ଜ୍ୟୋତିଷ

ହନୁମାନ ଚାଳିଶା ପଢ଼ିବା ପରେ ମଧ୍ୟ କାହିଁକି ଯାଆନ୍ତି ନାହିଁ ଭୂତ ପ୍ରେତ ଦେଖନ୍ତୁ ଜାଣି ନିଅନ୍ତୁ ଏହାର ଅସଲ ସତ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ସୋସିଆଲ ମିଡ଼ିଆରେ ଲୋକମାନେ ଅନେକ ଖବର ସହ ପ୍ରଭୁଙ୍କ ବିଷୟରେ ଅନେକ କଥା ମଧ୍ୟ ଜାଣିପାରିବେ । ଭଗବାନଙ୍କୁ ନେଇ ଅନେକ ଖବର ବି ଆସିଥାଏ । ପ୍ରଭୁ ହନୁମାନଙ୍କୁ ନେଇ ଆସିଥିବା ଖବର ବିଷୟରେ ତ ଆପଣମାନେ ସମସ୍ତେ ଜାଣିଥିବେ । ଆପଣମାନେ ସମସ୍ତେ ତ ଶୁଣିଥିବେ କି ହନୁମାନ ଚାଳିଶା ଶୁଣିଲେ ଭୂତ ପ୍ରେତ ପଳାଇ ଯାଇଥାଏ ।
ଆଉ ଏହି କଥା ସତ ହୋଇଥାଏ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବର ବିଷୟରେ କିଛି ଖବର ଜାଣିପାରିବେ । ହନୁମାନ ଚାଳିଶାରେ ଲେଖାଯାଇଛି କି ଏହି ହନୁମାନ ଚାଳିଶା ଯିଏ ପଢ଼ିବ ତା ପାଖକୁ ଭୂତ ପ୍ରେତ ଆସିନଥାଏ । ଏହିକଥାକୁ ନେଇ ଏବେ ଏହି ସାଧୁ ଜଣକ କିଛି କଥା କହିଛନ୍ତି ।
Special report
ସେ କହିଛନ୍ତି ଏହି କଥା ସତ ଅଟେ । ଆଉ ଏହି ଚାଳିଶା ଯଦି କେହି ପାଞ୍ଚ ବର୍ଷ ପୂର୍ବରୁ ପଢୁଥିବ ତାହେଲେ ସେହି ଲୋକ ପାଖକୁ ଭୂତ ପ୍ରେତ ଆସି ନଥାଏ । ଆଉ ଆପଣ ହଠାତ୍ ଯଦି ଭୂତ ଦେଖିଲେ ହନୁମାନ ଚାଳିଶା ପଢ଼ିବେ ତାହେଲେ ଏହା କାର୍ଯ୍ୟ କରିବ ନାହିଁ ।
ହନୁମାନ ଚାଳିଶା ବହୁତ ଶକ୍ତିଶାଳୀ ଅଟେ । ଆଉ ଏହି ହନୁମାନ ଚାଳିଶା ପଢ଼ିଲେ ଅନେକ ଉନ୍ନତି ବି ହୋଇଥାଏ । ଏହି ହନୁମାନ ଚାଳିଶାର ଶବ୍ଦରେ ବହୁତ ଶକ୍ତି ଅଛି କିନ୍ତୁ ଏହାକୁ ଠିକ୍ ସମୟରେ ପଢ଼ିଲେ ଏହା କାର୍ଯ୍ୟକାରୀ ହୋଇଥାଏ । ଅନେକ ଗ୍ରନ୍ଥ, ଶାସ୍ତ୍ର ଏବଂ ପୁରାଣ ଆଦିରେ ଏହି କଥା ଲେଖାଯାଇଛି ।
Special report
ଆଉ ଏହି କଥା ଲୋକମାନଙ୍କ ପାଇଁ ଦରକାରୀ ଅଟେ । ଭୂତ, ପ୍ରେତ ଆଦି ନାଶ ହୋଇଯିବେ କିନ୍ତୁ ଏହାର ସଠିକ୍ ଉପଚାର କରିଲେ । ଏହାର କାମ କୌଣସି ଖରାପ୍ ଅର୍ଥରେ କରନ୍ତୁ ନାହିଁ । ମନେକର ଗୁରୁଜୀ ଶିକ୍ଷା ଦେଇଛନ୍ତି । ଆଉ କିଛି ଲୋକ ଏହାର ଖରାପ ବ୍ୟବହାର କରି ଚାଲିଛନ୍ତି ।
ହନୁମାନ ଚାଳିଶା, ଗାଇ ଅନେକ ଲୋକ ଏଭଳି କାମ କରିଥାନ୍ତି ଯାହା ନିନ୍ଦନୀୟ ଅଟେ । ଶକ୍ତି ଆଦି ପ୍ରୟୋଗ କରି ଲୋକମାନେ ଏଭଳି ଖରାପ କାମ କରିଥାନ୍ତି । କୌଣସି ମନ୍ତ୍ର, କୌଣସି ଶାସ୍ତ୍ର ଆଉ ଅନେକ ଆଦି ଜ୍ଞାନ ସେତେବେଳେ କାମରେ ଆସିଥାଏ ଯେତେବେଳେ ଆମେ ତାକୁ ଭଲରେ ଶିକ୍ଷା କରିଥାଉ ।
ଆଉ ମନରେ ଅନେକ ଶ୍ରଦ୍ଧା ଆଉ ଗୁରୁଙ୍କ ଆଜ୍ଞା ନେଇ ଏହି କାମ କରାଗଲେ ଏହା କାମରେ ଲାଗିଥାଏ । କିନ୍ତୁ ଆପଣମାନେ ଯେତେ ମାତ୍ରାରେ ଏହାର ଅଭ୍ୟାସ କରିଥିବେ ସେହି ପରିମାଣର ଫଳ ମିଳିବ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ ଜ୍ଞାନ ପାଇପାରିବେ ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button