ରାଜ୍ୟ

ଶ୍ରାବଣ ମାସରେ ଏହି ଗଛ ମୂଳରେ ପୋତି ଦେଲେ ହଳଦୀ, ହୁଏ ଧନର ବର୍ଷା…

ବନ୍ଧୁଗଣ ଆରମ୍ଭ ହୋଇସାରିଛି ପବିତ୍ର ଶ୍ରାବଣ ମାସ ଯାହା ମହାଦେବ ଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ । ହଳଦୀ ହେଉଛି ଏମିତି ଏକ ପବିତ୍ର ଜିନିଷ ଯାହା ନେଗେଟିଭ ଊର୍ଜା କୁ ଦୂରେଇ ଦେଇ ପଜେଟିଭ ଊର୍ଜାକୁ ଟାଣି ଆଣିଥାଏ । ହଳଦୀ ଏପରି ଜିନିଷ ଯାହା ମଧ୍ୟରେ ପରି ଚମତ୍କାର ଗୁଣ ରହିଛି ଯାହା ଧନକୁ ଚୁମ୍ବକ ପରି ଅକରଣ କରିବାର ଶକ୍ତି ରହିଛି । ଆଜି ଆମେ ଆପଣଙ୍କୁ କହିବୁ ଶ୍ରାବଣ ମାସରେ ହଳଦୀ ର ପ୍ରୟୋଗ କିପରି କରିଲେ ଧନର ବୃଦ୍ଧି ହୋଇଥାଏ ।

1- ଇଚ୍ଛା ପୂର୍ତ୍ତି ପାଇଁ : କୌଣସି ବ୍ୟକ୍ତି ନିଜର ଇଚ୍ଛା ପୂର୍ତ୍ତି ପାଇଁ କଦଳୀ ଗଛ ମୂଳରେ 2ଟି ହଳଦୀ କୁ ପୋତି ଦେବା ଦ୍ଵାରା ସବୁ ଇଚ୍ଛା ପୁରଣ ହେବ । ଏହି ଉପାୟ ଟି ଗୁରୁବାର ଦିନ କରିବାକୁ ହେବ । ଯେଉଁ ଦିନ ହଳଦୀ ପୋତିବେ ତାର 7 ଦିନ ଯାଏଁ ସେମିତି ହଳଦୀ କଦଳୀ ଗଛ ମୂଳରେ ରହିବାକୁ ଦିଅନ୍ତୁ । 7 ଦିନ ପରେ ଯେଉଁ ଗୁରୁବାର ପଡିବ ସେଦିନ ସନ୍ଧ୍ୟା ସମୟରେ ହଳଦୀ ଖୋଲି ନେଇ ଆସିବା ପରେ ଇଚ୍ଛା ପୂର୍ତ୍ତି ହୋଇଥାଏ । ଏହାକୁ ଆଣି ପୂଜା ଘରେ, ସିନ୍ଧୁକ ବା ଟଙ୍କା ରଖୁଥିବା ଜାଗାରେ ରଖି ଦିଅନ୍ତୁ । ଯାହା ବି ଇଚ୍ଛା ଥିବା ତାହା ପୂରଣ ହେବ ।

2- ରୋଗନାଶକ ; କୌଣସି ପ୍ରକାରର ରୋଗ ନାଶକ ପାଇଁ ଘରେ ଯଦି ଆପଣଙ୍କର କୌଣସି ସଦସ୍ୟ ପଡିଛନ୍ତି ବା ବାରମ୍ବାର ରୋଗର ଶିକାର ହେଉଛନ୍ତି କିମ୍ବା ଘରେ ଖରାପ ଶକ୍ତିର ଅନୁଭବ କରୁଛନ୍ତି ବା ମୁଣ୍ଡ ଭାରି ଭାରି ଲାଗୁଛି ତେବେ ତୁଳସୀ ଗଛ ମୂଳରେ 2ଟି ହଳଦୀ ଖଣ୍ଡ ପୋତି ଦିଅନ୍ତୁ । 7 ଦିନ ଯାଏଁ ତାହାକୁ ରହିବାକୁ ଦିଅନ୍ତୁ । ଏହାକୁ ରବିବାର ଦିନ ଛାଡି ଯେ କୌଣସି ଦିନରେ କରି ପାରିବେ । ଏହାକୁ ଆଣି ତାବିଜ ରେ ଧାରଣ କରନ୍ତୁ । ଯାହା ବି ରୋଗ ସମସ୍ଯା ଥିବ ତାହା ଦୂର ହେବ ।

3- ଧନ ପ୍ରାପ୍ତି ପାଇଁ : ଯଦି ଆପଣଙ୍କର ଧନ ପ୍ରାପ୍ତିର ଇଚ୍ଛା ଅଛି ତେବେ ଅଁଳା ଗଛ ମୂଳରେ 2ଟି ହଳଦୀ ଖଣ୍ଡ ପୋତି ଦିଅନ୍ତୁ । ଏହାକୁ 7 ଦିନ ଯାଏଁ ରହିବାକୁ ଦିଅନ୍ତୁ । ଏହି ଉପାୟ କୁ ଗୁରୁବାର ବା ଶୁକ୍ରବାର ଦିନ କରିପାରିବେ । 7 ଦିନ ପରେ ଏହାକୁ ଆଣି ସିନ୍ଧୁକ ବା ଟଙ୍କା ପଇସା ରଖୁଥିବା ଜାଗାରେ ରଖିଲେ ଧନର ବୃଦ୍ଧି ଉନ୍ନତି ଦେଖାଯାଏ ।

ଧନ ପ୍ରାପ୍ତି ପାଇଁ ହେଉ ବା କରଜ ରୁ ମୁକ୍ତି ପାଇଁ ହେଉ ବା ଧନ ଆସିବାର ରାସ୍ତା ବନ୍ଦ ହୋଇ ଯାଇଥିଲେ 2ଟି ହାଲଦି କୁ ଓସ୍ତ ଗଛ ମୂଳରେ 7 ଦିନ ଯାଏଁ ପୋତି ଦିଅନ୍ତୁ । ଏହା ପରେ ଏହାକୁ ଆଣି ଟଙ୍କା ରଖୁଥୁବା ଜାଗାରେ ବା ପୂଜା ସ୍ଥାନରେ ରଖି ଦିଅନ୍ତୁ । ଦେଖିବେ ନିଶ୍ଚୟ ଧନ ପ୍ରାପ୍ତି ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button