ଜ୍ୟୋତିଷ
ଏହି ୫ ଟି ସଂକେତ ରୁ ଜାଣନ୍ତୁ ମହାଦେବ ଆପଣଙ୍କ ପାଖରେ ଅଛନ୍ତି କି ନାହିଁ ? ପ୍ରକୃତ ଶିବ ଭକ୍ତ ହୋଇଥିଲେ ନିହାତି ଦେଖନ୍ତୁ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ ଜାଣିବା କି ଆମେ କେଉଁ କେଉଁ ସଂକେତ ଦ୍ଵାରା ଭଗବାନ୍ ଙ୍କ ସରଣନୁଗାମି ହୋଇ ପାରିବା। ଆପଣ ମାନେ ଜାଣିଥିବେ କି ଭଗବାନ୍ ଓ ଭକ୍ତ ଙ୍କ ସମ୍ପର୍କ କିପରି ହୋଇଥାଏ।
ଭଗଵାନ ସର୍ବଦା ତାଙ୍କ ଭକ୍ତଙ୍କୁ ଯିଏ ସର୍ବଦା ତାଙ୍କ ନାମା ଜପ କରୁଥିବ ତାଙ୍କ ସରଣୁଗାମୀ ହୋଇଥିବା ସେ ତାହାର ମଙ୍ଗଳ କରିବା ପାଇଁ ୫ ଗୋଟି ସଂକେତ ଦେଇଥାନ୍ତି। ତେବେ ଚାଲନ୍ତୁ ସେହି ସଂକେତ ବିଷୟରେ ଜାଣିବା।
ପ୍ରଥମ ସଂକେତ ଟି ହେଉଛି ଭବିଷ୍ୟ ରେ ଘଟିବାକୁ ଥିବା ଘଟଣା ର ପୂର୍ବଭାଷ ହେବ। ଅର୍ଥାତ୍ ତାହା ସ୍ବପ୍ନ ମାଧ୍ୟମରେ ଅବଗତ ହେବ। ଆମେ ପ୍ରତ୍ୟକ ସମୟରେ ସ୍ବପ୍ନ ତାହା ଦେଖିଥାଉ ଯାହା ହେଉଛି ଆମ ମାନ ର ମନୋଷି କାମନା ଥାଏ। ଅର୍ଥାତ୍ ଯାହା ଆମେ ମଧ୍ୟ ପୂରଣ କରିବା ପାଇଁ ମଧ୍ୟ ଇଛା ପ୍ରକାଶ କରିଥାଉ।
ଯେତେବେଳେ ଜଣେ ଭକ୍ତ ନିଜ କୁ ସମ୍ପୂର୍ଣ ଭାବରେ ଶିବଙ୍କ ନିକଟରେ ଲୀନ କରିଥାଏ ସେତେବେଳେ ତ ମନ ସମ୍ପୂର୍ଣ ରୂପରେ ଭଗବାନ୍ ଙ୍କ ଆୟତରେ ଆସିଥାଏ ଓ ସେହି ସମୟରେ ଯାହା ସ୍ବପ୍ନ ଦେଖୁ ତାହା ସତ୍ୟରେ ପ୍ରତିଫଳିତ ହୋଇ ଥାଏ।
ଦ୍ଵିତୀୟ ଟି ହେଉଛି ଆପଣ ଯେଉଁ ବାଣୀ କହିବେ ତାହା ସତ୍ୟ ପ୍ରତୀତ ହେବ। ଅର୍ଥାତ୍ ଆପଣ ଯଦି ତପ ସିଦ୍ଧି କରି ଭଗବାନ୍ ଙ୍କ ଧ୍ୟାନ ରେ ସଂପୂର୍ଣ୍ଣ ଭାବରେ ଲୀନ ଅଛନ୍ତି ତେବେ ଆପଣ ଙ୍କ ମୁଖରୁ ସେତେବେଳେ ଯାହା ବାହାରିବ ତାହା ସତ୍ୟ ହୋଇଯିବ।
ତୃତୀୟ ଟି ହେଉଛି ଯଦି ଭଗବାନ୍ ଶିବ ଙ୍କ କୃପା ଥାଏ ଆପଣଙ୍କ ଉପରେ ତେବେ ସେ ଚାହିଁଲେ ଆପଣଙ୍କ ବିଗିଡି ଯାଇଥିବା କାର୍ଯ୍ୟ ସବୁ ଠିକ୍ ହୋଇଯିବ।
ଚତୁର୍ଥ ଟି ହେଉଛି ଯଦି ଆପଣଙ୍କ ନିଦ୍ରା ବ୍ରହ୍ମ ମୁହୁର୍ତ ରେ ଭାଙ୍ଗିଥାଏ ତେବେ ଆପଣ ଜାଣି ଯିବେ ଯେ ଆପଣଙ୍କ ଜୀବନ ଭଗବାନ୍ ଶିବ ଙ୍କ ସହ ଜଡିତ ହୋଇ ସାରିଛି। କାରଣ ବ୍ରହ୍ମ ମୁହୂର୍ତ୍ତ ଏକ ଏପରି ମୁହୂର୍ତ୍ତ ଯେତେବେଳେ ସମସ୍ତ ଦେବା ଦେବୀଙ୍କ ସକାରାତ୍ମକ ଭାବନା ଯୋଡ଼ି ଉଠିଥାଏ। ପଞ୍ଚମ ଟି ହେଉଛି ଭଗବାନ୍ ଶିବ ଙ୍କୁ ନିଜ ସ୍ବପ୍ନ ରେ ଦେଖିବେ ତେବେ ଜାଣିବେ ଆପଣ ଭଗବାନ୍ ଶିବଙ୍କ ଭକ୍ତିରେ ପୂରା ଲୀନ ହୋଇ ସରିଲେଣି।




