ସ୍ୱାସ୍ଥ୍ୟ

ଆସିଗଲା ଉଚିତ୍ ସମୟ ଆଉ ରହିବନି ଡା-ଇବେଟିସ ବ୍ଲ-ଡ଼ ପ୍ରେସର୍ ଦେଖନ୍ତୁ କାହିଁକି

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ମାଲିକା ବଚନ ପ୍ରାୟ ସମୟରେ ସତ୍ୟପ୍ରତିତ ହେବାରେ ଲାଗିଛି। ଏହାକୁ ସାରା ରାଜ୍ୟରେ ମାନିବା ସହ ସାରା ଭାରତର ଲୋକ ମାନେ ମଧ୍ୟ ଏହାକୁ ସ୍ୱୀକାର କରିବାକୁ ଲାଗିଲେଣି। ଆମ ଦୁନିଆରେ ସେହି ସବୁ ଘଟୁଛି ଯାହା ସବୁ ପ୍ରାୟ ମାଳିକା ବଚନରେ ଉଲ୍ଲେଖ ଅଛି। ମାଳିକା ରେ ମଧ୍ୟ ଅନେକ ରୋଗ ସମ୍ପର୍କରେ ଲେଖା ଅଛି।
ଏଥି ସହ ସେହି ରୋଗର ମଧ୍ଯ କିଭଳି ଭାବରେ ପ୍ରତିକାର କରାଯିବ ସେହି ସମ୍ପର୍କ ରେ ମଧ୍ୟ ଉଲ୍ଲେଖ କରାଯାଇଛି। ଅନେକ ରୋଗ ହେବାର କାରଣ କଣ ତାହା ମଧ୍ୟ ମାଲିକାରେ ଉଲ୍ଲେଖ କରାଯାଇଛି। ତେବେ ଆପଣ ମାନେ ଜାଣିଥିବେ ଆଜିକାଲି ପ୍ରାୟ ଘରେ ଘରେ ହେଉଛି ଉଚ୍ଚ ରକ୍ତଚାପ , ହାର୍ଟ ଏବଂ କୋଲାଷ୍ଟ୍ରଲ ସମସ୍ୟା ଦେଖା ଯାଉଛି। ଏବଂ ପ୍ରାୟ ପିଲାଙ୍କର ମଧ୍ୟ ଚକ୍ଷୁ ସମସ୍ୟା ଦେଖା ଯାଉଛି।
ଏହି ସମସ୍ତ ରୋଗ ସମ୍ପର୍କରେ ମାଳିକା ଲେଖା ଯିବା ସହ ଏହାର ଉପଚାର କେମିତି କରାଯିବ ସେ ବିଷୟରେ ମଧ୍ୟ ଲେଖା ଯାଇଛି। କୁହା ଯାଇଛି କି ଯଦି ଆପଣଙ୍କ କୁଣ୍ଡଳୀରେ ରବି ଙ୍କ ସ୍ଥିତି ଖରାପ୍ ଥିବ ତେବେ ଉଚ୍ଚ ରକ୍ତଚାପ , ହାର୍ଟ ଓ କୋଲାଷ୍ଟ୍ରଲ ଭଳି ସମସ୍ୟା ବା ରୋଗ ଦେଖା ଯାଇଥାଏ। ଏବଂ ଏହାର ନିରାକରଣ ମଧ୍ୟ ମେଡିକାଲ ରେ ଚିକିତ୍ସିତ ହେବା ସହ ଅନ୍ୟ ଉପାୟ ମଧ୍ଯ ଅଛି।
ଯଦି ଏହି ମାଳିକା ରେ ଉଲ୍ଲେଖ ଥିବା ମନ୍ତ୍ର ସହ ଆପଣ ଏକ କବଚ ଧାରଣ କରିବେ ତେବେ ଆପଣଙ୍କୁ ଏହି ରୋଗ ଗୁଡିକରୁ ସମ୍ପୂର୍ଣ ନିରାକରଣ ମିଲିବ। ଏଥି ସହ ଯଦି ଆପଣ ଏହି କବଚ କୁ ପାଇବାକୁ ଚାହୁଁଛନ୍ତି ତେବେ ଆପଣ ଏହି କବଚ ସେହି ଭିଡ଼ିଓ ରେ ଥିବା ସାଧୁ ଙ୍କ ନିକଟରୁ ଆପଣ ପାଇ ପାରିବେ। ଏଥି ପାଇଁ ମଧ୍ଯ ଆପଣଙ୍କୁ ସେହି ଭିଡ଼ିଓ କୁ ସଂପୂର୍ଣ୍ଣ ଭାବରେ ଦେଖିବାକୁ ପଡିବ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button