ଜ୍ୟୋତିଷ

୨୦୨୩ ରେ ଏହି ୫ ଟି ରାଶି ଭାଗ୍ୟଶାଳୀ ରାଶି ଦେଖନ୍ତୁ କେଉଁ କେଉଁ ରାଶି ମାନଙ୍କର ଚମକିବ ଭାଗ୍ୟ

ଆପଣମାନେ ସମସ୍ତେ ଜାଣିଛନ୍ତି କି ଆଉ କିଛି ଦିନ ପରେ ନୂଆବର୍ଷ ର ଆରମ୍ଭ ହେବାକୁ ଯାଉଅଛି।ଏହି ନୂଆବର୍ଷ ୨୦୨୩ ରେ ଏହି ପାଞ୍ଚୋଟି ରାଶିଁ ଙ୍କ ଭାଗ୍ୟ ବଦଳିବାକୁ ଯାଉଅଛି।
ଦୀର୍ଘ ୧୫୧ ବର୍ଷ ପରେ ଏହି ନୂଆବର୍ଷ ରେ ଏକ ଆଶ୍ଚର୍ଯ୍ୟ କର ମହା ସଂଯୋଜ ହେବାକୁ ଯାଉଅଛି।ଯାହାଫଳରେ ମାତା ଲକ୍ଷ୍ମୀ ଙ୍କ କୃପା ଏହି ପାଞ୍ଚୋଟି ରାଶି ଙ୍କ ଉପରେ ରହିବ।ଏମାନଙ୍କର ଭାଗ୍ୟର କବାଟ ଖୋଲିବାକୁ ଯାଉଛି।
ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ନକ୍ଷତ୍ର ଙ୍କୁ ବହୁତ ମହତ୍ୱ ଦିଆଯାଇଛି।ଏପରି କୁହାଯାଏ ଯେ କୌଣସି ଗ୍ରହର ଚଳଣ କାରଣରୁ ସେ ମନୁଷ୍ୟ ମାନଙ୍କରେ ଭାଗ୍ୟ ବଦଳି ଥାଏ।
ମେଷ ରାଶି – ସକରାତ୍ମକ ବଢିବ। ଏହାଫଳରେ କୌଣସି ବଡ଼ ଧରଣର ଲାଭ ମିଳିପାରେ।ଅଫିସରେ ପରିବେଶ ଠିକ୍ ରହିବ।ବୁଦ୍ଧିମାନ କାରଣରୁ ଲୋକମାନେ ଆଦର୍ଶ ମାନିବେ।ପରାମର୍ଶ ମଧ୍ୟ ଲୋଡି ପାରନ୍ତି।
ବୃଷ:-ଧନ ଜନିତ ସମସ୍ୟା ଯାହାବି ରହିଥିଲା ତାହା ନୂଆବର୍ଷ ଆରମ୍ଭ ହେବାମାତ୍ରେ ଧୀରେ ଧୀରେ ସୁଧୁରିବା କୁ ଲାଗିବ।କୌଣସି ପ୍ରତିଷ୍ଠିତ ବ୍ୟକ୍ତି ଙ୍କ ଠାରୁ ପରାମର୍ଶ ମିଳିପାରେ କିମ୍ବା କୌଣସି ସହଯୋଗ ପ୍ରାପ୍ତ ହୋଇପାରେ।କର୍ମକ୍ଷେତ୍ରରେ ଅଧିକ ସକ୍ରିୟ ରହିବେ।
ତୁଳା ରାଶି – ଲୋକମାନେ କଥାରେ ପ୍ରଭାବିତ ହୋଇପାରନ୍ତି।ଏବଂ ଧନ ପ୍ରାପ୍ତି ର ନୂଆ ନୂଆ ସମ୍ଭାବନା ରହିପାରେ।ଅର୍ଥାତ୍ ବିଭିନ୍ନ ଦିଗରୁ ଧନ ମିଳିପାରେ।କୌଣସି ଏକ ଗୁରୁତ୍ୱ ପୂର୍ଣ୍ଣ ନିର୍ଣ୍ଣୟ ନେଇ ପାରନ୍ତି।ସମସ୍ତ ବିବାଦ ଦୂର ହେବ।ମହିଳା ମାନେ ସ୍ବାସ୍ଥ୍ୟ ପାଇଁ ସଚେତନ ରହିବା ଆବଶ୍ୟକ।
ସିଂହ ରାଶି -ସଫଳତା ପାଇବେ।ପ୍ରତି କାମକୁ ଚିନ୍ତା ବିଚାର କରି ନିର୍ଣ୍ଣୟ ନେବା ଉଚିତ। ଲୋକମାନଙ୍କ ସହିତ ସମ୍ପର୍କ ବଢନ୍ତୁ। ଧନ ଲାଭ ମଧ୍ୟ ହୋଇପାରେ।ପରିବାରରେ ଥିବା ଗୃହକ୍ଲେଶ୍ ଦୂର ହେବ।
କୁମ୍ଭ ରାଶି- ଚାକିରି ଏବଂ ବ୍ୟବସାୟ ଦୁଇଟି ଯାକ କ୍ଷେତ୍ରରେ ଧନ ଲାଭ ହେବାର ସମ୍ଭାବନା ରହିଛି। କିଛି ନୂଆ ମିତ୍ର କରିବେ ଯାହା ଅନୁକୂଳ ରହିବ।ଆତ୍ମ ବିଶ୍ବାସ ବଢିବ।ଭ୍ରମଣରେ ଯାଇ ପାରନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button