ଜ୍ୟୋତିଷ
କାହିଁକି ନିଜ ପିତାଙ୍କ ମାଂସ ଭକ୍ଷଣ କରିଥିଲେ ପାଞ୍ଚ ଭାଇ (ପାଣ୍ଡବ) ଜାଣନ୍ତୁ ମହାଭାରତର ଏହି କଡ଼ା ସତ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ମହାଭାରତ ବିଷୟରେ କିଛି ଖବର ଜାଣିପାରିବେ । ଏହି ଭିଡିଓ ଦେଖିଲେ ଆପଣମାନେ ଅନେକ କିଛି ଖବର ଜାଣିପାରିବେ । ଆପଣମାନେ ସମସ୍ତେ ତ ଜାଣିଥିବେ ଏହି ମହାଭାରତ ଗ୍ରନ୍ଥ ବେଦବ୍ୟାସଙ୍କ ଦ୍ଵାରା ରଚିତ ଅଟେ ।
ଏହାକୁ ହିନ୍ଦୁ ଧର୍ମରେ ପଞ୍ଚମ ବେଦ ବୋଲି କୁହାଯାଏ । ଏଠାରେ ଆଶ୍ଚର୍ଯ୍ୟ କରିବା ଭଳି ଅନେକ ଖବର ରହିଛି । ଏହାର ରହସ୍ୟ ବହୁତ ଅଧିକ ଅଟେ । ପାଣ୍ଡୁ ଏବଂ ପାଣ୍ଡବଙ୍କୁ ନେଇ ଏକ ତଥ୍ୟ ଆସିଛି । ଏହି କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ।

କିନ୍ତୁ ଏହା ସତ୍ୟ ଅଟେ । ପାଣ୍ଡବମାନେ ପାଣ୍ଡୁଙ୍କ ମାଂସ ଖାଇଥିଲେ ବୋଲି ଖବର ଆସୁଛି । ଆପଣମାନେ ସମସ୍ତେ ଏହି ବିଷୟରେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏବେ ଏହି ଖବର ସାମ୍ନାକୁ ଆସୁଛି ।
ମହାଭାରତର ଏକ ବହୁ ଚର୍ଚ୍ଚିତ ପାଣ୍ଡବମାନଙ୍କର ପିତା ରାଜା ପାଣ୍ଡୁ ଥିଲେ । ଯାହାଙ୍କର ଦୁଇଜଣ ପତ୍ନୀ ଥିଲେ କୁନ୍ତୀ ଆଉ ମାଧବୀ ଏବଂ ୫ଟି ପୁଅ ଥିଲେ । ଆଉ ତାଙ୍କ ପୁଅମାନେ ପାଣ୍ଡବ ନାମରେ ନାମିତ ଥିଲେ ।
ଥରେ ରାଜା ପାଣ୍ଡୁ ତାଙ୍କ ସ୍ତ୍ରୀ ଦୁଇଜଣ ସହିତ ଶିକାର କରିବାକୁ ଯାଇଥିଲେ । ଆଉ ସେମାନେ ମୃଗ ଦମ୍ପତ୍ତିଙ୍କ ଉପରକୁ ବାଣ ଚଳାଇ ଥିଲେ । ଆଉ ଏହାପରେ ଜଣାପଡ଼ିଥିଲା କି ସେ ଋଷି କିଡମ୍ବୁ ଏବଂ ତାଙ୍କ ପତ୍ନୀ ଥିଲେ । ଏହାଦେଖି ପାଣ୍ଡୁ କ୍ଷମା ମାଗିଲେ ।
ଆଉ ଏହାପରେ ଋଷି ରାଜା ପାଣ୍ଡୁଙ୍କୁ ଅଭିଶାପ ଦେଲେ ଯେ ଆମର ମିଳନ ସମୟରେ ତୁମେ ଏଭଳି କରିଲ ଠିକ୍ ସେହିଭଳି ଯେତେବେଳେ ତୁମେ ସମ୍ଭୋଗ କରୁଥିବ ତୁମର ମୃ-ତ୍ୟୁ ହେବ । ଏହାପରେ ରାଜା ପାଣ୍ଡୁ ଚିନ୍ତିତ ହୋଇଥିଲେ ଆଉ ସେ ରାଜ୍ୟ ଛାଡ଼ି ବଣକୁ ଚାଲି ଯାଇଥିଲେ ।
ଏହାପରେ ପାଣ୍ଡବ ଜନ୍ମ ନେଲେ ଦେବତାଙ୍କ ସହାୟତାରେ । ପାଣ୍ଡବମାନେ ସବୁ ଅଲଗା ଅଲଗା ଗୁଣର ଅଧିକାରୀ ଥିଲେ । କିନ୍ତୁ ପାଣ୍ଡୁ ସବୁବେଳେ ମନ ଦୁଃଖରେ ରହୁଥିଲେ ।
କାରଣ ତାଙ୍କ ପୁତ୍ରମାନେ ତାଙ୍କ ଔରସରୁ ଜନ୍ମ ହୋଇ ନଥିଲେ । ସେଥିପାଇଁ ରାଜା ପାଣ୍ଡୁ ଚାହୁଁଥିଲେ କି ତାଙ୍କ ମାଂସ ତାଙ୍କ ପୁତ୍ରମାନେ ଖାଆନ୍ତୁ ଆଉ ତାଙ୍କ ଗୁଣ ଧାରଣ କରନ୍ତୁ । ଏହାପରେ ଏକଦା ରାଜା ପାଣ୍ଡୁ ରାଣୀ ମାଧବୀଙ୍କ ରୂପ ଦେଖି ସମ୍ଭୋଗ କରିଥିଲେ ।
ଆଉ ସେତେବେଳେ ତାଙ୍କର ମୃ-ତ୍ୟୁ ହୋଇଥିଲା । ତାଙ୍କର ମାଂସକୁ ସହଦେବ ଖାଇଥିଲେ । ସେଥିପାଇଁ। ସେ ବହୁତ ବୁଦ୍ଧିମାନ ଥିଲେ । ଏଭଳି ଅନେକ ଖବର ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।