ଜ୍ୟୋତିଷ

ସରିଲା ଭବିଶ୍ୱତ ବାଣୀ ଏଥର ଏହି ୨୦୨୩ ମସିହା ନେବ ପ୍ରଳୟ ରୂପ ୨୦୨୩ ରେ ଘଟିବ ଏହିପରି ୨୩ ଟି ଭୟଙ୍କର ଘଟଣା

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ ।
ସୋସିଆଲ ମିଡିଆରେ ସବୁବେଳେ ଆପଣମାନେ ସବୁ ପ୍ରକାରର ଖବର ବିଷୟରେ ଜାଣିବାକୁ ପାଉଥିବେ । ଆଜିକା ସମାଜରେ ଅନେକ ପ୍ରକାରର ଘଟଣା ଘଟୁଛି ।
ଏବେ ମାଳିକା ବଚନକୁ ନେଇ ଅନେକ ପ୍ରକାରର ଖବର ଆସୁଛି । ଆଉ ଏହି ମାଳିକା ବଚନ ସତ ହୁଏ ଆଉ ଏହା ସମସ୍ତେ ତ ଜାଣିଥିବେ । ମାଳିକାରେ ଯାହା ଲେଖା ହୋଇଛି ତାହା ଦିନେ ନା ଦିନେ ସତ ହେବ ।
ଏବେ ମାଳିକା ବଚନରେ ଲେଖା ଯାଇଛି କି ୨୦୨୩ ମସିହା ଠାରୁ ତାଣ୍ଡବ ଲୀଳା ଆରମ୍ଭ ହେବ । ଆରମ୍ଭ ହେବ ବିଶ୍ଵଯୁଦ୍ଧ । ଭୂମିକମ୍ପ ହେବାର ସମ୍ଭାବନା ବି ଅଛି । କଳିଯୁଗର ଅନ୍ତ ହେବ ।
ଅନେକ ଦେଶ ଜଳମୟ ହେବ ବୋଲି ମାଳିକାରେ ଲେଖାଯାଇଛି । ହୀରାକୁଦ ଡ଼୍ୟାମ ଭଙ୍ଗାଯିବ । ଆଉ ଏହାସହ ଜଙ୍ଗଲରେ ଥିବା ଜନ୍ତୁ ଗାଁରେ ବୁଲିବେ ।
୨୦୨୨ ବର୍ଷ ସରିବାକୁ ବସିଲାଣି । ଏହି ବର୍ଷରେ ମଧ୍ୟ ଅନେକ ଅଘଟଣ ଘଟିଛି । ଏହି ମାଳିକା ଶ୍ରୀ ଅଚ୍ୟୁତାନନ୍ଦ ଦାସ ଲେଖିଛନ୍ତି । ଏହି ମାଳିକାରେ ଲେଖା ହୋଇଛି କି ୨୦୨୩ ମସିହାରେ ୨୩ ଟି ଅଘଟଣ ଘଟିବ ।
ଚାଷୀମାନେ ଆଉ ଚାଷ କାର୍ଯ୍ୟ କରିବେ ନାହିଁ । ଗୃହପାଳିତ ପଶୁ ଏବଂ ବନ୍ୟ ପଶୁମାନେ ଗାଁ ଗାଁରେ ବୁଲିବେ । ଲୋକମାନଙ୍କର କ୍ଷୟ କ୍ଷତି ହେବ ଆଉ ଏହି ପଶୁମାନେ ତାହା କରିବେ ।
ପୃଥିବୀରେ ଘୂର୍ଣ୍ଣନ ଗତିରେ ପରିବର୍ତ୍ତନ ହେବ । ଯାହାଫଳରେ ଭୂମିକମ୍ପ ବିପର୍ଯ୍ୟୟ ଦେଖାଯିବ । ମଣିଷ ଆକାଶରେ ଦୁଇଟି ସୂର୍ଯ୍ୟ ଦେଖିବାକୁ ପାଇବ । ସେଥିରୁ ଗୋଟାଏ ଉଲ୍କା ହୋଇଥିବ ।
ଏହି ଉଲ୍କା ସମୁଦ୍ରରେ ପଡ଼ିବ । ଅନେକ ଅଞ୍ଚଳ ଜଳମୟ ହେବ । ଓଡ଼ିଶାର ୬ଟି ଜିଲ୍ଲା ଜଳମଗ୍ନ ହେବ । ୭ ଦିନ ୭ ରାତି ଅନ୍ଧାର ହେବ । ବିଶ୍ୱରେ ପ୍ରାକୃତିକ ବପର୍ଯ୍ୟୟ ବହୁତ କ୍ଷତି କରିବ ।
ବିଶ୍ଵଯୁଦ୍ଧ ହେବ । ବହୁତ ଶୀଘ୍ର ଆମେରିକାର ବଡ ସହର ଜଳମଗ୍ନ ହେବ । ଚୀନ ଦେଶ ଖଣ୍ଡ ବିଖଣ୍ଡିତ ହେବ । ପାକିସ୍ତାନ ମ୍ୟାପରୁ ହଟିଯିବ । ଋଷ ଭାରତ ଦେଶରେ ଗଣତି ହେବ।
ଭାରତରେ ଅର୍ଥନୈତିକ ସଙ୍କଟ ଦେଖାଯିବ । ଓଡ଼ିଶାର ଶେଷ ରାଜାଙ୍କର ବୁଦ୍ଧି ନଥିବ କିନ୍ତୁ ସେ ବଡ ହୋଇ ଯାଇଥିବେ । ଜଗନ୍ନାଥଙ୍କ ମନ୍ଦିରରୁ ପତାକା ଆଉ ପଥର ଖସିବ ।
ଲୋକମାନେ ଖାଇବାକୁ ପାଇବେ ନାହିଁ । ଅନେକ ହଇରାଣ ହେବେ । ସରକାରଙ୍କ ଉପରେ ଲୋକମାନେ ଅନେକ ଅଭିଯୋଗ ଆଣିବେ । ଏହି ଅନେକ ଭବିଷ୍ୟବାଣୀ ଏହି ଭିଡିଓରେ ଆପଣମାନେ ଶୁଣିପାରିବେ ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button