ଜ୍ୟୋତିଷ

ଆଉ ରହିଲା ଅଳ୍ପ ସମୟ ଶେଷ ସମୟ ଖୁବ୍ ନିକଟ ଏମିତି ହେଲାଣି ଗଣନା ଦେଖନ୍ତୁ କଣ ଲେଖା ଅଛି Malika Bachana

ନମସ୍କାର ପାଠକ ବନ୍ଧୁ ଗଣ। ଆଜି ଆପଣ ମାନେ ମାଳିକା ରେ ଉଲ୍ଲେଖ ଥିବା କଥା ବାଦଲ ମିଶ୍ର
ନନା ଙ୍କ ମୁଖ ରୁ ଜାଣିବେ। ପ୍ରଭୁ ଙ୍କ ବାଣୀ ଅନୁଯାୟୀ ଚଳିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ଏହି ପରି ଭାବେ ଚଳିବା ପାଇଁ। ଏହି ସଂସାର ର ଲୋକ ମାନଙ୍କୁ ଭୟ କରାଇବା ପାଇଁ ମାଳିକା ବଚନ ରଚନା ହୋଇ ନାହିଁ।

ଏହା କେବଳ ଲୋକ ମାନଙ୍କୁ ସତ ପଥରେ ଚଳିବା ପାଇଁ ହିତ ଉପଦେଶ ଦେଇ ଛନ୍ତି। ପଞ୍ଚ ସଖା ବ୍ୟତୀତ ଆଉ ଅନେକ ସାଧୁ ସନ୍ଥ ଅଛନ୍ତି। ସେମାନେ ହେଲେ ଭୀମ ଭୋଇ, ଠାକୁର ଅଭିରାମ ପରମହଂସ ଦେବ।, ହାଡ଼ି ଦାସ, ସାଧୁ ଦାସ, ଦିବାକର ଦାସ। ଏହି ସାଧୁ ସନ୍ଥ ମାନେ ମାଳିକା ସତ ପଥରେ ଚଳିବା ପାଇଁ ପଥ ପଦର୍ସନ କରି ଛନ୍ତି।

ପାର୍ଥନ ରେ ଅଛି ସତ କହିବାକୁ କିଆଁ ଡରିବି ସତ କହି ପଛେ ମଲେ ମରିବି କିନ୍ତୁ ଆମେ ସତ କହୁ ନଥାଉ ମିଛ ନ କହିଲେ ଆମେ ଚଳି ପାରିବା ନାହିଁ
ଆଜି କାଲି ସବୁ ସାଧୁ ସନ୍ଥ ମାନେ ସତ ପଥ ଛାଡି ମିଛ ଆଡେ ଅଗ୍ରସର ହେଉଛନ୍ତି। ମାଳିକା ରେ ଉଲ୍ଲେଖ ଅଛି ଯେ କଳି ଯୁଗ ରେ ପ୍ରାଣୀ ସବୁ ଦୋ ମୁଂହା ହୋଇବେ ବଚନ ଦେଇଣ ସବୁ ବଚନ ହାରିବେ।

 

ଲୋକ ଙ୍କୁ ବଚନ ଦେଇ ବଚନ ରଖି ପାରିବେ ନାହିଁ ଏହା ହେଉଛି କଳି ଯୁଗ ର ନିୟମ । ଯେତେ ବେଳେ ଲୋକ ମାନେ ସତ କହିବେ ସେତେ ବେଳେ ସେମାନେ ଦଣ୍ଡ ରେ ପଡ଼ିବେ। ଯେଉଁ ବ୍ୟକ୍ତି ମିଛ କହିବ ସେ କଳି ଯୁଗରେ ବଡ଼ ଲୋକ ହେବ ଓ ଧନୀ ହେବ। ସତ୍ୟ ବ୍ରତ ପ୍ରାଣୀ କୁ ସଦା ସର୍ବଦା ଦୁଃଖ କଷ୍ଟ ପଡ଼ିବ। ତେଣୁ କଳି ଯୁଗରେ ମିଛ କୁ ସତ ଚାଡ଼ି ପାରୁ ନାହିଁ ସତ କୁ ମିଛ ଛାଡି ପାରୁ ନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button