ଜ୍ୟୋତିଷ

ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ 700 ବର୍ଷ ପରେ ଆସନ୍ତା କାଲି ସୋମବତୀ ଅମାବାସ୍ୟା ଏହି 6ଟି ରାଶି ହେବେ କୋଟିପତି ।

ବନ୍ଧୁଗଣ ଆସନ୍ତା କାଲି ହେଉଛି ବର୍ଷର ସବୁଠାରୁ ବଡ ଅମାବାସ୍ୟା ସୋମବତୀ ଅମାବାସ୍ୟା । ଏହି ଦିନ ଭଗବାନ ଶିବ ଓ ଶନିଦେବଙ୍କ କୃପାରୁ ବନିବାକୁ ଯାଉଛି ଦିବ୍ୟ ଓ ଦୁର୍ଲଭା ମହା ସଂଯୋଗ, ଅମୃତସିଢି, କାଳସର୍ପ ଯୋଗ, ଶନିଙ୍କ ଶଶୀ ଯୋଗ । 12ଟି ରାଶି ମଧ୍ୟରୁ 6ଟି ରାଶି ହେବେ କୋଟିପତି ଓ ମାଲାମାଲ । ଭଗବାନ ଶିବ ଓ ଶନିଙ୍କ କୃପାରୁ ଏହି ରଶିଙ୍କର କିସ୍ମତ ଚମକିବାକୁ ଯାଉଛି । ସୋମବତୀ ଅମାବାସ୍ୟା ରେ ଏହି ରାଶିଙ୍କର ସବୁ ଦୁଃଖ କଷ୍ଟ ଦୂର କରିବେ ମହାଦେବ ଓ ପ୍ରଭୁ ଶନିଦେବ । ଆସନ୍ତୁ ଜାଣିବା ବିସ୍ତାର ଭାବେ ।

ମକର ରାଶି : ଆପଣଙ୍କ ଉପରେ ଭଗବାନ ଶନିଙ୍କ ଅପାର କୃପା ଦ୍ରୁଷ୍ଟି ହେବ । ଧନ ଲାଭର ସମ୍ଭାବନା ଅଛି । ବ୍ୟାପାର ବ୍ୟବସାୟରେ ବୃଦ୍ଧି ହେବ । ଚାକିରିରେ ଉନ୍ନତି ହେବ । ବିଦେଶରେ ରହି ପଢିବାକୁ ବା ଚାକିରି କରିବାକୁ ଚାହୁଁଥିଲେ ନିଶ୍ଚୟ ସଫଳ ହେବେ । ଆୟରେ ବୃଦ୍ଧି ହେବ ।

ମେଷ ରାଶି ; ଭଗବାନ ଶନିଙ୍କ କୃପାରୁ ଆପଣଙ୍କ ପାଇଁ ସମୟ ଭଲ ଆସିବାକୁ ଯାଉଛି । ସମାଜରେ ମାନ ସମାନ ପ୍ରତିଷ୍ଠାରେ ବୃଦ୍ଧି ହେବ । ଯାହା କାରଣରୁ ଆପଣଙ୍କର ପ୍ରଶଂସା କରାଯିବ । ସଫଳତାର ନୂଆ ଅବସର ପ୍ରାପ୍ତ ହେବ । ଏହାକୁ ପ୍ରାପ୍ତ କରି ଆପଣ ଜୀବନରେ ଆଗକୁ ବଢିବେ ।

ବୃଷ ରାଶି : ମହାଦେବଙ୍କ କୃପାରୁ ଆପଣଙ୍କୁ ଶୁଭ ଖବର ମିଳିବାର ଯୋଗ ଅଛି । ଆପଣଙ୍କ ଦ୍ଵାରା କରାଯାଇଥିବା ପରିଶ୍ରମର ଫଳ ପାଇବେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବେହତର ହେବ । ଅନେକ ପ୍ରକାରର ଧନ ଲାଭ ଓ ସଫଳତା ପ୍ରାପ୍ତ ହେବ । ପରିବାର ଓ ଜୀବନସାଥିଙ୍କ ସହଯୋଗ ପ୍ରାପ୍ତ ହେବ ।

କନ୍ୟା ରାଶି : ଭଗବାନ ଶନିଙ୍କ ବିଶେଷ କୃପା ପ୍ରାପ୍ତ ହେବ । ଆପଣଙ୍କୁ ଧନ ଲାଭ ହେବା ସହ ବ୍ୟାପାରରେ ଖୁବ ବୃଦ୍ଧି ହେବ । ଚାକିରିରେ ପଦୋନ୍ନତି ସହ ବେତନ ବୃଦ୍ଧିର ଯୋଗ ଅଛି । ଦାମ୍ପତ୍ୟ ଜୀବନ ଖୁଶିମୟ ରହିବ । ଆୟରେ ବୃଦ୍ଧି ହେବ ।

ସିଂହ ରାଶି : ଭଗବାନ ଶିବଙ୍କ କୃପାରୁ ଆପଣଙ୍କ ପାଇଁ ସମୟ ବେହତର ହେବାକୁ ଯାଉଛି । ମାନ ସମାନ ମିଳିବ ସହ ସମାଜ ଦ୍ଵାରା ଆପଣଙ୍କର ତାରିଫ କରାଯିବ । ଆପଣଙ୍କୁ ଜୀବନରେ ଏମିତି ଅବସର ମିଳିବ ଯାହା ପାଇଁ ଭଲ ଚେଞ୍ଜେସ ହେବ । ଅଚାନକ ଧନ ଲାଭ ହେବ ।

ଧନୁ ରାଶି : ଭଗବନା ଶନିଙ୍କ କୃପାରୁ ଆପଣଙ୍କୁ ବହୁତ ଜଲ୍ଦି ଭଲ ଖବର ମିଳିବାର ଯୋଗ ଅଛି । ଆପଣ ଯେଉଁ ମେହନତ କରିଛନ୍ତି ତାହାର ଫଳ ପ୍ରାପ୍ତ ହେବ । ଆପଣଙ୍କ ଘର ଧନ ଦୌଲତରେ ପୂର୍ଣ୍ଣ ହେବ । ବନ୍ଧୁ ତଥା ପରିବାରର ସହଯୋଗ ମିଳିବ ।

କୁମ୍ଭ ରାଶି : ଆପଣଙ୍କ ଜୀବନରେ ଖୁଶିର ଭଣ୍ଡାର ଆସିବାକୁ ଯାଉଛି । ସବୁ କାମ ସଫଳତା ପୂର୍ବକ ପୁରା କରିବେ । ଅଟକିଥିବା କାମ ପୂରଣ ହେବ । ବିଦେଶରେ ଚାକିରି କରିବାର ସ୍ଵପ୍ନ ପୂରଣ ହେବ । ଅଚାନକ ଧନ ଲାଭ ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button