ଜ୍ୟୋତିଷ

ମୃ-ତ୍ୟୁ ପରେ କାହିଁକି ଶିଶୁ ମାନଙ୍କୁ ଜଳାଯାଏ ନାହିଁ ଦେଖନ୍ତୁ ଏହି ରହସ୍ୟ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କି ମୃ-ତ୍ୟୁ ପରେ ଶିଶୁ ମାନଙ୍କୁ କାହିଁକି ମାଟିରେ ପୋତି ଦିଆ ଯାଇ ଥାଏ। ଏହାର ପ୍ରମାଣ ମଧ୍ୟ ଗରୁଡ଼ ପୁରାଣ ରେ ମିଳି ଥାଏ। ଗରୁଡ ପୁରାଣରେ ବର୍ଣ୍ଣିତ କଥା ଅନୁସାରେ ପକ୍ଷୀରାଜ ଗରୁଡ ପଚାରିବାରୁ ଭଗବାନ ବିଷ୍ଣୁ କହିଥିଲେ କି ଯଦି କୌଣସି ସ୍ତ୍ରୀ ର ଗ-ର୍ଭ-ପା-ତ ହୋଇ ଯାଏ ଏବଂ ଜନ୍ମିତ ଶିଶୁ ଏକ ବର୍ଷ କି ଦୁଇ ବର୍ଷ ପରେ ମୃ-ତ୍ୟୁ ବରଣ କରିଥାଏ ତେବେ ତାଙ୍କୁ ପୋଡ଼ିବା ବଦଳରେ ,
ମାଟିରେ ଗାତ ଖୋଳି ପୋତି ଦେବା ଉଚିତ ଅଟେ ଏବଂ ଏହା ଠାରୁ ଅଧିକା ବର୍ଷର ଲୋକ ମାନଙ୍କୁ ଜାଳି ଦେବା ଉଚିତ ଅଟେ। ଗରୁଡ ପୁରାଣ ଅନୁସାରେ ମନୁଷ୍ୟ ଦୁଇ ଜନ୍ମ ର ଦୁଇ ବର୍ଷ ପର୍ଯ୍ୟନ୍ତ ମୋହ ମାୟା ଠାରୁ ଦୂରରେ ରହିଥାଏ। ଏବଂ ତା ଶରୀରରେ ଥିବା ଆତ୍ମା କୁ ମଧ୍ୟ ତାର ଶରୀର ପ୍ରତି ମୋହ ନଥାଏ ତେଣୁ ଏଭଳି ପରିସ୍ଥିତି ରେ ଯଦି ସେ ଆତ୍ମା ଶରୀରକୁ ତ୍ୟାଗ କରିଦିଏ ତେବେ ତାହା ପୁନର୍ବାର ଶରୀରକୁ ପ୍ରବେଶ କରିବା ପାଇଁ ଇଚ୍ଛା ପ୍ରକାଶ କରି ନଥାଏ।
ମନୁଷ୍ୟ ଯେତେବେଳେ ଧୀରେ ଧୀରେ ବଡ଼ ହେବାକୁ ଲାଗେ ତାର ମଧ୍ୟ ମୋହ ମାୟା ବଢ଼ିବାକୁ ଲାଗିଥାଏ ସେହି ସମୟରେ ତାର ଶରୀର ପ୍ରତି ମଧ୍ୟ ତାର ମୋହ ମାୟା ଥାଏ। ଏବଂ ମୃ-ତ୍ୟୁ ପରେ ମଧ୍ଯ ସେହି ଶରୀରରେ ପୁନର୍ବାର ପ୍ରବେଶ କରିବାକୁ ଚେଷ୍ଟା କରିଥାଏ। ଯେତେବେଳେ ଯାଏଁ ସେହି ମୃ-ତ ଶରୀରକୁ ଜଳାଇ ନଦିଆ ଯାଏ। ଗରୁଡ ପୁରାଣ ଅନୁସାରେ ଅନ୍ତିମ ସଂସ୍କାର ଅର୍ଥାତ ଦାହ ସଂସ୍କାର ଶରୀର ଠାରୁ ଅଲଗା ହେବାର ଏକ ମାଧ୍ୟମ ଅଟେ।
ଯେତେବେଳେ ଅଗ୍ନି ସହ ଜଳାଇ ଦିଆ ଯାଇଥାଏ ସେତେବେଳେ ମନୁଷ୍ୟର ଆତ୍ମା ସହ କୌଣସି ସାମଞ୍ଜସ୍ୟ ମଧ୍ୟ ନଥାଏ। ହେଲେ ଶିଶୁ ମାନଙ୍କର ନିଜ ଶରୀର ପ୍ରତି କୌଣସି ପ୍ରକାରର ମୋହ ନଥାଏ ସେଥି ପାଇଁ ସେମାନଙ୍କ ମୃ-ତ ଶରୀରକୁ ଜଳାଇବା ବଦଳରେ ପୋତି ଦିଆ ଯାଇ ଥାଏ। ଏହା ବ୍ୟତୀତ ସନ୍ଥ ମାନଙ୍କୁ ମଧ୍ଯ ମୃ-ତ୍ୟୁ ପରେ ପୋତି ଦେବା ଉଚିତ ଅଟେ କାରଣ ତାଙ୍କର ମଧ୍ଯ ତାଙ୍କ ଜୀବନ ପ୍ରତି ମୋହ ନଥାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button