ରାଜ୍ୟ
ଆରେ ସେ ପାଣ୍ଡିଆନ ଜଣେ ସରକାରୀ ଅଫିସର,ଯଦି ସେ ରାଜନୀତି କରିବେ ଚାକିରି ରୁ ଇସ୍ତଫା ଦେଇ କରୁ ନାହାନ୍ତି କଣ ପାଇଁ???

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ଏହି ଭିଡିଓ ମାଧ୍ୟମରେ ରାଜନୀତି ବିଷୟରେ କିଛି ଖବର ଜାଣିପାରିବେ । ଆପଣମାନେ ସମସ୍ତେ ଓଡ଼ିଶାରେ ରାଜୁତି କରୁଥିବା ଦଳ ମାନଙ୍କୁ ଆ ଆପଣମାନେ ସମସ୍ତେ ଜାଣିଥିବେ । ଏହି ଦଳ ଗୁଡ଼ିକୁ ନେଇ ଆସୁଥିବା ଖବର ବି ଆପଣମାନେ ଜାଣିଥିବେ ।

ଏହି ଭିଡିଓ ମାଧ୍ୟମରେ ବିଜେପି ନେତା ବିଜେଡି ନେତାଙ୍କୁ ନେଇ କଣ ସବୁ କହୁଛନ୍ତି ସେହି ବିଷୟରେ ଜାଣିପାରିବା । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ସବୁକିଛି ଜାଣିପାରିବେ । ବିଜେଡି, କଂଗ୍ରେସ ଏବଂ ବିଜେପି ଦଳ ହେଉଛନ୍ତି ପରସ୍ପର ବିରୋଧୀ ଦଳ ।
ଆଉ ଏବେ ଆମ ଓଡ଼ିଶାର ନେତା ନବୀନ ପଟ୍ଟନାୟକଙ୍କୁ ନେଇ କିଛି କଥା ଆସିଛି । ଆଉ ବିଜେପି ନେତା ଜଣକ କହିଛନ୍ତି, ପାଣ୍ଡିଆନ୍ ହେଉଛନ୍ତି ଜଣେ ସରକାରୀ କର୍ମଚାରୀ । ଆଉ ତାଙ୍କୁ ନେଇ ଏବେ ଅନେକ ଖବର ଆସିଛି ।

ନେତା ମନ୍ତ୍ରୀ ଆସିଲେ ସରକାରୀ କର୍ମଚାରୀମାନେ ଅନେକ କାମ କରିଥାନ୍ତି । ଏବେ ଓଡ଼ିଶାବାସୀଙ୍କ ପାଇଁ ଦୁଃଖଦ ଖବର ଆସିଛି । ବିଶେଷ କରି ବୌଦ୍ଧ ଜିଲ୍ଲାବାସୀଙ୍କ ପାଇଁ ଏହି ଖବର ଆସିଛି । ସାଢେ଼ ତିନି ଲକ୍ଷ ଲୋକ ଯାହାକୁ ପ୍ରତିନିଧି ହିସାବରେ ଛାଡ଼ିଛନ୍ତି
ସେ ସରକାର ବାବୁଙ୍କ ପାଇଁ ଦୁଇଦିନ ହେଲାଣି ରେଡ କାର୍ପେଟ ବିଛାଉଛନ୍ତି । ଏହାଠାରୁ ଲଜ୍ୟା ଜନକ ବିଷୟ ଏହି ବୌଦ୍ଧ ଜିଲ୍ଲା ପାଇଁ ନାହିଁ । ଆଉ ପାଣ୍ଡିଆନଙ୍କୁ ଯଦି ନବୀନ ସରକାର ପଠାଇଛନ୍ତି ତାହେଲେ ସେ ସରକାରୀ ଚାକିରି କରିବା କଥା ନୁହେଁ ସେ ରିଜାଇନ ଦେବା କଥା ।

ସେ ହେଉଛନ୍ତି ଜଣେ ପବ୍ଲିକ ସର୍ଭେଣ୍ଟ । ତାଙ୍କୁ ନେତା ମନ୍ତ୍ରୀ ଭଳି କଳା ପତାକା ଦେଖାଇବା କଥା ନୁହେଁ । ଆଉ ସେ ଯେତେ ଯାହା କରିଲେ ବି କିଛି ହେବ ନାହିଁ । ୨୦୨୪ ମସିହାରେ ସରକାର ବଦଳି ଯିବେ । ଆଉ ବିଜେପି ସରକାର ଗଢ଼ିବ ବୋଲି ବିଜେପି ନେତା ଜଣକ କହିଛନ୍ତି ।
ଆଉ ଏହାସହ ଏହି ନେତା ଜଣକ ମଧ୍ୟ କହିଛନ୍ତି ନବୀନ ବାବୁଙ୍କ ମେମୋରି ଲେସ । ତାଙ୍କର ମେମୋରୀ କାମ କରୁନି ଆଉ ସେ ପାଣ୍ଡିଆନ ବାବୁ ତାଙ୍କ ମେମୋରୀ ପାଇଁ ମେଡିସିନ ଦେଇ ରଖିଛନ୍ତି । ଆଉ ସେ ଗୋଟେ ଚଳନ୍ତା ଲାସ ଭଳି ଦିଶୁଛନ୍ତି । ତାଙ୍କ ସହ କୌଣସି ମନ୍ତ୍ରୀ ବି ଦେଖା କରୁନାହାଁନ୍ତି । ତଥାପି ମନ୍ତ୍ରୀ ତାଙ୍କ ପଛରେ ଅଛନ୍ତି ।