ମନୋରଞ୍ଜନ

ଅଚାନକ ଜୀବନ ହାରିଲେ ଏହି ଲୋକପ୍ରିୟ ଅଭିନେତ୍ରୀ ଦେଖନ୍ତୁ ଏବେ ଏବେ ସାମ୍ନାକୁ ଆସିଲା ବହୁତ୍ ବଡ ଦୁଃଖ ଖବର

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ, ଆପଣମାନେ ପ୍ରତ୍ୟେକ ଦିନ ଟିଭିରେ ପ୍ରସାରିତ ହେଉଥିବା ଓଡ଼ିଆ ସିରିଏଲ୍ ଦେଖିବାକୁ ବେଶ୍ ପସନ୍ଦ କରିଥାନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଧାରାବାହିକ ‘ସାଥିରେ’ ନିଶ୍ଚୟ ଦେଖିଥିବେ।
Special report
ଏହି ଧାରାବାହିକଟି ଲୋକ ମାନଙ୍କୁ ବହୁତ ପସନ୍ଦ ଆସୁଛି। ଏହି ଧାରାବାହିକରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଛନ୍ତି।
ଏବଂ ଏହି କଳାକାର ମାନଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି। ବନ୍ଧୁଗଣ ଏହି ସିରିଏଲରେ ମୁଖ୍ୟ ଅଭିନେତ୍ରୀର ଭୂମିକା କରିଥିବା ଅଭିନେତ୍ରୀ ଧାରାଙ୍କୁ ଆପଣ ମାନେ ବେସ ଭଲ ଭାବରେ ଜାଣିଥିବେ।
Special report
ଧାରା ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି। ତାଙ୍କ ଅଭିନୟ ଓ ସୁନ୍ଦରତାକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି।ବନ୍ଧୁଗଣ ଧାରା ଏହି ଧାରାବାହିକରେ ମୁଖ୍ୟ ଅଭିନେତ୍ରୀର ଭୂମିକାରେ ନଜର ଆସୁଛନ୍ତି।
ତାଙ୍କ ଅଭିନୟକୁ ଦେଖିବା ପାଇଁ ଲୋକ ମାନେ ବେସ ପସନ୍ଦ ମଧ୍ୟ କରୁଛନ୍ତି। ହେଲେ ରିଅଲ ଲାଇଫରେ ଧାରା ସବୁଠାରୁ ଅଲଗା ଅଟନ୍ତି। ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ସଫଳତାର ସହିତ ଆଗେଇ ଚାଲିଛି ଆଉ ଏକ ଧାରାବାହିକ ‘ସାଥିରେ’।
Special report
ତେବେ ସାଥିରେ ସିରିଏଲରେ ମୃ-ତ୍ୟୁ ବରଣ କରିଛନ୍ତି ଧାରା। ତେବେ ବନ୍ଧୁଗଣ ଏହି ସିରିଏଲ୍ ରେ ଆଗକୁ କଣ ହେବ ଆସନ୍ତୁ ଜାଣିବା। ବନ୍ଧୁଗଣ ଜି ସାର୍ଥକ ରିଲିଜ୍ କରିଛି ସାଥିରେ ସିରିଏଲ୍ ର ଏକ ଜେନେଟିକ ପ୍ରମୋ।
ଯେଉଁଥିରେ ଦେଖିବାକୁ ମିଳିଛି କି ଧାରାଙ୍କର ଏକ୍ସିଡେଣ୍ଟ ହୋଇଛି। ବନ୍ଧୁଗଣ ଅମାରଙ୍କ ମାଆ ଜାଣିଶୁଣି ଗୁଣ୍ଡା ଲଗାଇ ଏକ୍ସିଡେଣ୍ଟ କରାଇଛନ୍ତି ଧାରାଙ୍କର। ଯେତେବେଳେ ଧାରା ସ୍କୁଟି ନେଇ ଯାଉଛନ୍ତି ତାଙ୍କ ପଛରୁ ଜଣେ କାର ଆଣି ପିଟି ଦେଉଛନ୍ତି।
ଏହାପରେ ଧାରା ତଳେ ପଡି ଯାଉଛନ୍ତି। ତେବେ ବନ୍ଧୁଗଣ ଆପଣ ମାନଙ୍କୁ କଣ ଲାଗୁଛି ଧାରା ବଞ୍ଚିବେ ନା ମରିବେ? ତେବେ ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ବାକି ରହିଲା ଏହି ସିରିଏଲ ରେ ଆଗକୁ କଣ ହେବ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button