ଜ୍ୟୋତିଷ

ସତ ହେଲା ମାଳିକା ବଚନ ପର୍ବତ ଶିଖରେ ଫୁଟିଲା କଇଁ – ଆଉ ଅଳ୍ପଦିନ ରେ ହେବ ସର୍ବନାଶ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ମାଳିକା ବଚନ ବି ଶୁଣିଥିବେ । ଆଉ ଆଗାମୀ ଦିନରେ କଣ ସବୁ ଘଟିବାକୁ ଯାଉଛି ଆଉ ଆମ ଦେଶରେ କେଉଁ କେଉଁ ବିପଦ ସବୁ ପଡ଼ିବାକୁ ଯାଉଛି ଏହି ବିଷୟରେ ସବୁ ଲେଖା ଯାଉଛି ମାଳିକାରେ । ଆଉ ମାଳିକା ବଚନ କେହି ଆନ କରିପାରିବେ ନାହିଁ ।
ଆଉ ମାଳିକା ରେ ଯାହା ଲେଖା ଯାଉଛି ତାହା ସବୁ ଦିନେ ନା ଦିନେ ସତ ହେବ। ଆଉ ଏହି ମାଳିକାକୁ ପଞ୍ଚସଖା ମାନଙ୍କ ଭିତରୁ ଜଣେ ସଖା ଅଚ୍ୟୁତାନନ୍ଦ ଦାସ ଲେଖିଛନ୍ତି । ଆଉ ମାଳିକା ବଚନ କେବେ ଆନ ହୁଏ ନାହିଁ । ଆଉ ଏବେ ଏହି ମାଳିକା ରେ ଏମିତି କିଛି କଥା ଲେଖା ହୋଇଛି ଯାହା ସତ ହୋଇଛି। ଆଉ ଏହି ଘଟଣା ହେଉଛି ଗଞ୍ଜାମ ଜିଲ୍ଲାର ଚମ୍ପେଇତରପୁର ଗ୍ରାମର । ସେହି ସ୍ଥାନରେ ଏମିତି ଏକ ପାହାଡ ଅଛି ଆଉ ଗୁମ୍ଫା ମଧ୍ୟ ଅଛି । ଆଉ ଏଠାରେ ମହାପ୍ରଭୁ ଶଙ୍କର ଆଉ ଜଗନ୍ନାଥଙ୍କ ପାଦ ଚିହ୍ନ ଅଛି ।
ଆଉ ଏହି ପାହାଡ଼ରେ ମିଳିଛି ଦୈବୀ ଚିହ୍ନ । ଆଉ ଏହି ପାହାଡ଼ରେ କିଛି ଦୈବୀ କୁଣ୍ଡ ମଧ୍ୟ ଅଛି। ଆଉ ସେଠାରେ ସବୁବେଳେ ପାଣି ଫୁଲ ହୋଇ ରହେ । ଆଉ ଏଠାରେ କଇଁ ଫୁଲ ମଧ୍ୟ ଫୁଟିଥାଏ । ଆଉ ଏହି ପାହାଡକୁ ଭାଙ୍ଗିବାକୁ ଜଣେ ପଥୁରିଆ ଆସିଥିଲେ ଆଉ ତାଙ୍କର ସାଥୀ ମରି ଯାଇଥିଲେ । ଆଉ ଭଗବାନଙ୍କୁ ଦେଖିଲେ କାଳିଆ ବାବା । କାଳିଆ ବାବା ଏହି ପାହାଡ଼ରେ ପ୍ରଭୁଙ୍କୁ ଦର୍ଶନ କରିଲେ ଆଉ ଦେଖିଲେ ମଧ୍ୟ ।
ଆଉ ଏଠାରେ ୫ଟି ଦୈବୀ କୁଣ୍ଡ ଅଛି ଆଉ ୩ଟି କୁଣ୍ଡ ସନ୍ଧାନ ମିଳିଛି । ଆଉ ଏହି ଚିହ୍ନ ଗୁଡ଼ିକ ସବୁଆଡ଼େ ପଡ଼ିଛି । ଆଉ ସଂସାରର ମୋହ ମାୟା ଛାଡ଼ି କାଳିଆ ବାବା ଏହି ପାହାଡକୁ ନିଜର ବାସସ୍ଥାନ କରିଛନ୍ତି । ଆଉ ଏହି ସ୍ଥାନକୁ ଆସି ଏହାର ଦୌବତ୍ୱକୁ ଦେଖିବାକୁ କାଳିଆ ବାବା ଅନୁରୋଧ କରିଛନ୍ତି । ଆଉ ଏହାକୁ ଦେଖିଲେ ହିଁ ଆପଣମାନେ ସଂସାର କଣ ଆଉ ଏହାକୁ ତ୍ୟାଗ କରିଲେ କଣ ଲାଭ ତାହା ଜାଣିପାରିବେ । ଆଉ ଏହି କଥା ବିଷୟରେ ମାଳିକାରେ ଲେଖାଯାଇଛି ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button