ଜ୍ୟୋତିଷ
ଆଗରୁ ଲେଖା ଥିଲା କେବେ ସତ ହେବ ମିଳିଗଲା ସୂଚନା ଦେଖନ୍ତୁ ୭ ଦିନ ୭ ରାତି ହେବାର ଆସିଗଲା ସମୟ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।

ଆପଣମାନେ ସମସ୍ତେ ମାଳିକାକୁ ନେଇ ଆସୁଥିବା ସବୁ ଖବର ଜାଣିପାରିବେ । ମାଳିକାରେ ଅନେକ କଥା ଲେଖାଯାଇଛି ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିବା ସହ ଅନେକ କଥା ସାମ୍ନାକୁ ଆସିବ । କଳିଯୁଗକୁ ନେଇ ଆସୁଛି ଅନେକ କଥା ଆଉ ଏହି ଭିଡିଓ ଏବେ ଚର୍ଚ୍ଚାକୁ ଆସୁଛି ।
ଏହି କଳିଯୁଗରେ ଅତିରିକ୍ତ ମାସ ପକ୍ଷ ଭୋଗ ହେବ ।ଅମାବାସ୍ୟା ଆଉ ସଂକ୍ରାନ୍ତି ଗୋଟିଏ ଦିନରେ ପଡ଼ିବ । ଆଉ ଗୋଟିଏ ଦିନରେ ସୂର୍ଯ୍ୟପରାଗ ଆଉ ଚନ୍ଦ୍ରଗ୍ରହଣ ପଡ଼ିବ । ଆଉ ଏହି କଥା ପଡ଼ିଥିଲା ।ଦିନରେ ତାରା ପଡ଼ିବ ଆଉ ଶୃଗାଳ ରାବ କରିବ । ଫେବୃଆରୀ ୨ ତାରିଖରେ ଏଭଳି ଘଟଣା ଘଟିବ ।

ଗୋଟିଏ ଦିନ ଅନ୍ଧାର ହେବ ନାହିଁ ବରଂ ସାତ ଦିନ ଅନ୍ଧାର ହେବ ଆଉ ଏହି ଘଟଣା ଘଟିବ । ସାତ ଦିନ ଆଉ ସାତ ରାତି ଅନ୍ଧାର ହେବ କେଉଁ ମସିହାରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ତ୍ରେତୟା ଯୁଗରେ ଏବଂ ଦ୍ଵାପର ଯୁଗରେ ମଧ୍ୟ ସାତ ଦିନ ରାତି ଅନ୍ଧାର ହୋଇଥିଲା ।
ଆଉ କଳିଯୁଗରେ ମଧ୍ୟ ଗୋଟିଏ ଦିନ ଏଭଳି ଘଟଣା ଘଟିବ ।କଳିଯୁଗର ମଣିଷ ସଂସାର ଜଞ୍ଜାଳ ଭିତରେ ରହୁଛି । କଳିଯୁଗରେ ବଳଦେବ ରାଜା ହେବେ । ଆଉ ଚାରିଟି ଜିନିଷ ସେତେବେଳେ ଭାରତକୁ ଫେରିବ ବୋଲି କୁହାଯାଇଛି । ଧଳା ତୁଳସୀ ଆଗରୁ ଭାରତରେ ଥିଲା ।

ଆଉ ଏହା ବିଲାତକୁ ଇଂରେଜମାନେ ନେଇ ଯାଇଛନ୍ତି । ଆଉ ଏହି ଜିନିଷ ଭାରତକୁ ଆସିବ ବୋଲି ଜଣାପଡିଛି । ମୟୂର ସିଂହାସନକୁ ବିଲାତକୁ ନେଇ ଯାଇଛନ୍ତି ଇଂରେଜ ଆଉ ଏହା ମଧ୍ଯ ଭାରତକୁ ଫେରିବ । ଏବେ ଏହା ଋଷରେ ଅଛି । କୋହିନୂର୍ ହୀରା ହେଉଛି ଭାରତର । ଏହା ଲଣ୍ଡନରେ ଅଛି ।
ଏହା ମଧ୍ୟ ଭାରତକୁ ଆସିବ ବୋଲି ମାଳିକାରେ ଲେଖାଯାଇଛି । କୋଣାର୍କର ଚୁମ୍ବକ ବିଦେଶରେ ଅଛି ଆଉ ଏହା ମଧ୍ୟ ଭାରତକୁ ଫେରିବ । ପ୍ରଭୁ କଳ୍କୀ ରୂପରେ ଜନ୍ମ ହୋଇ ସାରିଥିବେ । ଆଉ ଯେତେବେଳେ ବାଇଶି ପାହାଚରେ ମୀନ ଖେଳିବ ସେହି ସମୟରେ ଏହିସବୁ ଜିନିଷ ଫେରି ଆସିବ ଭାରତକୁ ।
ଆଉ ସେହି ସମୟରେ ସାତ ଦିନ ଅନ୍ଧାର ହେବ । ସାତ ଦିନ ସୂର୍ଯ୍ୟ ଦେଖା ଦେବେ ନାହିଁ । ଶୃଗାଳ ଆଦି ଘରେ ପଶିଯିବେ । ମହାପୁରୁଷ ଏହି ବିଷୟରେ ମାଳିକାରେ ଲେଖିଛନ୍ତି । ଆଉ ମାଳିକାରେ ଏହିସବୁ ବିଷୟରେ ବିଶଦ ଭାବରେ ଲେଖାଯାଇଛି । ୨୦୨୩ ମସିହା ଭିତରୁ ୨୦୨୭ ମସିହା ଭିତରେ ଏହି ଘଟଣା ଘଟିବ ।




