ ହୁଏ ତୁ ମୋ ଦେହର ଛାଇ ,ପାଗଳ କରିଛୁ ତୁ ,ହରି ଓଁ ହରି , ଗୋଲାପି ଗୋଲାପି ,କଲେଜ ଟାଇମ ରଘୁପତି ରାଘବ ରାଜା ରାମ ଓ କଲକୀ ସାମିଲ । ସେ ଏବେ କିଛିଦିନ ବିବାହ କରିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button