ଜ୍ୟୋତିଷ

ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ କାରଣ 4 ଜୁଲାଇ ରୁ 10 ଜୁଲାଇ ଯାଏଁ ଏହି ରାଶିଙ୍କୁ ମିଳିବ ବଡ ଖୁସି ଖବର, ଆପଣଙ୍କର ରାଶି ଅଛି କି ?

ବନ୍ଧୁଗଣ ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ କାରଣ ଭଗବାନ ଶନିଦେବଙ୍କ କୃପାରୁ 4 ଜୁଲାଇରୁ 10 ଯାଏଁ 12ଟି ରାଶି ମଧ୍ୟରୁ କିଛି ରାଶିଙ୍କୁ ମିଳିବାକୁ ଯାଉଛି ବଡ ଖୁସି ଖବର । ଭଗବାନ ଶନି ଏହି ରାଶିଙ୍କ ଉପରେ ଅଧିକ ପ୍ରସନ୍ନ ହୋଇଛନ୍ତି । ତେଣୁ ଏମାନଙ୍କର ସବୁ ଦୁଃଖ କଷ୍ଟ ଦୂର କରିବେ ସ୍ଵୟଂ ଶନିଦେବ । ଭଗବାନ ଶନିଙ୍କ କୃପାରୁ ଏମାନଙ୍କୁ ମିଳିବ ଅପାର ଖୁସି ହିଁ ଖୁସି । ଭଗବାନ ଶନି ହେଉଛନ୍ତି ନ୍ୟାୟର ଦେବତା । ତାଙ୍କର ଅପାର କୃପା ହେଲେ ବ୍ୟକ୍ତି ଜୀବନରେ ଆସିଥାଏ ଖୁସି ହିଁ ଖୁସି ।

କିନ୍ତୁ ତାଙ୍କର କୁ-ଦ୍ରୁଷ୍ଟି ପଡିଲେ ବ୍ୟକ୍ତି ଜୀବନରେ ସମସ୍ଯାମାନ ଆସିଥାଏ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ମକର ରାଶି : ଏହି ରଶିଙ୍କ ଉପରେ ଭଗବାନ ଶନିଙ୍କ ଅପାର କୃପା ଦ୍ରୁଷ୍ଟି ରହିବ । ଧନ ଲାଭ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଚାକିରିରେ ପଦୋନ୍ନତି ହୋଇପାରେ । ବ୍ୟାପାରରେ ଖୁବ ବୃଦ୍ଧି ହେବ ।

ମେଷ ରାଶି : ଭଗବାନ ଶନିଙ୍କ କୃପାରୁ ଏହି ରଶିଙ୍କ ଜୀବନରେ ଆସିବାକୁ ଯାଉଛି ଖୁସି ହିଁ ଖୁସି । ଆପଣଙ୍କ ପାଇଁ ସମୟ ଭଲ ଆସିବାକୁ ଯାଉଛି । ମାନ ସମାନ ଓ ପ୍ରତିଷ୍ଠାରେ ବୃଦ୍ଧି ହେବ । ସମାଜରେ ପ୍ରଶଂସା କରାଯିବ ।

ବୃଷ ରାଶି : ଆପଣଙ୍କୁ ବହୁତ ଜଲ୍ଦି ଶୁଭ ଖବର ମିଳିବାର ଯୋଗ ଅଛି । ଆପଣଙ୍କ ଦ୍ଵାରା କରାଯାଇଥିବା ମେହନତର ଫାଇଦା ପ୍ରାପ୍ତ ହେବ । ଆର୍ଥିକ ସ୍ଥିତି ବେହତର ହେବ । ଅଟକିଥିବା କମ ସଫଳତା ପୂର୍ବକ ପୁରା ହେବ । ବନ୍ଧୁଙ୍କ ସହ ଭେଟ ହେବ ।

କନ୍ୟା ରାଶି : ଆପଣଙ୍କୁ କହି ଦେଉଛୁ ଭଗବାନ ଶନିଙ୍କ ବିଶେଷ କୃପା କାରଣରୁ ଆପଣଙ୍କୁ ଧନ ଲାଭ ହେବ ତାହା ନୁହେଁ ବରଣ ବ୍ୟାପାରରେ ବୃଦ୍ଧି ହେବ । ଚାକିରିରେ ବେତନ ବୃଦ୍ଧିର ଯୋଗ ଆସି । ଘର ପରିବାରରେ ଖୁଶିମୟ ସ୍ଥିତି ରହିବ ।

ସିଂହ ରାଶି : ଆପଣଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ସମୟ ଆପଣଙ୍କ ପାଇଁ ବେହତର ରହିବ । ଆପଣଙ୍କୁ ଜୀବନରେ ଏମିତି ଅବସର ମିଳିବ ଯାହା ପାଇଁ ଜୀବନରେ ଚେଞ୍ଜ ଆସିବ ।

ଧନୁ ରାଶି : ଭଗବାନ ଶନିଙ୍କ କୃପାରୁ ଆପଣଙ୍କୁ ଶୁଭ ସନ୍ଦେଶ ମିଳିବାକୁ ଯାଉଛି । ପ୍ରେମୀ ଯୁଗଳ ପରସ୍ପରକୁ ପ୍ରପୋଜ କରିବେ । ଆପଣଙ୍କ ଖୁଶିର ଠିକଣା ରହିବ ନାହିଁ । ସବୁ କାମ ସମୟ ଅନୁଯାୟୀ ପୁରା ହେବ । ବନ୍ଧୁ ଓ ପରିବାରର ସହଯୋଗ ମିଳିବ ।

କୁମ୍ଭ ରାଶି : ଆପଣଙ୍କ ଜୀବନରେ ଖୁଶିର ଭଣ୍ଡାର ଆସିବାକୁ ଯାଉଛି । ଆପଣଙ୍କୁ ବଡ ଖୁସି ଖବର ମିଳିବାକୁ ଯାଉଛି । ଆପଣ ଯେଉଁ ମେହନତ କରିଛନ୍ତି ତାହାର ଫଳ ପ୍ରାପ୍ତ ହେବ । ଅଟକିଥିବା କାମ ପୂରଣ ହେବ ।

ମିଥୁନ ରାଶି : ପରିବାରରେ ଖୁଶିର ମାହୋଲ ରହିବ । ବ୍ୟାପାରରେ ବୃଦ୍ଧି ହେବ । ଯେଉଁ ମାନେ ବିଦେଶରେ ଚାକିରି କରିବାର ସ୍ଵପ୍ନ ଦେଖୁଛନ୍ତି ତାହା ପୂରଣ ହେବ । ବଡ ଧରଣର ଧନ ଲାଭ ମିଳିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button