ମନୋରଞ୍ଜନ

S ନାମର ଲୋକଙ୍କ ଠାରେ ଥାଏ ଏହି 5ଟି ଖାସ୍ ଗୁଣ, ଯାହା ଆପଣ ମାନେ ବି ଜାଣିନଥିବେ

ନମସ୍କାର ବନ୍ଧୁଗଣ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନାମର ପ୍ରଥମ ଅକ୍ଷରର ମୁଖ୍ୟ ଗୁରୁତ୍ଵ ରହିଥାଏ । ନାମ ଅନୁସାରେ  ପିଲାର ଜୀବନ ପରିଚାଳନ ହୋଇଥାଏ । ତେଣୁ ନାମ ଦେବା ପୂର୍ବରୁ ପିତାମାତାମାନେ ବହୁତ ଚିନ୍ତା କରି ତା ପରେ ନାମ ଦେଇଥାନ୍ତି । ଶାସ୍ତ୍ର ଅନୁଯାୟୀ ନାମ ର ପ୍ରଥମ ଅକ୍ଷର ଦ୍ଵାରା ବ୍ୟକ୍ତିର ରାଶି ଜଣାପଡିଥାଏ ଓ ଏହା ଦ୍ଵାରା ବ୍ୟକ୍ତିର  ଗୁଣ,ଚରିତ୍ର ଓ ବ୍ୟବହାର ସମ୍ପର୍କରେ ଜାଣିହୁଏ ।

ଆଜି ଆମେ ଆପଣମାନଙ୍କୁ କହିବା ଚାହୁଛୁ S ଅକ୍ଷର ଥିବା ବ୍ୟକ୍ତିବିଶେଷଙ୍କ ମାନଙ୍କ ବିଷୟରେ । ପ୍ରଥମେ ଆମେ ଜାଣିବା ତାଙ୍କ ସ୍ଵଭାବ ସମ୍ବନ୍ଧରେ । ଏହି ଅକ୍ଷର ଥିବା ବ୍ୟକ୍ତିମାନେ ନିଜ କଥାକୁ ସ୍ପଷ୍ଟ ରୂପରେ କହିପାରନ୍ତି ନାହିଁ । ଏମାନଙ୍କ ମନରେ କଣ ଚାଲୁଛି ତାହା ଜାଣିବା ବହୁତ କଷ୍ଟକର ହୋଇଥାଏ । ଏମାନଙ୍କ ସ୍ଵଭାବ ସମସ୍ତଙ୍କ ଠାରୁ ଭିନ୍ନଧରଣ ହୋଇଥାଏ ଏମାନେ ଯେକୋଣସି କାମକୁ ନିଜ ପଦ୍ଧତିରେ କରିବାକୁ ଇଛା କରିଥାନ୍ତି ।

ଏମାନେ ନିଜର ବୁଦ୍ଧିମତାରୁ ସବୁ ସମସ୍ୟାକୁ ଦୂର କରିଥାନ୍ତି । ଏମାନଙ୍କର ମସ୍ତିସ୍କ ସହ ଆଖି କାନ ସବୁଚାଲିଥାଏ । ଏମାନେ  ନିଜର ଭବିଷ୍ୟତ ନେଇ ଅନେକ ସମୟରେ ଚିନ୍ତିତ ରହିଥାନ୍ତି । ମାତ୍ର ଅନ୍ୟମାନଙ୍କ ଠାରୁ କାମ କିପରି ଆଦାୟ କରିବା ତାହା ଠିକ୍ ରୂପେ ଜାଣିଥାନ୍ତି । ଏମାନେ ନିଜର ବୁଦ୍ଧିରେ ସମସ୍ତଙ୍କୁ ନିଜ ଆଡକୁ ଆକର୍ଷଣ କରିଥାନ୍ତି ।

ମାତ୍ର ଏମାନେ ଯେଉଁ ବି କ୍ଷେତ୍ରକୁ ଯାଇଥାନ୍ତି ସେଠାରେ ସଫଳତା ହାସଲ କରିଥାନ୍ତି । ଏମାନେ ପ୍ରେମ ମାମଲାରେ ଅଧିକ ସ୍ଵାର୍ଥୀ ହୋଇଥାନ୍ତି । ଏମାନେ ଚାହାଁନ୍ତି କି ତାଙ୍କ ପ୍ରେମକୁ ଅନ୍ୟ କେହି ନ ଦେଖୁ ତେଣୁ ପ୍ରେମ ସମ୍ପର୍କକୁ ନେଇ ଅଧିକ ସଚେତନତା ଦେଖାଇଥାନ୍ତି । ମାତ୍ର ଏମାନେ ଯାହାକୁ ବି ପସନ୍ଦ କରିଥାନ୍ତି ତାଙ୍କ ପ୍ରତି ସମର୍ପଣ ହୋଇ ରହିଥାନ୍ତି । ଏମାନେ ନିଜ ପ୍ରେମ ସହ ଅଧିକ ସମୟ ଅତିବାହିତ କରିବାକୁ ଇଛା କରିଥାନ୍ତି ଓ ଅନ୍ୟ ସହ ବାଣ୍ଟିବାକୁ ଡରିଥାନ୍ତି । ମାତ୍ର ଏମାନଙ୍କ ଏହି ଅଭ୍ୟାସ ଅନ୍ୟ ପାଇଁ ମୁଣ୍ଡ ବାଥାର କାରଣ ହୋଇଥାଏ ।

ଏମାନଙ୍କ ଭିତରେ ନୂଆ ସାଙ୍ଗ ବନେଇବାର କଳା ଥାଏ ତେଣୁ ଏମାନଙ୍କର ସାଙ୍ଗ ସଂଖ୍ୟା ଅଧିକ ରହିଥାଏ । ଏମାନେ  ନିଜ ଜିନିଷକୁ ଅନ୍ୟମାନଙ୍କ ସହ ଶେୟାର କରିବାକୁ ଇଛା କରିନଥାନ୍ତି । ଏମାନେ ନିଜ ପାଖାପାଖି ହେଉଥିବା ସବୁ ଖବର ରଖିଥାନ୍ତି । ଏମାନଙ୍କ ଜୀବନରେ ଏପରି ପରିସ୍ଥିତି ଆସିଥାଏ ଯେ ସଠିକ ନିଷ୍ପତି ନେଇପାରନ୍ତି ନାହିଁ । ଏମାନେ ସାଙ୍ଗ ପ୍ରତି ଅଧିକ ସଚୋଟ ରହିଥାନ୍ତି ।

ଏମାନେ ତ୍ରିବ ବୁଦ୍ଧିଲୋକ ହୋଇଥାନ୍ତି ଓ ନିଜ ଜ୍ଞାନବଳରେ ଅନେକ ସଫଳତା ହାସଲ କରିଥାନ୍ତି । S ଅକ୍ଷର ଥିବା ବ୍ୟକ୍ତି ସମାଜରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button