ଜ୍ୟୋତିଷ

କାହିଁକି ହୁଏ ବୟସ ଥାଉ ଥାଉ ଅକାଳ ମୃତ୍ୟୁ ଜାଣନ୍ତୁ ଏହି ରହସ୍ୟ ଦେଖନ୍ତୁ

ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଜୀବନ ଚକ୍ର ଏମିତି ଗୋଟେ ଚକ୍ର ଯାହା ମଧ୍ୟରୁ ଆଜି ପର୍ଯ୍ୟନ୍ତ କେହି ବାହାରି ପାରି ନାହାନ୍ତି,
ଏହା ଭଲ ହେଉ ବା ଖରାପ ଏହା ଚାଲିଥାଏ। ତେବେ ଗରୁଡ ପୁରାଣରେ ଜୀବନ ମୃ-ତ୍ୟୁ ଓ ଆ-ତ୍ମ-ହ-ତ୍ୟା ସବୁ କର୍ମ ପାଇଁ ଉଚିତ ଦଣ୍ଡ ବିଷୟରେ ଲେଖା ହୋଇଛି।
ଗରୁଡ ପୁରାଣ ଅନୁଯାଇ ଅକାଳ ମୃ-ତ୍ୟୁ ବହୁତ ପ୍ରକାର ହୋଇଥାଏ, ଯେମିତିକି ହିଂସକ ଯିବ ଦ୍ଵାରା ମୃ-ତ୍ୟୁ, ସାପ ଛୋଟ ଡ଼ିଡ଼ବଲଇଉର ମୃ-ତ୍ୟୁ, ପାଣିରେ ବୁଡିକି ମୃ-ତ୍ୟୁ, ବିଷ ପିବା ଦ୍ଵାରା ମୃ-ତ୍ୟୁ ଓ ଅନ୍ୟ କେତେକ କାରଣ ପାଇଁ ଏହି ମୃ-ତ୍ୟୁ ହୋଇଥାଏ।
ଗରୁଡ ପୁରାଣ ଅନୁଯାଇ ସବୁଠାରୁ ନି-ନ୍ଦ-ନୀ-ୟ ଅକାଳ ମୃ-ତ୍ୟୁ ଆ-ତ୍ମ-ହ-ତ୍ୟା ହୋଇଥାଏ। ଭଗବାନ ବିଷ୍ଣୁ କହିଛନ୍ତି ଯେ, ଆ-ତ୍ମ-ହ-ତ୍ୟା କରିଥିବା ମଣିଷ ପରମାତ୍ମା ଅପମାନ କରିଥାଏ କାହିଁକିନା
ସେ ନିଜ ଲେଖା ଅନୁଯାଇ ମୃ-ତ୍ୟୁକୁ ଗ୍ରହଣ କରିନଥାଏ ସେ ନିଜ ଆୟୁ ନିଜ ଇଛା ଅନୁଯାଇ କମ କରିଥାଏ। ତେବେ ଗରୁଡ ପୁରାଣରେ କୁହାଯାଇଛି ଯେ, ଏହି ଭଳି ଆତ୍ମା ନା ନର୍କ ଯାଇ ପାରନ୍ତି ନା ସ୍ଵର୍ଗ ଓ ନିଜେ ନିଶ୍ଚିନ୍ତ ମୃ-ତ୍ୟୁ ସମୟ ପର୍ଯ୍ୟନ୍ତ ବହୁତ କଷ୍ଟ ଭୋଗ କରିଥାନ୍ତି।
ଏଥିପାଇଁ ଗୁରୁଡ ପୁରାଣରେ କୁହାଯାଇଛି କି, ଆ-ତ୍ମ-ହ-ତ୍ୟା କରୁଥିବା ଆତ୍ମା ଅକାଳ ମୃ-ତ୍ୟୁକୁ ପ୍ରାପ୍ତ ହୋଉଥିବା ସବୁ ଜୀବାତ୍ମା ମାନେ ସବୁଠାରୁ କଷ୍ଟଦାୟକ ଅବସ୍ଥାର ପହଞ୍ଚି ଯାଆନ୍ତି।
ଆପଣ ମାନେ ତ ନିଶ୍ଚିନ୍ତ ଦେଖିଥିବେ କିଛି ପିଲା ଜନ୍ମ ହେବା ପରେ ପରେ ହିଁ ମରି ଯାଇଥାନ୍ତି। କିମ୍ଵା ୨ ବର୍ଷ କି, ୪ ବର୍ଷ କି, ୬ ବର୍ଷ ପରେ ହିଁ ମରି ଯାଇଥାନ୍ତି।
ବନ୍ଧୁଗଣ ଏହି ମାନେ ପୁଣ୍ୟ ଆତ୍ମା ହୋଇଥାନ୍ତି। ଏ ମାନେ ଆସନ୍ତି ଆଉ ନିଜର କାର୍ଯ୍ୟକାଳକୁ ପୂର୍ଣ୍ଣ କରି ଦେଇ ଚାଲିଯାଆନ୍ତି।
ଭଗବାନ କେବେ କାହାର ମୃ-ତ୍ୟୁର କାରଣ ହୋଇନଥାନ୍ତି। ପ୍ରତ୍ୟେକ ବ୍ୟକ୍ତି ନିଜର କର୍ମ ଅନୁସାରେ ହିଁ ଏହି ପୃଥିବୀଲୋକ ରେ ଜନ୍ମ ନେଇ ଆସିଥାନ୍ତି।
ଆଉ ସମୟ ପୁରା ହେଇଗଲା ପରେ ପୁଣି ଚାଲି ଯାଇଥାନ୍ତି। ପ୍ରତ୍ୟେକ ବ୍ୟକ୍ତି ନିଜର ଏକ ନିଶ୍ଚିନ୍ତ ଜାତକରେ ଜନ୍ମ ନିଅନ୍ତି ଆଉ ସମୟ ପୁରା ହେବା ପରେ ମୃ-ତ୍ୟୁ ପ୍ରାପ୍ତ ହୋଇଥାଏ।
ଏହି ଦୁନିଆକୁ ଆସିବାର ରାସ୍ତା ତ ଗୋଟିଏ ହୋଇଥାଏ ତାହା ହେଉଛି ମା’ର ଗ-ର୍ଭ। କିନ୍ତୁ ଏହି ଦୁନିଆରୁ ଯିବାର ରାସ୍ତା ଅନେକ ହୋଇଥାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button