ଜ୍ୟୋତିଷ

ରାତିରେ ଶୁଭିଲେ ପେଚା ସ୍ୱର ଆପଣଙ୍କୁ ମିଳେ ଏହି ୩ ଟି ସଂକେତ ଦେଖନ୍ତୁ କଣ କଣ

ନମସ୍କାର ପାଠକ ବନ୍ଧୁଗଣ।ବନ୍ଧୁଗଣ ଆପଣ ମାନେ ପ୍ରକୃତି ସମ୍ପ୍ରକ୍ ରେ ଥିବା ଅନେଗୁଡିଏ କଥା ଜାଣିଥିବେ। ବାସ୍ତବ ରେ କହିବାକୁ ଗଲେ ଆହୁରି ପ୍ରକୃତି କୁ ନେଇ

ଅନେକ ଗୁଡ଼ିଏ ପ୍ରଶ୍ନ ଆମ ମନ ର ଉଙ୍କି ମାରେ। ସତ ରେ କହିବାକୁ ଗଲେ ଆହୁରି ଅନେକ ଗୁଡ଼ିଏ କଥା ପ୍ରକୃତି ସମ୍ପ୍ରକ ଆମକୁ ଜାଣିବାରେ ଅଛି।

ବନ୍ଧୁଗଣ ଆମ ଜୀବନ ରେ ଘଟୁଥିବା ଅନେକ ଛୋଟ ମୋଟ ଘଟଣା ଘଟିବା ପୂର୍ବ ରୁ ଆମ ସମସ୍ତ ଙ୍କୁ ପ୍ରକୃତି ଓ ଆମ ଚତଃପାର୍ଶ୍ଵରେ ରେ ଥିବା ପ୍ରକୃତି ର ଅଂଶ ଆମ ସମସ୍ତ ଙ୍କୁ ସଂକେତ ଦେଇ ଥାଏ।
ଏହି ସଂକେତ ଆମ ମାନଙ୍କ ଭବିଷ୍ୟ ସମ୍ବନ୍ଧ ଆନେ ଗୁଡିଏ ସୁଚନା ଦେଈ ଥାଏ। କିନ୍ତୁ ଆମେ ଅଧିକାଂଶ ଥର ପ୍ରକୃତି ର ଏହି ସଂକେତ କୁ ବୁଝପାରୁନାହିଁ।
ବେଳେ ବେଳେ ଏହି ତଥ୍ଯ ଆମକୁ ସଂକେତ ଦେଇଥାଏ ସତ କିନ୍ତୁ ଆମେ ପ୍ରକୃତି ର ସଂକେତ କୁ ଅଣ ଦେଖା କରିଥାଉ।
ଯାହା ଫଳରେ ଆମ ଜୀବନ ରେ ଏମିତି ଏକ ପରିସ୍ଥିତି ସୃଷ୍ଟି ହୁଏ ଆମକୁ ବହୁତ ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼େ।
ବନ୍ଧୁଗଣ ଏବେ ଆମେ ଜାଣିବା ପ୍ରକୃତି ଆମକୁ କି କି ସଂକେତ ଦେଇଥାଏ। ଏବେ ଆସନ୍ତୁ ଜାଣିବା ପକ୍ଷୀ ମାନେ ଆମ ଘର କୁ ଆସିଲେ ପ୍ରକୃତି ଆମକୁ କି କି ସଂକେତ ଦେଇଥାଏ।
ଇମିତି ଏବେ ଜାଣିବା ଯେ ପ୍ରଜାପତି ଯଦି ଶରୀର ର ଚତଃପାଶ୍ୱର୍ରେ ଘୁରି ବୁଲୁଥିବ ତାହାଲେ ଆପଣ ମାନେ ଜାଣି ପାରିବେ ଯେ ପ୍ରକୁତି ଆମକୁ କିଛି ଶୁଭ ସୂଚନା ଦେଇ ଥାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button