ରାଜ୍ୟ

ଆଜିବି ଅଛି ପାତାଳ ପ୍ରବେଶ ଦ୍ଵାର ଦେଖନ୍ତୁ କେମିତି ମା ସୀତା ଏହି ମାର୍ଗରେ କରିଥିଲେ ପାତାଳ ପ୍ରବେଶ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଘଟଣା ବିଷୟରେ ଜାଣି ପାରୁଥିବେ । ଆଉ ସୋସିଆଲ ମିଡିଆରେ ଅନେକ ପୁରୁଣା ଯୁଗର କଥା ମଧ୍ୟ ଶୁଣିବାକୁ ମିଳିଥାଏ । ଆଉ ସୋସିଆଲ ମିଡ଼ିଆ ହିଁ ଆମକୁ ଅନେକ ତଥ୍ୟ ଦେଇଥାଏ । ଆଉ ଆଜି ଏହି ଭିଡିଓରେ ଏକ ରହସ୍ୟମୟ କୂଅ ବିଷୟରେ ଜାଣିବା । ଆଉ ଏହା ତେ ଲମ୍ବା କୂଅ ଯାହା ପାତାଳ ପର୍ଯ୍ୟନ୍ତ ଲମ୍ବିଛି ବୋଲି ବୈଜ୍ଞାନିକମାନେ କହିଛନ୍ତି ।
ଏହି କୂଅରେ ସମ୍ରାଟ ଅଶୋକ ତାଙ୍କର ୯୯ ଭାଇଙ୍କୁ ମାରି ଏହି କୂଅ ଭିତରକୁ ଫିଙ୍ଗି ଦେଇଛନ୍ତି ବୋଲି ଜଣାପଡିଛି । ବା ସୂଚନା ମିଳିଛି ।ଏହି କୂଅ ବିହାରର ପାଟନା ସହରରେ ଅଛି । ଏହି କୂଅଟିକୁ ୩୨୫ ଜଣ ଲୋକ ପ୍ରାୟ ୨୫ ରାତି ମିଶି ଖୋଳିଥିଲେ ବୋଲି ସୂଚନା ମିଳିଛି ।ସମ୍ରାଟ ଅଶୋକ ତାଙ୍କର ସମସ୍ତ ଧନ ସମ୍ପତ୍ତିକୁ ଏହି କୂଅ ଭିତରେ ଲୁଚାଇ ରଖୁଥିଲେ । ଏହି କୂଅ ସମ୍ରାଟ ଅଶୋକ ବନାଇଥିଲେ । ଆଉ ଏହି କୂଅକୁ କୁଶଳ କାରିଗରମାନେ ବନେଇ ଥିଲେ ।
ପୂର୍ବରୁ ଏହି କାରିଗରମାନେ ଅନେକ କଳା ସ୍ଥାପତ୍ୟ ନିର୍ମାଣ କରି ଚର୍ଚ୍ଚାରେ ଥିଲେ । ଏହି କୂଅ ଭିତରେ ଅନେକ ଗୁପ୍ତ ସୁଡ଼ଙ୍ଗ ରହିଛି । ଆଉ କେହି କେହି କୁହନ୍ତି ଏହା ଭିତରେ ତନ୍ତ୍ର ସାଧନା କରାଯାଏ । ଇଂରେଜ ଶାସନ ସମୟରେ ଏହି କୂଅକୁ ଠାବ କରାଯାଇଥିଲା । ଏହି କୂଅର ଗଭୀର ହେଉଛି ୧୦୯ ଫୁଟ । ଏହି କୂଅ ଭିତରେ ଆଉ ଏକ କୂଅ ଅଛି । ଆଉ ଏହା ଭିତରେ ଅନେକ ଗୃହ ମଧ୍ୟ ଅଛି । ଆଉ ଏହା ଭିତରେ ସମ୍ରାଟ ଅଶୋକ ତାଙ୍କ ଧନ ସମ୍ପଦ ଅଛି । ଆଉ ଏହି କୂଅ ଭିତରେ ରହିଛି ୭ଟି ଦିଗକୁ ୭ଟି ସୁଡ଼ଙ୍ଗ । ଆଉ ଏହି କୂଅ ଉପରେ ଆଉ ଗୋଟିଏ କୂଅ ଅଛି ।
ଆଉ ଉପରେ କୂଅ ଥାଇ ଭିତରେ ଏତେ ଗଭୀର କିପରି ଖୋଳାଗଲା ଏହାକୁ ନେଇ ଏବେ ପ୍ରଶ୍ନ ଆସୁଛି । ଆମ ଭାରତରେ ଯାହା ଅଛି ତାହା ଅନ୍ୟ ଦେଶରେ ନାହିଁ । ଆଉ କୁହାଯାଇଛି ଯାହା ନାହିଁ ଭାରତେ ତାହା ନାହିଁ ମରତେ । ଆଉ ଲୋକମାନେ କୁହନ୍ତି କି ଏହି କୂଅ ଭିତରୁ ରାତିରେ ଚିତ୍କାର ଶୁଭେ । ଆଉ ଏହି କୂଅ ତିନି ଥର ରଙ୍ଗ ବଦଳାଇଥାଏ । ଆଉ ପୁରୁଣା ଯୁଗର କାରିଗରମାନଙ୍କର କାରୁକାର୍ଯ୍ୟ ସତରେ ବହୁତ ଅଲଗା ଅଟେ । ଆଉ ଏହି କୂଅ ଉପରେ ଆଜି ପର୍ଯ୍ୟନ୍ତ ମଧ୍ୟ ରହସ୍ୟ ଉଠି ନାହିଁ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ୍ ହେଉଛି ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button