ରାଜ୍ୟ

କପିଳାସ ବୋଲବମ୍ ପୀଠ ରେ ସ୍ଵୟଂ ଶିବ ଦେଲେ ଦର୍ଶନ! ଭକ୍ତି ରେ ଲେଖ ଓମ୍ ନମଃ ଶିବାୟ

ନମସ୍କାର ପାଠକ ବନ୍ଧୁ। ଶ୍ରାବଣ ମାସ ହୋଇଥିବା ବେଳେ ବ୍ରାହ୍ମଣୀ ନଦୀ ମଧ୍ୟ ଦୁଇ କୂଳକୁ ଉଛୁଳିବାକୁ ଲାଗିଛି। କାଉଡ଼ିଆ ମାନଙ୍କ ଭିଡ଼ରେ କପିଳାସ ମନ୍ଦୀର ମଧ୍ୟ ଚଳ ଚଞ୍ଚଳ ହେବାରେ ଲାଗିଛି।
Special report
ରାସ୍ତା ସାରା କାଉଡ଼ିଆ ମାନଙ୍କ ଭିଡ଼ ଛୁଟିଥାଏ କପିଳାସ ନଦୀ ଘାଟକୁ। ହରିଶ୍ଚନ୍ଦ୍ର ପୁର ଗ୍ରାମର ପ୍ରଦୀପ ସାହୁ ଆଉ ତ୍ରିଲୋଚନ ରାଉତ ଦୁଇ ସାଙ୍ଗ ଅଟନ୍ତି। ଗ୍ରାମର ଅନ୍ୟ ଭକ୍ତ ଙ୍କ ସହ ସେହି ଦୁଇ ସାଙ୍ଗ ମଧ୍ଯ କାଉଡ଼ି ଧରି ଆସି ଥାଆନ୍ତି।
ସମସ୍ତେ ପାଣି ଭାର ପକାଇ ଭାର କୁ ଗଛରେ ଓହଳାଇ ବୁଡ଼ ପକାଉ ଥାନ୍ତି। ମହାଦେବ ଙ୍କ ଧ୍ଵନି ରେ ମଧ୍ଯ ଚାରିଆଡ଼େ ପ୍ରକମ୍ପିତ ହେଉ ଥାଏ। ଆଉ ଏହି ସମୟରେ କାଉଡ଼ିଆ ମାନେ ନଦୀ ମଧ୍ୟକୁ ନଯାଇ କୂଳରେ ବୁଡ଼ ପକାଇ ଆସୁ ଥାଆନ୍ତି।
Special report
ହେଲେ ହଠାତ୍ ସେଠାରେ ବିଜୁଳୀ ଘଡଘଡି ସହ ବର୍ଷା ହେବାକୁ ଲାଗିଲା। ଚାରିଆଡ଼େ ମଧ୍ୟ ଅନ୍ଧାର ଘୋଟି ଆସିଥିଲା। ପ୍ରଦୀପ ଓ ତ୍ରିଲୋଚନ ଡେରି ନକରି ପାଣି ଭାରକୁ ଗଛରେ ଓହଳାଇ ବୁଡ଼ ପକେଇବାକୁ ଗଲେ।
Special report
ହଠାତ୍ ତ୍ରିଲୋଚନ ନଦୀର କୂଳରେ ବୁଡ଼ ନପକାଇ ଭିତର ଆଡ଼କୁ ଗଳା। ପ୍ରଦୀପ ସହ ତାଙ୍କ ଗ୍ରାମରେ ଥିବା ଅନ୍ୟ କାଉଡ଼ିଆ ମାନେ ମଧ୍ୟ ତ୍ରିଲୋଚନ କୁ ଭିତରକୁ ଯିବା ପାଇଁ ସଂପୂର୍ଣ୍ଣ ଭାବରେ ବାରଣ କରି ଦେଇଥିଲେ।
ହେଲେ ତ୍ରିଲୋଚନ କାହା କଥା ନଶୁଣି ମନ୍ଦୀର ଭିତରକୁ ଚାଲି ଯାଇଥିଲା। ହଠାତ୍ ତ୍ରିଲୋଚନ ନଦୀରେ ବୁଡ଼ ପକାଇ ଆଉ ସେଠାରୁ ବାହାରି ନଥିଲା। ମାତ୍ର ସେଠାରେ ବର୍ଷା ଜୋରେ ହେବାକୁ ଲାଗିଥିଲା।
Special report
ଏହାପରେ କାଉଡ଼ିଆ ମାନେ ବ୍ୟସ୍ତ ବିବ୍ରତ ହୋଇ ତ୍ରିଲୋଚନ କୁ ଖୋଜିବାକୁ ଲାଗିଥିଲେ। ମାତ୍ର ତ୍ରିଲୋଚନ ମିଳି ନଥିଲା। ଏହାପରେ ଭକ୍ତ ମାନେ ଦେବଦେବ ମହାଦେବ ଙ୍କୁ ପ୍ରାର୍ଥନା କରିଥିଲେ। ଆଉ ଏହା ପରେ ଏକ ଖୁବ ଜୋରେ ଆଲୋକ ଦେଖିବାକୁ ମିଳିଥିଲା।
ଏହି ଆଲୋକରେ ସେମାନେ ଦେବଦେବ ମହାଦେବ ଙ୍କ ଦର୍ଶନ ମଧ୍ୟ ପାଇଥିଲେ। କିଛି କ୍ଷଣ ପରେ ସେ ସେଠାରୁ ପଳାଇ ମଧ୍ୟ ଯାଇଥିଲେ ଆଉ ଏହାପରେ ତ୍ରିଲୋଚନ ପାଣି ଭିତରୁ ବାହାରି ଆସି ଥିଲେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button