ଦେଶ- ବିଦେଶ

ସରିଲା କଳିଯୁଗ ! ପାଞ୍ଚ ଗ୍ରହଙ୍କ ମହା ମିଳନ ଦେଖନ୍ତୁ ଆଖିରୁ ଖସିଲା ଲୁହ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ମାଳିକା କୁ କିଛି ଲୋକ ବିଶ୍ଵାସ କରୁଥିବା ବେଳେ ଅନ୍ୟ କିଛି ଲୋକ ମାନେ ଏହାକୁ ବିଶ୍ବାସ କରନ୍ତି ନାହିଁ।
ତେବେ ଯେଉଁ ମାନେ ମାଳିକା ଙ୍କୁ ବିଶ୍ବାସ କରନ୍ତି ନାହିଁ ଓ ଏହାକୁ ମିଛ ବୋଲି କହିଥାନ୍ତି ସେମାନେ ଏହି ଭିଡିଓ କୁ ଦେଖିବା ପରେ ସଂପୂର୍ଣ୍ଣ ଭାବରେ ବନ୍ଦ ହୋଇଯିବ। ଆଉ ସେମାନଙ୍କ ମୁହଁକୁ ବନ୍ଦ କରିବ ମହାପୁରୁଷ ଙ୍କ ରଚିତ ଏହି ମାଳିକା ଗ୍ରନ୍ଥ।
ତେବେ ଆପଣ ମାନେ ଜାଣିଥିବେ କି କିଛି ଦିନ ତଳେ ଚନ୍ଦ୍ର ଓ ଶୁକ୍ର ଗ୍ରହ ଏକାଠି ଦେଖା ଦେଇଥିଲେ। ଆଉ ମାଳିକା ରେ ମଧ୍ୟ ଏହି କଥା ଉଲ୍ଲେଖ ଥିଲା। କୁହା ଯାଇଥିଲା କି ଯେବେ ଏଭଳି ହେବ ସେହି ସମୟରେ ପୃଥିବୀ ର ବିନାଶ ପାଇଁ ସଙ୍କେତ ମିଳି ଯିବ।
ଆଉ ଏଭଳି ହେବା ଦ୍ବାରା ପୃଥିବୀ ପାଇଁ ଏହା ଏକ ବିପଦ ଅଟେ। ଶସ୍ୟ ହାନି ହେବାର ମଧ୍ୟ ସମ୍ଭାବନା ଅଛି। ବିଶ୍ଵ ଯୁଦ୍ଧ ମଧ୍ୟ ହେବାର। ଏଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟ ହେବାର ସମ୍ଭାବନା ମଧ୍ଯ ଅଛି।
ଇନ୍ଦୁ ଉପରେ ଦେଖା ଯାଇଥିବା ବିନ୍ଦୁ କୁ ଦେଖିବା ପରେ ମହାପୁରୁଷ ଙ୍କ ରଚିତ ମାଳିକା ଏବେ ସତ୍ୟରେ ପରିଣତ ହୋଇ ଯାଇଛି। ଏହି ସମ୍ପର୍କ ରେ ମଧ୍ୟ ସନ୍ଥ ପ୍ରହଲ୍ଲାଦ ନାୟକ କହିଛନ୍ତି। ସବୁ ଯୁଗରେ ମଧ୍ୟ ଏଭଳି ଇନ୍ଦୁ ରେ ବିନ୍ଦୁ ଦେଖା ଯାଇଛି।
ଆଉ ଏବେ ମଧ୍ୟ କଳିଯୁଗରେ ସେଭଳି ଇନ୍ଦୁ ରେ ବିନ୍ଦୁ ଦେଖାଗଲା। ଏଭଳି ଦୃଶ୍ୟ ୫୦୦୦ ବର୍ଷ ମଧ୍ୟରେ କେବେ ହେଲେ ମଧ୍ୟ ଦେଖା ଯାଇ ନାହିଁ। ଏବେ ଏହି ଦୃଶ୍ୟ ଦେଖା ଦେବା ପରେ ଅନେକ ଲୋକ ମାନେ ମୃ-ତ୍ୟୁ ବରଣ କରିବେ।
ଏଭଳି ଅନେକ ଗ୍ରହ ମଧ୍ୟ ଏକାଠି ରୁହନ୍ତି ମାତ୍ର ଏହା ଗୁରୁତ୍ୱପୂର୍ଣ୍ଣ କଥା ନୁହେଁ। ଗୁରୁତ୍ଵପୂର୍ଣ୍ଣ କଥା ହେଉଛି କି ଇନ୍ଦୁ ପରେ ବିନ୍ଦୁ ଯାହାକି କେବେ ହେଲେ ମଧ୍ୟ ଦେଖା ଯାଇ ନଥିଲା।
ଯାହାକି ଏବେ ଦେଖା ଯାଇଛି।ଏହା ନିଶ୍ଚିତ ଭାବରେ ଏକ ଆଶ୍ଚର୍ଯ୍ୟ କର ଦୃଶ୍ୟ ଅଟେ। ଆଉ ଏହା ପୃଥିବୀ ର ଧ୍ଵଂସ ଜନିତ ଏକ ସଙ୍କେତ ବୋଲି ଏହି ସାଧୁ ଜନକ କହିଛନ୍ତି। ତେବେ ଆପଣଙ୍କୁ ଏହି ଘଟଣା କିଭଳି ଲାଗୁଛି ତାହା ଆପଣ ଆମକୁ ଜଣାଇବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button