ଜ୍ୟୋତିଷ
କେଉଁ ମାସରେ ଘର ତିଆରି କଲେ ଘରେ ହୁଏ ଧନର ବର୍ଷା ଜାଣନ୍ତୁ ଏହି ଗୁପ୍ତ କଥା Bastu Sastra

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଅନେକ ପ୍ରକାରର ଘଟଣା ବିଷୟରେ ବା ଅନେକ ପ୍ରକାରର ଦର୍ଶନୀୟ ସ୍ଥାନ ହେଉ ବା ଅନେକ ପ୍ରକାରର ବାସ୍ତୁ ଦୋଷ ହେଉ ବା ଅନ୍ୟାନ୍ୟ କୌଣସି ପ୍ରକାରର ଭିଡିଓ ଯଥା କମେଡି ଭିଡିଓ, ରୋଷେଇ ଭିଡିଓ ଶରୀରକୁ ନେଇ ଅନ୍ୟାନ୍ୟ ପ୍ରକାରର ଭିଡିଓ ସୋସିଆଲ ମିଡିଆରେ ପାଇବେ ।
ଏହି ଭିଡିଓରେ ଆପଣମାନେ ଗୃହ କେଉଁଠି କରିବା ଉଚିତ୍ ବା ଅନୁଚିତ୍ ଏବଂ ଏଥିସହିତ ଅନ୍ୟାନ୍ୟ ବାସ୍ତୁ ଉପରେ ଜାଣିପାରିବେ । ଆଉ ଘର କେଉଁ ମାସରେ ତିଆରି କରିବେ ବା ପ୍ରତିଷ୍ଠା କରିବେ ସେହି ବିଷୟରେ ଲେଖାଯାଇଛି । ଆଉ ଯଦି ଆପଣ ଘର କରିବାକୁ ଚାହୁଁଛନ୍ତି ତାହେଲେ ବାସ୍ତୁ ଶାସ୍ତ୍ର ଅନୁସାରେ ଘର ତିଆରି କରନ୍ତୁ।
ଘର ତିଆରି କରିବା ପାଇଁ କିଛି ମାସ ଅଛି । ଆଉ ଏହା ଜାଣିଲେ ଆପଣ ଆଉ ବାସ୍ତୁ ଶାସ୍ତ୍ର ଉପରେ ନିର୍ଭର କରିବେ ନାହିଁ । ଘରର ମୁଖ୍ୟ ଦ୍ୱାର ପୂର୍ବ ଦିଗ କିମ୍ବା ଉତ୍ତର ଦିଗରେ ରହିବା ଉଚିତ୍ ।
ଆଉ ବୈଶାଖ ମାସରେ ଘର କରିଲେ ଧନ ଲାଭ ଓ ଉନ୍ନତି ହୋଇଥାଏ । ଜ୍ୟେଷ୍ଠ ମାସରେ ଘର ତିଆରି କରିଲେ ଘରର ଗୃହ କର୍ତ୍ତାଙ୍କ ଉପରେ ଖରାପ ପ୍ରଭାବ ପଡ଼ିବ ।ଆଷାଢ଼ ମାସରେ ଘର ତିଆରି କରିଲେ ଧନ ପ୍ରାପ୍ତି ହୋଇଥାଏ । ଏବଂ ଗୃହପାଳିତ ପଶୁମାନଙ୍କ ସଂଖ୍ୟା ବୃଦ୍ଧି ହେବ ।

ଶ୍ରାବଣ ମାସରେ ଘର ତିଆରି କରିଲେ ସବୁ କାର୍ଯ୍ୟ ଆପଣଙ୍କର ସିଦ୍ଧି ହେବ । ଭାଦ୍ରବ ମାସରେ ଘର କରିଲେ ଆପଣଙ୍କର ସବୁ କାମ ସଫଳ ହେବ। ଆଶ୍ୱିନ ମାସରେ ଘର ତିଆରି କରିଲେ ଧନ କ୍ଷୟ ହେବ । କାର୍ତ୍ତିକ ମାସରେ ଘର କରିଲେ ଚୋରି ହେବ । ମାର୍ଗଶିର, ମାଘ, ଫାଲଗୁନ ମାସ ସବୁଠାରୁ ଭଲ ଅଟେ । ଚୈତ୍ର ମାସରେ ଘର କରିଲେ ଦୁଃଖ ମିଳିବ ।




