ଦେଶ- ବିଦେଶ

ଋଷିଆ କୁ ବରଦାନ ଦେଇଥିଲେ ଭଗବାନ ଶ୍ରୀକୃଷ୍ଣ ସେଥିପାଇଁ ଆଜି ବୋଧେ ଋଷିଆ ଜିତୁଛି ଯୁଦ୍ଧ ଦେଖନ୍ତୁ କେତେବେଳେ Russia କୁ ଆଶ୍ରୀବାଦ ଦେଇଥିଲେ ଭଗବାନ ଶ୍ରୀକୃଷ୍ଣ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭଗଵାନ ଙ୍କ ଲୀଳା ଖେଳା ପୃଥିବୀ ପୃଷ୍ଠ ରୁ ସରି ନାହିଁ ଆହୁରି ଏପରି ଅନେକ ଲୀଳା ଖେଳା ଅଛି ଯାହାକି ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା କୁ ସତ୍ୟରେ ପ୍ରତିପ୍ରଦିତ କରିବା।

ଅଚ୍ୟୁତ ନନ୍ଦ ଦାସ ଙ୍କ ମାଳିକା ରେ ଯାହା ଲେଖା ଅଛି ବା ବର୍ଣ୍ଣିତ ହୋଇଛି ତାହା ଅକ୍ଷରେ ଅକ୍ଷରେ ସତ୍ୟରେ ପ୍ରତିପାଦିତ ହେବ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଶ୍ରୀକୃଷ୍ଣ ଋଷ କୁ ବର ପ୍ରଦାନ କରିଛନ୍ତି। ଯେତେବେଳେ ଋଷ ର ରାଜା ଶ୍ରୀକୃଷ୍ଣ ଙ୍କ ସରଣନୁଗାମୀ ହୋଇଥିଲେ ସେତେବେଳେ ଶ୍ରୀକୃଷ୍ଣ ତାଙ୍କୁ କହିଥିଲେ କି ତୁମର ଦ୍ଵାପର ଯୁଗରେ କିଛି କାର୍ଯ୍ୟ ନାହିଁ। କଳି ଯୁଗରେ ତୁମେ ବିଶେଷ କିଛି କାର୍ଯ୍ୟ କରିବ। ତୁମର ଏକ ବିଶେଷ ଯୋଗଦାନ ମଧ୍ୟ ରହିବ।

ଯେତେବେଳେ ଶ୍ରୀମନ୍ଦିର ସମୁଦ୍ରରେ ଲୀନ ହୋଇଯିବ ସେତେବେଳେ ମଧିର ର କଳସ ଓ ମହାପ୍ରଭୁ ଆସି ଯାଜପୁର ଜିଲ୍ଲା ଅନ୍ତର୍ଗତ ଛତିଆ ରେ ଆସି ସ୍ଥାପିତ ହେବେ। ଓ ଆମ ମନ୍ଦିରରେ ଯେଉଁ ସବୁ ଦଧିନଉତି ରେ ଚୁମ୍ବକ ଲାଗେ ଯାହାର ଉଦାହରଣ ସୋମନାଥ ଓ କୋଣାର୍କ ମନ୍ଦିର। ସେହି ଚୁମ୍ବକ କୁ ଋଷ ଓ ବ୍ରିଟେନ ଆଣି  ଛତିଆରେ ଦାଧି ନେଉତି ରେ ଲଗାଇବେ

ତାପରେ ମହାପ୍ରଭୁ କଳିଯୁଗ ର ଅନ୍ତ କରିବା ପାଇଁ ସ୍ଵୟଂ କଳ୍କୀ ଅବତାର ଧାରଣ କରିବେ। ବାରହାତ ଖଣ୍ଡା ଧରି ଆସି ସମସ୍ତ ନିଶାଚର ଓ ପାପି ମାନଙ୍କୁ ସମାପ୍ତ କରିବେ।

ଯାହାପରେ କି ସତ୍ୟ ଯୁଗର ଆରମ୍ଭ ହେବ ଓ ସନାତନ ଧର୍ମ ର ପ୍ରଚାର ଏବଂ ପ୍ରସାର ମଧ୍ୟ ଘଟିବ। ଏହି ପରି ଭାବରେ ପୃଥିବୀ ପୃଷ୍ଠ ରେ ଭଗଵାନ ଙ୍କ ଲୀଳା ଖେଳା ବାକି ରହିଛି। ଯାହାର ପୂର୍ଣ୍ଣ ହେବାର ସମୟ ଅତି ନିକଟ ବର୍ତ୍ତି ଅଟେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button