ଜ୍ୟୋତିଷ

ଭକ୍ତି ରେ ଥାଏ ଶକ୍ତି ଇଛା ଶକ୍ତି ଆଗରେ ହାର ମାନିଯାଏ ସବୁକିଛି ଦେଖନ୍ତୁ ଏହି ବୋଲବମ ଭାଇ ଙ୍କୁ Om Namah sibaya

ବର୍ତ୍ତମାନ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣମାନଙ୍କ ଆଖିରେ ଲୁହ ଚାଲି ଆସିବ। ଏବଂ ଆପଣମାନେ କହିବେ ଏହି ହେଉଛନ୍ତି ଭଗବାନ ଙ୍କ ପ୍ରକୃତ ଭକ୍ତ।ଶ୍ରାବଣ ମାସ ଆସିଲେ ସମସ୍ତେ ବହୁତ ଆନନ୍ଦିତ ହୋଇଥାନ୍ତି। କାରଣ ସମସ୍ତେ ମାନସିକ କରିଥାନ୍ତି ଯେ ଦେବ ଦେବ ମହାଦେବ ଙ୍କ ଦର୍ଶନ କରିବେ ଏବଂ ତାଙ୍କ ଉପରେ ପାଣି ଅର୍ପଣ କରିବେ।କାଉଡ଼ିଆ ମାନେ ଚାଲି ଚାଲି ଯାଇଥାନ୍ତି।
ଏବଂ ଭଗବାନ ଶିବ ଙ୍କ ଦର୍ଶନ କରିବା ପରେ ନିଜକୁ ଧନ୍ୟ ମନେ କରିଥାନ୍ତି।କିନ୍ତୁ ଏମିତି କିଛି ଭକ୍ତ ରହିଥାନ୍ତି ଯେଉଁମାନେ ବହୁତ କଷ୍ଟରେ ଏହି ଯାତ୍ରା କୁ ପାଳନ କରିଥାନ୍ତି। ବହୁତ ନିଷ୍ଠାରେ ଭଗବାନଙ୍କୁ ସ୍ମରଣ କରୁଥାନ୍ତି।ବର୍ତ୍ତମାନ ଏଭଳି ଜଣେ ଭକ୍ତଙ୍କୁ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବ ସହିତ ବହୁତ ଖୁସି ମଧ୍ୟ ହେବେ।ସେହି ବ୍ୟକ୍ତି ରାସ୍ତାରେ ଯାଉଥିବା ସମୟରେ ତାଙ୍କର ଭିଡିଓ କରିଥିଲେ।
ବର୍ତ୍ତମାନ ଜଣେ ଭଗବାନ ଶିବ ଶଙ୍କର ଙ୍କ ପରମ ଭକ୍ତ ଙ୍କ ଦେଖିବାକୁ ମିଳିଛି।ବ୍ୟକ୍ତି ଜଣଙ୍କ ଚାଲି ପାରନ୍ତି ନାହିଁ।ଭିଡିଓ ରେ ଦେଖିବାକୁ ମିଳିଛି ଯେ ବ୍ୟକ୍ତି ଜଣଙ୍କ ରାସ୍ତାରେ ଘୋଷାରି ହୋଇ ଯାଉଛନ୍ତି।ଏଇଠୁ ଜଣା ପଡୁଛି ସେହି ବ୍ୟକ୍ତି ଙ୍କ ମନରେ ଭଗବାନ ଶିବଙ୍କ ପାଇଁ କେତେ ଭକ୍ତି ରହିଛି।ଅନେକ କାଉଡ଼ିଆ ଗୋଡ଼ରେ ଚାଲି ଚାଲି ଯାଇ ମଧ୍ୟ ବହୁତ କଷ୍ଟରେ ପହଞ୍ଚି ଥାନ୍ତି।
କିନ୍ତୁ ଏଠାରେ ଏହି ବ୍ୟକ୍ତି ଜଣଙ୍କ ରାସ୍ତାରେ ଘୋଷାରି ହୋଇ ଶିବଙ୍କ ପାଖକୁ ଯାଇଛନ୍ତି।ସମସ୍ତଙ୍କ ପରି ଶିବଙ୍କ ଉପରେ ପାଣି ଅର୍ପଣ କରିବେ।ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ସମସ୍ତେ ବହୁତ ଖୁସି ମଧ୍ୟ ହେଉଛନ୍ତି।ଏବଂ ତାଙ୍କ ଭକ୍ତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button