ରାଜ୍ୟ

20 ଜୁନ ପବିତ୍ର ରଥଯାତ୍ରା, ମଙ୍ଗଳବାର ଏହି 5ଟି ରାଶିରେ ରାଜଯୋଗ…

ବନ୍ଧୁଗଣ ଚଳିତ ବର୍ଷ ଜୁନ 20 ତାରିଖ ମଙ୍ଗଳବାର ଦିନ ପଡୁଛି ଘୋଷ ଯାତ୍ରା ବା ଶ୍ରୀ ଗୁଣ୍ଡିଚା ଯାତ୍ରା । ହିନ୍ଦୁ ଧର୍ମରେ ରଥଯାତ୍ରା ର ଅନେକ ମହତ୍ଵ ରହିଛି । କିନ୍ତୁ ଏହି ରଥ ଯାତ୍ରା ରେ 5ଟି ରାଶି ଅଛନ୍ତି ଯେଉଁ ମାନଙ୍କ ଉପରେ ମା ଲକ୍ଷ୍ମୀ ଓ ପ୍ରଭୁ ଜଗନ୍ନାଥ ଙ୍କ ଅଶେଷ କୃପା ହେବାକୁ ଯାଉଛି ପୁରା 5 ମାସ ଯାଏଁ । ଗ୍ରହ ମାନଙ୍କର ଦଶା ବଦଳିବା କାରଣରୁ ଏହି ମହା ପରିବର୍ତ୍ତନ ଦେଖିବାକୁ ମିଳିବ । ରଥଯାତ୍ରା ଠାରୁ ଏପରି ମହା ସଂଯୋଗ ବନୁଛି ଯାହା କାରଣରୁ ଏହି ରାଶିଙ୍କର ଭାଗ୍ୟ ଚମକିବାକୁ ଯାଉଛି । ଆସନ୍ତୁ ଜାଣିବା ବିସ୍ତାର ଭାବେ ।

ବୃଷ ରାଶି : ଏହି ରାଶିର ଲୋକ ମାନଙ୍କର ପବିତ୍ର ରଥଯାତ୍ରା ଠାରୁ ଅଚାନକ ବଡ ଖୁସି ଖବର ପ୍ରାପ୍ତ ହେବାକୁ ଯାଉଛି । ଆପଣଙ୍କ ଜୀବନରେ ଯାହା ବି ଦୁଖ କଷ୍ଟ ଥିଲା ତାହା ମା ଲକ୍ଷ୍ମୀ ଓ ପ୍ରଭୁ ଜଗନ୍ନାଥ ଙ୍କ କୃପାରୁ ଦୂର ହେବାକୁ ଯାଉଛି । ଆୟରେ ସାଧନାରେ ବୃଦ୍ଧି ହେବ । ମା ଲକ୍ଷ୍ମୀ ଙ୍କ ନାମ ନେଇ ଆପଣ ଯେଉଁ ବି କାମ କରିବେ ସେଥିରେ ସଫଳତା ପାଇବେ । ବ୍ୟାପାର କ୍ଷେତ୍ରରେ ଦୁଇ ଗୁଣା ଲାଭ ପାଇବେ ।

ସିଂହ ରାଶି : ଯାହା ଫଳରେ ଏମାନଙ୍କର ଭଣ୍ଡାର ଧନ ଦୌଲତରେ ଭରପୁର ହୋଇ ଉଠିବ । ବିଦ୍ୟାର୍ଥୀ ମାନଙ୍କର ପାଠ ପଢାରେ ମନ ଲାଗିବ । ଧାର୍ମିକ ଶାନ୍ତି ପ୍ରତି ଇଚ୍ଛା ବଢିବ । ପରିବାରର କୌଣସି ମହିଳାଙ୍କ ଉପରେ ଧନ ପ୍ରାପ୍ତିର ଯୋଗ ବନୁଛି । ଆପଣଙ୍କ ଜୀବନରୁ ପାରିବାରିକ କଳହ ଓ କଷ୍ଟର ଅନ୍ତ ହେବ ।

କନ୍ୟା ରାଶି : ଯାତ୍ରାରେ ଯିବାର ଯୋଗ ରହିଛି । ଆପଣ ଧନ ସଞ୍ଚୟ କରିବାରେ ସଫଳ ହୋଇପାରନ୍ତି । ଧନ ଦୌଲତର ଲଗାତାର ଉନ୍ନତି ଦେଖିବାକୁ ମିଳିବ । ଯୋଜନା ଗୁଡିକ ସଫଳ ହେବାକୁ ଯାଉଛି । ଲାଭଦାୟକ ଯାତ୍ରାରେ ଯିବାର ଯୋଗ ରହିଛି । ବ୍ୟାପାର କ୍ଷେତ୍ରରେ ବହୁତ ଭଲ ନିସ୍ପତି ନେବାରେ ସକ୍ଷମ ହେବେ ।

ତୁଳା ରାଶି : ଆଗାମୀ ଦିନ ଗୁଡିକରେ ଆପଣ କୌଣସି ବଡ ସଂସ୍ଥା ସହ ଯୋଡି ହୋଇ ପାରନ୍ତି । ଯାହା ଫଳରେ ଆପଣଙ୍କ ଚାରିପଟେ ପ୍ରଶଂସା ହେବ । ସ୍ଵାଦିଷ୍ଟର ଭୋଜନର ଆନନ୍ଦ ଉଠାଇବେ । ଶ୍ଵଶୁର ଘରକୁ ଯିବାର ସମ୍ଭାବନା ରହିଛି । ଆପଣଙ୍କର ଚିନ୍ତାଧାରା ସବୁ ପ୍ରକାରର ସମସ୍ଯା ଗୁଡିକ ଠାରୁ ଦୂରେଇ ରଖିବାରେ ସାହାଜ୍ଯ କରିବ । କାର୍ଯ୍ୟ ସ୍ଥଳରେ ଆପଣଙ୍କୁ ମାନ ସମାନର ପ୍ରାପ୍ତ ହେବ ।

କୁମ୍ଭ ରାଶି : ଆପଣ ସବୁ କାର୍ଯ୍ୟ ଶେଷ କରିବାରେ ସଫଳ ରହିବେ । ଆପଣ ଭାବି ଚିନ୍ତି ଯେଉଁ କାମ କରିବେ ସେଥିରେ ସଫଳତା ଲାଭ କରିବେ । ମା ଲକ୍ଷ୍ମୀ ଓ ପ୍ରଭୁ ଜଗନ୍ନାଥ ଙ୍କ କୃପାରୁ ଆପଣଙ୍କର ଭାଗ୍ୟ ବଦଳିବାକୁ ଯାଉଛି । ଅଟକିଥିବା କାମ ଚାଲୁ ହେବାରେ ଲାଗିବ । ଆପଣଙ୍କୁ ପ୍ରତେକ କାମରେ ସଫଳତା ମିଳିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button