ଜ୍ୟୋତିଷ

ସ୍ଵପ୍ନରେ ମୃ-ତ୍ୟୁ ଲୋକଙ୍କୁ ଦେଖିଲେ କି ଫଳ ମିଳେ ଜାଣିଛନ୍ତି କି ଯଦି ଜାଣି ନାହାନ୍ତି ଶୀଘ୍ର ଜାଣନ୍ତୁ ଏହି କଥା ନହେଲେ ପରେ ହଇରାଣ ହେବେ

ଯଦି ସୋଇଥିବା ସମୟରେ ଆପଣ ସ୍ଵପ୍ନରେ ମରି ଯାଇଥିବା ବ୍ୟକ୍ତିଙ୍କୁ ଦେଖିବେ ଏହା କେଉଁ କଥାକୁ ନେଇ ସଙ୍କେତ ଦେଇଥାଏ ତାହେଲେ ଜାଣନ୍ତୁ।ଯଦି ଆପଣମାନେ ପ୍ରୟ ବନ୍ଧୁ, କି ନିଜ ଲୋକଙ୍କୁ ହରାଇଛ ତାହେଲେ ସେ ଆପଣଙ୍କ ସ୍ବପ୍ନ ରେ ନିଶ୍ଚୟ ଆସିଥାନ୍ତି।କିନ୍ତୁ ଆପଣମାନେ କେବେ ଭାବୁଛ କି ଏମିତି ସ୍ବପ୍ନ କାହିଁକି ଆସିଥାଏ।ଯଦି ଏହା ଅନୁଭବ କରିଛନ୍ତି ତାହେଲେ ଡରନ୍ତୁ ନାହିଁ।

ହିନ୍ଦୁ ଶାସ୍ତ୍ର ଅନୁସାରେ ପ୍ରତିଟି ସ୍ବପ୍ନ ର ଅଲଗା ଅଲଗା ବିଶେଷ ରହିଛି।ସ୍ବପ୍ନ ଙ୍କୁ ନେଇ ଏକ ବିଶେଷ ଶାସ୍ତ୍ର ରହିଛି।ତାହାକୁ ସ୍ବପ୍ନ ଶାସ୍ତ୍ର କୁହାଯାଇଛି।ସେଥିରେ ସବୁ ପ୍ରଶ୍ନର ଉତ୍ତର ମିଳିଯିବ।ଭବିଷ୍ୟତରେ କଣ ଘଟିପାରେ ସେହି ବିଷୟରେ ମଧ୍ୟ କିଛି ନା କିଛି ସ୍ବପ୍ନ ଦେଖି ଥାଉ।ସେହି ସ୍ବପ୍ନ ଭିତରୁ କିଛି ମୃ-ତ ବ୍ୟକ୍ତିଙ୍କ ସ୍ବପ୍ନ ମଧ୍ୟ ଜଡ଼ିତ ହୋଇଥାଏ।ଏପରି କିଛି ସଙ୍କେତ ଦେଇଥାଏ ଯାହା ଆମର ଭବିଷ୍ୟତ ରେ ଦରକାର ହୋଇଥାଏ।

ଯଦି କୌଣସି ବ୍ୟକ୍ତି ବେମାର କାରଣରୁ ମୃ-ତ୍ୟୁ ହୋଇଥାଏ ତେବେ ସେହି ବ୍ୟକ୍ତି ଯଦି ସ୍ବପ୍ନ ରେ ବଞ୍ଚିବା ଦେଖାଇ ଥାଏ ତାହେଲେ ସେ ସନ୍ଦେଶ ଦେବା  ପାଇଁ ଚାହାନ୍ତି ଯେ ତାଙ୍କର ଜନ୍ମ ଏକ ଭଲ ସ୍ଥାନରେ ହୋଇଛି।ତାଙ୍କ କଥା ଆଉ ଚିନ୍ତା କରନ୍ତୁ ନାହିଁ।ଆଉ ନିଜକୁ କଷ୍ଟ ଦିଅନ୍ତୁ ନାହିଁ।ଏହି ସ୍ବପ୍ନ କୁ ଶାସ୍ତ୍ର ରେ ଆଶ୍ୱାସନା ସ୍ବପ୍ନ କହିଥାନ୍ତି।ତାଙ୍କର ମୃ-ତ୍ୟୁ ର କାରଣ କିଛି ବି ହୋଇଥାଉ କିନ୍ତୁ ତାଙ୍କର ଚିନ୍ତା କରିବା ଆଉ ଆବଶ୍ୟକ ନାହିଁ।ସେମାନେ ଭଲ ସ୍ଥାନରେ ରହିଛନ୍ତି।

ଯଦି କୌଣସି ସୁସ୍ଥ ବ୍ୟକ୍ତି ଙ୍କ ର ମୃ-ତ୍ୟୁ ହୋଇଯାଇଛି ଆଉ ଆପଣକଂ ସ୍ବପ୍ନ ରେ ସେ ବେମାର ନଜରରେ ଆସିବେ ତାହେଲେ ମରିଯାଇଥିବା ବ୍ୟକ୍ତି ତାଙ୍କର କିଛି ଇଛା ବିଷୟରେ କହିବା ପାଇଁ ଚାହୁଁଛନ୍ତି। ଯାହାକୁ ବୁଝିବା ପାଇଁ ଆପଣଙ୍କୁ ଆବଶ୍ୟକ ଅଟେ।ତାଙ୍କର କିଛି ଇଛା ରହିଛି ଯାହାକୁ ସେ ପୁରା କରିବା ପାଇଁ ଚାହୁଛନ୍ତି।କିନ୍ତୁ କରି ପାରୁନଥିଲେ।ଯଦି ତାଙ୍କର ଇଛା ବିଷୟରେ ଜାଣିଛନ୍ତି ତାହେଲେ ତାହା ପୂରଣ କରିବା ପାଇଁ ପ୍ରୟାସ କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button