ମନୋରଞ୍ଜନ

ଏହି କଳାକାର ମାନେ ରଖିଥିଲେ ଶାରୀରିକ ସମ୍ବନ୍ଧ ବହୁତ କମ ବୟସରୁ , ସବୁ ସୀମା ପାର କରିଗଲେ ଶିଳ୍ପା ସେଠୀତ

ବହୁତ କମ ବୟସରୁ ଏହି କଳାକାର ମାନେ ରଖିଥିଲେ ଶାରୀରିକ ସମ୍ବନ୍ଧ

ଆଜି ଆମେ ଆପଣଙ୍କୁ ବଲିଉଡର ଏମିତି କିଛି ଷ୍ଟାରଙ୍କ ବିଷୟରେ କହିବୁ, ଯେଉଁମାନେ ମିଡିଆ ଆଗରେ ନିଜର ସେକ୍ସ ଲାଇଫ ଷ୍ଟୋରୀ କହିଛନ୍ତି । ବନ୍ଧୁ ବଲିଉଡରେ କିଛି ଏମିତି ଷ୍ଟାର ଅଛନ୍ତି, ଯେଉଁ ମାନେ କିଛିବି ଲୁଚାନ୍ତିନି, ନିଜର ସବୁ କଥା ସମସ୍ତଙ୍କ ଆଗରେ ଖୋଲି କହି ଦେଇଥାନ୍ତି । ଅତୀତରେ କରିଥିବା ଭୁଲ ବିଷୟରେ କହି , ସେହି ଭୁଲକୁ ମାନି ନେଇଥାନ୍ତି । ବଲିଉଡର କିଛି ନାମି ଦାମୀ କଳାକାର ମାନେ ଏଇ କିଛି ଦିନ ତଳେ ଗୋଟିଏ ବଡ ରହସ୍ୟରୁ ପର୍ଦା ଉଠାଇ ଛନ୍ତି । ଏବଂ ନିଜ ଜୀବନରେ ଘଟିଥିବା ସେକ୍ସ ଲାଇଫ କଥା ଖୋଲି ସମସ୍ତଙ୍କ ଆଗରେ କହିଛନ୍ତି ।ତେବେ ଚାଲନ୍ତୁ ଆରମ୍ଭ କରିବା

ଶିଳ୍ପା ସେଠୀ ।

 

ଆପଣହ୍କୁ ଜାଣିବା ପାଇଁ ଆମେ କହି ଦେଉଛୁ  ଶିଳ୍ପା ବହୁତ ବଡ ବଡ ପିଲ୍ମରେ କାମ କରିବା ସହିତ, ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରଷ୍କାର ପାଇଛନ୍ତି । ବଲିଉଡର ହଟ୍ ଓ ସୁନ୍ଦର ଅଭିନେତ୍ରୀ ଶିଳ୍ପା ସେଠୀ ବଲିଉଡ ଫିଲ୍ମ ଜଗତର ଜଣେ ପ୍ରସିଦ୍ଧ ଫିଲ୍ମ କଳାକାର ଅଟନ୍ତି ।ଗୋଟିଏ ଆୱାଡ ସୋ ରେ ପ୍ରାଇଜ ନେଉଥିବା ବେଳେ ଶିଳ୍ପା ଏମିତି କିଛି କଥା କହିଥିଲେ, ଯାହା ପୁରା ବଲିଉଡକୁ ଚମକାଇ ଦେଇଥିଲା । ଯେତେବେଳେ ତାଙ୍କୁ ନିଜର ଭରଜିନିଟି ବିଷୟରେ ପଚରାଗଲା, ସେ ଜବାବ ଦେବାକୁ ଯାଇ କହିଥିଲେ କି ତାଙ୍କର ଭରଜିନିଟି ସ୍କୁଲ ଲାଇଫରୁ ହିଁ ସରି ଯାଇ ଥିଲା ।

ରଣବିର ସିଂ ।

 

ବଲିଉଡର ବାଜିରାଉ ରୁପେ ପରିଚିତ ରଣବିର ସିଂ ଏବେକା ସମୟରେ ସବୁଠୁ ଫିଟ ୋ ସବୁଠୁ ଭଲ ସୁପରଷ୍ଟାର ରୁପେ ମନା ଯାନ୍ତି । ସେ ମଧ୍ୟ ମିଡିଆ ବାଲାଙ୍କ ଆଗରେ ନିଜର ଭରଜିନିଟକୁ ନେଇ ଏକ ବଡ ଖୁଲାସା କରିଥିଲେ । ସେ ଏହି ନିକଟରେ ଅନେକ ଭଲ ଫିଲ୍ମରେ କାମ କରି  ଲୋକଙ୍କୁ ନିଜ ଆଡକୁ ଆକର୍ଷୀତ କରି ପାରିଛନ୍ତି । ସେ ମିଡିଆ ବାଲାଙ୍କୁ କହିଥିଲେ କି , ସେ 12 ବର୍ଷ ବୟସରେ ହିଁ ଜଣଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିଦେଇଥିଲେ । ଏହା ଶୁଣି ବହୁତ ଲୋକ ଚମକି ପଡିଥିବେ ।

ସନି ଲିଓନି ।

 

ଆପଣହ୍କୁ ଆମେ କହି ରଖୁଛୁ କି ବହୁତ କମ ବୟସରୁ ସନି ନିଜର ଭରଜିନିଟି ହରାଇ ଦେଇଥିଲେ । ହଁ ବନ୍ଧୁ ଗଣ ଆପଣ ଠିକ ନାଁ ପଢିଛନ୍ତି, ସନି ଲିଉନକୁ ଏବେକା ଯମାନାରେ କିଏ ବା ନ ଜାଣେ । ସେ ନିଜର ବୋଲ୍ଡ ଅନ୍ଦାଜରେ କେବଳ ବି ଗ୍ରେଡ ଫିଲ୍ମ ଦୁନିଆ ନୁହେଁ, ବଲିଉଡରେ ବି ଗୋଟିଏ ଅଲଗା ପରିଚୟ ସୃଷ୍ଠି କରି ପାରିଛନ୍ତି । 2009, 2011 , ଓ 2013 ଫୋବସ୍ ଲିଷ୍ଟରେ ସବୁଠୁ ଅଧିକ ଇନକମ କରୁଥିବା ହିରୋଇନଙ୍କ ଲିଷ୍ଟରେ ସନି ନିଜ ନାମ ଦେଖି ପାରିଥିଲେ । ମାତ୍ର 15 ବର୍ଷ ବୟସରେ ସନି ଶାରୀରିକ ସମ୍ବନ୍ଧ ବନେଇ ଦେଇଥିଲେ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button