ମନୋରଞ୍ଜନ

ଚମତ୍କାରି ଅପରାଜିତା ଫୁଲ ଦେଖନ୍ତୁ କେମିତି ଫୁଲ ସହ ଚେର ଆପଣଙ୍କୁ କରିଦେବ କୋଟିପତି

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଅପରାଜିତା ହେଉଛି ଏକ ଏଭଳି ଫୁଲର ନାମ ଯାହାକି କେବେ ହେଲେ ମଧ୍ୟ ହାରି ନଥାଏ। ଏହାର ଅନ୍ୟ ଏକ ନାମ ହେଉଛି ନୀଳ କଣ୍ଠ ଯାହାକି ଶିବ ଙ୍କର ଏକ ନାମ ଅଟେ।
ଅପରାଜିତା ମାଆ ଦୁର୍ଗା ଙ୍କ ମଧ୍ୟ ଏକ ନାମ ଅଟେ। ଏହା ଅଧିକ ଗୁଣ କାରୀ ଓ ଚମତ୍କାରୀ ମଧ୍ୟ ହୋଇଥାଏ। ଏହି ଅପରାଜିତା ମଧ୍ଯ ଭାରତର ସମସ୍ତ ସ୍ଥାନରେ ଦେଖିବାକୁ ମିଳିଥାଏ।
Special Report
ଏହି ଅପରାଜିତାର ଉଚିତ ପ୍ରୟୋଗ ଦ୍ବାରା ମଧ୍ଯ ସମସ୍ତ ଦୁଃଖ ଦୂର ହୋଇ ଯାଇଥାଏ। ଏହା ଦ୍ବାରା ଆପଣ ମାନେ ମଧ୍ୟ ଧନ ଓ ଐଶୋର୍ଯ୍ୟର ଲାଭବାନ ମଧ୍ଯ ହୋଇ ପାରିବେ।
ଯଦି ଆପଣ ଧନ ର ସମସ୍ୟାରେ ସବୁ ବେଳେ ବିଚଳିତ ରୁହନ୍ତି ତେବେ ଆପଣ ଏହି ଉପାୟ କରିଲେ ନିଶ୍ଚିତ ମଧ୍ୟ ଲାଭବାନ ମଧ୍ୟ ହୋଇ ପାରିବେ। ଏହି ଅପରାଜିତା ଫୁଲ ମଧ୍ୟ ପ୍ରାୟତଃ ସମସ୍ତ ଦେବା ଦେବୀ ମାନଙ୍କର ପ୍ରିୟ ମଧ୍ୟ ହୋଇଥାଏ।
ଆପଣ ଏହି ଅପରାଜିତା ସଠିକ୍ ପ୍ରୟୋଗ କରିବା ଦ୍ବାରା ଅନେକ ଟଙ୍କା ମଧ୍ଯ ଉପାର୍ଜନ କରି ପାରିବେ। ଏହା ଘରୁ ତନ୍ତ୍ର ମନ୍ତ୍ର ଓ ନଜର ଦୋଷ ଦୁର ମଧ୍ୟ କରିଥାଏ ।ଆଉ ଏହା ଦ୍ବାରା ମଧ୍ୟ ଘରକୁ ଧନ ଦୌଲତର ଆଗମନ ହୋଇଥାଏ।
Special Report
ଶନିବାର ଦିନ ରାତିରେ ଅପରାଜିତା ଫୁଲକୁ ମାଳଟିଏ କରି ଘରର ମୁଖ୍ୟ ଦ୍ଵାରରେ ଟାଙ୍ଗି ଦିଅନ୍ତୁ। ଏହା ଦ୍ବାରା ମଧ୍ୟ ଭୂତ ପ୍ରେତ ମାନଙ୍କ ବାଧା ମଧ୍ଯ ଦୂର ହୋଇଥାଏ। ଏବଂ ଘରର ସମସ୍ତ ପ୍ରକାରର ନକରାତ୍ମକତା ମଧ୍ୟ ଦୁର ହୋଇଥାଏ।
ଏହି ମାଳା କୁ ଯଦି ହନୁମାନ ଙ୍କୁ ସମର୍ପଣ କରି ଏହାକୁ ଘରର ଦୁଆର ମୁହଁରେ ଆଣି ଟାଙ୍ଗି ଦିଅନ୍ତି ତେବେ ଏହା ଆପଣଙ୍କ ଘରେ ଧନର ସମସ୍ତ ପ୍ରକାରର ସମସ୍ୟା ମଧ୍ୟ ଦୁର କରିଥାଏ। ଏହା ଦ୍ବାରା ଆପଣ କରଜ ମୁକ୍ତି ହେବା ସହ ଆପଣ ଧନ ମଧ୍ୟ ଲାଭ କରି ପାରିବେ।
ଶନିବାର ଦିନ କିମ୍ବା ସୋମବାର ଦିନ ଏହି ଫୁଲରୁ ପାଞ୍ଚ ଟି ଫୁଲ ତୋଳି ଏହାକୁ ନଦୀ କିମ୍ବା ଜଳ ସ୍ରୋତରେ ଭସାଇ ଦିଅନ୍ତୁ ଆଉ ଏହି କାମ କରିବା ସମୟରେ ଯେପରି ଆପଣଙ୍କୁ କେହି ନଦେଖନ୍ତି। ଏହା ଦ୍ବାରା ଆପଣ ମାନେ କରଜ ମୁକ୍ତି ହୋଇ ପାରିବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button