ରାଜ୍ୟ

କାହିଁକି ଖୋଲା ଯାଉନି ରତ୍ନ ଭଣ୍ଡାର ଦେଖନ୍ତୁ ଏହାକି ମୁଖ୍ୟ କାରଣ ! ସାମ୍ନାକୁ ଆସିଲା ପୁରୀ ଧାମର ଆଉ ଏକ ରହସ୍ୟ

ବର୍ତମାନ ବଡ଼ ଖବର ସାମ୍ନାକୁ ଆସିଛି।ମାଳିକା ବଚନରେ ଯାହା ଲେଖା ଯାଇଛି ତାହା ବର୍ତମାନ ସତ ହେଉଥିବାର ଦେଖିବାକୁ ମିଳିଛି।ଜଣେ ବାବା କହିଛନ୍ତି ଯେ ରତ୍ନ ଭଣ୍ଡାର ଗର୍ଜନ କରୁଛି।
Special report
ମହାପ୍ରଭୁ ଙ୍କୁ ରତ୍ନ ଭଣ୍ଡାର କେବେ ଖୋଲା ଯିବ ତାହା ବର୍ତମାନ ସମୟରେ ବହୁତ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ବାବା ଜଣଙ୍କ କହିଛନ୍ତି ଯେ ରତ୍ନ ଭଣ୍ଡାର କୁ ଯିଏ ଜଗିଛନ୍ତି ସିଏ ଗର୍ଜନ କରୁଛନ୍ତି।ରତ୍ନ ଭଣ୍ଡାର ଭିତରକୁ ପ୍ରବେଶ କରିବାକୁ ମନା କରୁଛନ୍ତି,ଆଉ ପ୍ରବେଶ କରିଲେ ବିପଦ ଘଟିବ।
ରତ୍ନ ଭଣ୍ଡାର ଯିଏ ଖୋଲିବାକୁ ଯିବେ ତାଙ୍କର ମନରେ କୌଣସି ଭାବନା ନଥିବ।ପବିତ୍ର ମାନ ଲୋକ ହୋଇଥିବା ନିହାତି ଆବଶ୍ୟକ। ସେବାୟକ ମାନଙ୍କ କହିବା କଥା ଅନୁସାରେ ଯେତେବେଳେ ରତ୍ନ ଭଣ୍ଡାର ଖୋଲିବା ପାଇଁ ଟିମ୍ ଯାଇଥିଲା ପାଖାପାଖି ପହଞ୍ଚିବା
Special report
ବେଳେ ସେମାନେ ଶୁଣିବାକୁ ପାଇଥିଲେ ବହୁତ ବଡ଼ ଏକ ଭୟଙ୍କର ଗର୍ଜନ।ସେ ଗର୍ଜନ କିଏ କରିଥିଲେ,ଆଉ ସେହି ଗର୍ଜନ କେଉଁଠୁ ଆସିଲା ତାହାର ସତ୍ୟାସତ୍ୟ ଏ ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ।ପ୍ରଶାସନ ମଧ୍ୟ ଏହି ବିଷୟରେ କିଛି ସ୍ପଷ୍ଟିକରଣ ଦେଇନାହିଁ।
କିନ୍ତୁ ଶେବାୟକ ମାନେ କହିଥିଲେ ଯେ ସେଠାରୁ ଏକ ଭୟଙ୍କର ଗର୍ଜନ ଶୁଣି ଥିଲେ। ପୁରୀ ରେ ଥିବା ରତ୍ନ ଭଣ୍ଡାର ର ଅନେକ ରହସ୍ୟ ରହିଛି।ଯିଏ ରତ୍ନ ଭଣ୍ଡାର ଖୋଲିବେ ତାଙ୍କ ମନରେ ଯଦି କିଛି କିନ୍ତୁ ରହିଥାଏ
Special report
ତାହେଲେ ସେହି ରତ୍ନ ଭଣ୍ଡାର ଖୋଲି ପାରିବେ ନାହିଁ।ରତ୍ନ ଭଣ୍ଡାର ର ଜଗୁଆଳି ହେଉଛନ୍ତି ଲୋକନାଥ।ଯେଉଁ ଗର୍ଜନ ଶୁଣୁଛନ୍ତି ତାହା ସର୍ପ ମାନଙ୍କ ଗର୍ଜନ।ସେହି ଗର୍ଜନ ଶୁଣି ସମସ୍ତେ ଭୟଭୀତ ହୋଇ ପଡ଼ିଥିଲେ।
ଗର୍ଜନ କରି ରତ୍ନ ଭଣ୍ଡାର ଭିତରକୁ ପ୍ରବେଶ କରିବା ପାଇଁ ମନା କରୁଛନ୍ତି ବୋଲି ବାବା ଜଣଙ୍କ କହିଛନ୍ତି।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ଏବଂ ଅନେକ ମନ୍ତବ୍ୟ ଦେଇଛନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button