କାହାର ନାମ ଭାବି ବାଛନ୍ତୁ କୌଣସି ଏକ ନମ୍ବର ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି-Tarto Card Reading

ହେଲୋ ସାଙ୍ଗ ମାନେ କେମିତି ଅଛନ୍ତି ଆପଣ ମାନେ । ଆଶା କରୁଛୁ ବହୁତ ଭଲରେ ଥିବେ । ଆଜିର ଯେଉଁ ରିଡିଙ୍ଗ ଅଛି ଆପଣଙ୍କୁ ବହୁତ ପସନ୍ଦ ଆସିବ ଏହା ଆମର ଆଶା । ଆଜି ଆମେ ଆପଣଙ୍କୁ କହିବୁ ଆପଣ ଯାହା ବିଷୟରେ ଭାବୁଛନ୍ତି ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି । ଏଥିପାଇଁ ଆପଣଙ୍କୁ 4ଟି ନମ୍ବର ମଧ୍ୟରୁ କୌଣସି ଗୋଟେ ବାଛନ୍ତୁ । ଆପଣ ଏହି 4 ନମ୍ବର 4 ଜଣଙ୍କ ପାଇଁ ଚୁଜ କରିପାରିବେ । ଏହା ଏକ ପ୍ରକାର ଜେନେରାଲ ରିଡିଙ୍ଗ ଅଟେ । ହୋଇପାରେ ଆପଣଙ୍କ ସହ କନେକ୍ଟ ହୋଇପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।
1- ଯଦି ଆପଣ ପ୍ରଥମ ଗୋଲାପ ଟି ବାଛିଛନ୍ତି ତେବେ ସେ ଭାବୁଛନ୍ତି ଆପଣ ବୁଦ୍ଧିମାନ ବ୍ୟକ୍ତି ଅଟନ୍ତି । ଆପଣ ବୁଦ୍ଧି ବଳରେ ଜୀବନରେ ଆଗକୁ ଯିବେ । କିନ୍ତୁ ଆପଣ ଦରକାର ଠାରୁ ଅଧିକ ଭାବୁଛନ୍ତି । ଆପଣ ନେଗେଟିଭ ଚିନ୍ତା କରୁଛନ୍ତି । ଆପଣଙ୍କ ଉପରେ ଭରସା କରି ହେବ କିନ୍ତୁ କୌଣସି ନିସ୍ପତି ପଜେଟିଭ ନେବାର ଥିଲେ ବି ଆପଣ ନେଗେଟିଭ କରି ଦେବେ ।
2- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ନମ୍ବର ଟି ଚୁଜ କରିଛନ୍ତି ଆପଣଙ୍କ ପର୍ଶନ ଆପଣଙ୍କୁ ନେଇ ପଜେଟିଭ ଅଛନ୍ତି । ଆପଣଙ୍କ ବିନା ତାଙ୍କ ଅଧୁରା ଅଛି । ସେ ଆପଣଙ୍କ ବିନା ଜୀବନରେ କିଛି କରିପାରିବେ ନାହିଁ । ଆପଣ ବହୁତ ଭଲ ଭାବେ କେୟାର ନେଉଛନ୍ତି । ବହୁତ ଭାଗ୍ୟଶାଳୀ ଆପଣଙ୍କ ପର୍ଶନ ଯାହାଙ୍କ ପାଖରେ ଆପଣ ଅଛନ୍ତି । ଆପଣଙ୍କ ପାଖରେ ସବୁ ସମସ୍ୟାର ସମାଧାନ ଅଛି । ଆପଣଙ୍କ ପାଖରେ ଭଲ ବିଚାର ଅଛି ଯାହା ପାଇଁ ଲୋକେ ଚିନ୍ତାରୁ ବାହାରି ଆସନ୍ତି ।
3- ଯଦି ଆପଣ ତୃତୀୟ ନମ୍ବର ଟି ବାଛିଛନ୍ତି ତେବେ ଆପଣ ଜୀବନରେ ବହୁତ ଖରାପ ସମୟ ଦେଖିଛନ୍ତି । ଆପଣଙ୍କୁ ପ୍ରତେକ କେହି ଧୋକା ଦେଇଛି । କେହି ବି ନାହାନ୍ତି ଯିଏ ଆପଣଙ୍କୁ ଅଧିକ ଭଲ ପାଉଛନ୍ତି । ଆପଣ ଏବେ ବି ସେହି ଖରାପ ସମୟ ଦେଇ ଗତି କରୁଛନ୍ତି । ତଥାପି ଆପଣ ନିଜକୁ ଭଲ ଭାବେ ସମ୍ଭାଳିଛନ୍ତି । ଆପଣଙ୍କ ସାଥି ଭାବୁଛନ୍ତି ଆପଣ ଜୀବନର ନୂଆ ଆରମ୍ଭ କରିବାକୁ ଚାହୁଁଛନ୍ତି ।
4- ଆପଣ ଯାହାଙ୍କ ପାଇଁ ଚତୁର୍ଥ ନମ୍ବରଟି ବାଛିଛନ୍ତି ତାଙ୍କୁ ଲାଗୁଛି ଆପଣ ଏବେ ଜୀବନରେ ବହୁତ ଚିନ୍ତାରେ ଅଛନ୍ତି । ସେ ଆପଣଙ୍କର ଦୁଃଖ କୁ ବୁଝୁଛନ୍ତି । ଯଦି କେହି ଆପଣଙ୍କୁ ଭଲ ଭାବେ ବୁଝୁଛନ୍ତି ତେବେ ତାଙ୍କୁ ଗୁରତ୍ଵ ଦିଅନ୍ତୁ । ସେ ଆପଣଙ୍କ ପାଇଁ ଚିନ୍ତାରେ ଅଛନ୍ତି । ସେ ଆପଣଙ୍କ ମୁହଁରେ ହସ ଦେଖିବାକୁ ଚାହୁଁଛନ୍ତି । ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି । ସେ ଆପଣଙ୍କର ଘର ପରିବାର କୌଣସି ସଦସ୍ୟ ବା ଭାଇ ଭଉଣୀ ହୋଇପାରନ୍ତି ।