ମନୋରଞ୍ଜନ

ଆପଣଙ୍କ ଭାଗ୍ୟରେ କଣ ଲେଖା ଅଛି ପୁରା ଜୀବନର କାହାଣୀ ବାଛନ୍ତୁ ଯେ କୌଣସି ଗୋଟିଏ ବହି ର ଚିତ୍ର-Personality Test

ବନ୍ଧୁଗଣ ବାଛି ନିଅନ୍ତୁ ନିଜ ମନ ପସନ୍ଦ ଅନୁଯାୟୀ ଯେ କୌଣସି ଗୋଟିଏ ବହି । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ୨ଟି ବହି ର ଚିତ୍ର । ସେମାନଙ୍କ ମଧ୍ୟରୁ ଆପଣ ନିଜର ଇଚ୍ଛା ଅନୁଯାୟୀ କୌଣସି ଗୋଟେ ବାଛନ୍ତୁ । ଆପଣଙ୍କ ଭାଗ୍ୟରେ କଣ ଲେଖା ଅଛି ବା ଆଗକୁ ସମୟ କିପରି ରହିବ ତାହା ଜାଣିବା ପାଇଁ ବାଛି ନିଅନ୍ତୁ ଯେ କୌଣସି ଗୋଟିଏ ବହି । ଯଦି ଆପଣ ବାଛି ନେଲେ ଏବେ ଆସନ୍ତୁ ଜାଣିବା ଭାଗ୍ୟ ଭବିଷ୍ୟ ବିଷୟରେ ବିସ୍ତାର ଭାବେ ।

୧- ଯଦି ଆପଣ ପ୍ରଥମ ବହି କୁ ବାଛିଛନ୍ତି ତେବେ ଆପଣଙ୍କ କାର୍ଯ୍ୟ ଏବେ ଶୁଭପ୍ରଦ ରହିବ । ମନ୍ଦ ଦଶା ଖୁବ କମ ସମୟ ମଧ୍ୟରେ ଦୂର ହେବ । ଆପଣ ବୁଦ୍ଧି ଖର୍ଚ୍ଚ କରି ଚନ୍ଦ୍ରକାନ୍ତି ମନି ଗୋଟିଏ ରୋପ୍ୟ ମୁଦ୍ରିକାରେ ଶାରା ଜୀବନ ଧାରଣ କରନ୍ତୁ । ଏହା ଆପଣଙ୍କ ପାଇଁ ଲାଭକାରୀ ରହିବ । ବର୍ତ୍ତମାନ ଯେଉଁ କଥା ପାଇଁ ଆପଣ ବ୍ୟସ୍ତତା ଭୋଗୁଛନ୍ତି ତାହାର ଜଲ୍ଦି ସମାଧାନ ହେବ ।

ଏବେ ଆପଣଙ୍କୁ କିଛି ଗୁପ୍ତ ଧନ ମିଳିବାର ମନରେ ଭାବନା ଆଣୁଛନ୍ତି । କିନ୍ତୁ ସେ ସବୁ କଥାକୁ ଆପଣ ଏବେ ମିଥ୍ୟା ଭାବିବେ । ନିଜେ କଷ୍ଟ କରି ଅର୍ଜନ କରିଥିବା ଟଙ୍କା କୁ ଅଯଥାରେ ଖର୍ଚ୍ଚ କରନ୍ତୁ ନାହିଁ । କାରଣ ଆପଣଙ୍କ ମଧ୍ୟରେ ଏହି ଦୁର୍ଗୁଣ ରହିଛି । ଜୀବନରେ ଆଗକୁ ବଢିବେ । ଆପଣ ସଞ୍ଚୟ ପ୍ରତି ଧ୍ୟାନ ଦେଲେ ଦେଖିବେ ଖୁବ କମ ସମୟରେ ନିଜ ଠାରେ ଉଚ୍ଚ ଧରଣର ପରିବର୍ତ୍ତନ ଭୋଗ କରିବେ । କିଛି ଦାନ କରନ୍ତି ତାହା ଆପଣଙ୍କୁ ଲାଭ ପ୍ରଦାନ କରିବ । ଆପଣ ଗୁଡାଏ ଦୁଶ୍ଚିନ୍ତାରେ ଅଛନ୍ତି । ବୋଝ ଅଧିକା ରହିଛି । ଗୁପ୍ତ ଶତ୍ରୁ ଆପଣଙ୍କର କ୍ଷତି କରୁଛନ୍ତି । ଯେଉଁ କାର୍ଯ୍ୟ କ୍ଷେତ୍ରରେ ଅଛନ୍ତି ତାହା ଉପରେ ଅଧିକ ଧ୍ୟାନ ଦିଅନ୍ତୁ ।

୨- ଆପଣଙ୍କୁ ଦ୍ଵିତୀୟ ବହି ଟି ଅଧିକ ଭଲ ଲାଗିଥିଲେ ଏବେ ଆପଣ କୌଣସି ଚିନ୍ତାରେ ବ୍ୟସ୍ତରେ ଅଛନ୍ତି । ସନ୍ତାନଙ୍କୁ ନେଇ କଷ୍ଟ ଭୋଗୁଛନ୍ତି । ମନରେ ନାନା ଉଦବେଗ ଜାତ ହେଉଛି । ଯାହା ଭାବୁଛନ୍ତି ତାହା କାର୍ଯ୍ୟକାରୀ କରିପାରୁ ନାହାନ୍ତି । ଅନ୍ୟ ଙ୍କ ପାଇଁ ଚିନ୍ତା ଅଧିକ କରୁଛନ୍ତି । ବନ୍ଧୁ ପରିଜନ ମାନେ ବର୍ତ୍ତମାନ ଦୂରେଇ ଯାଇଛନ୍ତି । ଶତ୍ରୁ ପ୍ରବଳ ଅଛନ୍ତି । ରାଜ କାର୍ଯ୍ୟ ରେ ବିଫଳ ହେଉଛନ୍ତି । ସବୁ ଲାଭ କାମରେ କ୍ଷତି ହେଉଛି ।

ଯେତେ ପରିମାଣରେ ଖର୍ଚ୍ଚ କରିଲେ ବି କ୍ଷତି ସହୁଛନ୍ତି । ପରିବାର ଲୋକେ ଆପଣଙ୍କର କ୍ଷତି କରାଉଛନ୍ତି । ଆପଣ ଜିଦଖୋର ଥିବାରୁ ସ୍ତ୍ରୀ ଙ୍କ କଥା ଶୁଣୁ ନାହାନ୍ତି । ଆପଣଙ୍କର ଶୁଭ ସମୟ ଯେଉଁ ଦିନ ଆରମ୍ଭ ହେବ ସେଦିନ ମଙ୍ଗଳବାର ହୋଇଥିବ । ଆଗାମୀ ୨-୩ ସପ୍ତାହ ମଧ୍ୟରେ ଶୁଭ ଦିନ ଆସୁଛି । ସେହି ଦିନ ଠାରୁ ଜୀବନରେ ଉନ୍ନତି ଓ ସଫଳତା ଆସିବ । ଯେଉଁ କଷ୍ଟ ଭୋଗୁଛନ୍ତି ତାହା ଦୂର ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button