ଜ୍ୟୋତିଷ

ସତ ହେବାକୁ ଲାଗିବ ମାଳିକା, ଘରେ ଘରେ ଉଡିବେ ଝିଟିପିଟି! ହେବ ଶଙ୍ଖ ନାଦ, ଆସିବ ମହା ପ୍ରଳୟ

ନମସ୍କାର ପାଠକ ବନ୍ଧୁ।ଅଚ୍ୟୁତାନନ୍ଦ ଙ୍କ ମାଳିକା ବିଷୟରେ ଆପଣ ମାନେ ସମସ୍ତେ ଜାଣି ଥିବେ।ମାଳିକା ରେ ଯାହା ବି ଲେଖା ହୋଇଛି ତାହା ଅକ୍ଷରେ ଅକ୍ଷରେ ସତ ହେଉଚି।ହଜାର ହଜାର ବର୍ଷ ତଳେ ଏହି ମାଳିକା ଲେଖା ଯାଇଥିଲା।ମହାପୁରୁଷ ମାନେ ପୃଥିବୀ ବିଷୟ ରେ ଆଗରୁ କଳ୍ପନା କରି ସାରିଥିଲେ।
Special report
ଆଜି ଆମେ ସେହି ମାଳିକା ବିଷୟ ରେ ଆପଣ ମାନଙ୍କୁ ସୂଚନା ଦେବାକୁ ଯାଉଛୁ।ମାଳିକା ରେ କୁହା ଯାଇଛି ପୃଥିବୀ ରେ ଥିବା ସମସ୍ତ ଠାକୁର କଳି ଯୁଗ ଶେଷ ବେଳକୁ ବାହାରିବେ।ପାପି ମାନଙ୍କ ବିନାଶ କରିବା ଲାଗି ସେମାନେ ଧରା ପୃଷ୍ଠ ରେ ଅବତରଣ କରିବେ।
ଯେତେବେଳେ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କୁ ରାମ ପଚାରି ଥିଲେ ସମସ୍ତେ କହୁଛନ୍ତି ଯେ ପୃଥିବୀ ଧ୍ଵଂସ ହେବ।ଏହା କଣ ସତ। ଆଉ ଏହା କେତେବେଳେ ହବ।ସେତେବେଳେ ମହାପୁରୁଷ ଅଚ୍ୟୁତାନନ୍ଦ କହିଥିଲେ ଯେତେବେଳେ ଦେଖିବୁ ପଶୁ ମାନେ ନିଜ ନିଜ କ୍ଷୀର ପିଇବେ।
ସାପ ଝିଟିପିଟି ଆକାଶ ରେ ଉଡ଼ିବା ଆରମ୍ଭ କରିବେ ସେତେବେଳେ ଜାଣିବୁ ଏହି ଠାରୁ ଯୁଗ ର ପରିସମାପ୍ତି ର ସମୟ ଆସିଯିବ।ଏହି ମାଳିକା ହଜାର ହଜାର ବର୍ଷ ତଳେ ତାଳ ପତ୍ର ପୋଥି ରେ ଲେଖା ହୋଇଥିଲା।ଏହା ଏବେ ନଷ୍ଟ ହେବାକୁ ବସି ଲାଣି।
Special report
ଆପଣ ମାନେ ସମସ୍ତେ କହୁଛନ୍ତି ଏବେ କଳି ଯୁଗ ଶେଷ ହେବ।ହେଲେ ପ୍ରକୃତ ରେ ଯେବେ କଳି ଯୁଗ ର ଶେଷ ହେବ ଆପଣ ମାନେ ସମସ୍ତେ ଜାଣି ପାରିବେ।ତେର ଜିଲ୍ଲା କୁ ପାଣି ମାଡ଼ି ଆସିବ।ସମସ୍ତେ ବହୁ କଷ୍ଟ ପାଇ ମରିବେ।
ମାଳିକା ଯେତେବେଳେ ମହା ପୁରୁଷ ମାନେ ଲେଖିଲେ ଲେଖିବା ସମୟରେ ଖାଦ୍ୟ ଟିଏ ପାଆନ୍ତି ନାହିଁ।ବୁଢ଼ୀ ଟିଏ କ୍ଷୀର ଟୋପେ ଆଣନ୍ତି ପିଇବା ପାଇଁ ହେଲେ ମହା ପୁରୁଷ ତାଙ୍କ ମୁଖକୁ ଚାହାନ୍ତି ନାହିଁ।ସେ ପୋଥି ଲେଖିବା ରେ ବ୍ୟସ୍ତ ଥାଆନ୍ତି।ସେ ସବୁଦିନ କ୍ଷୀର ପିଇ ଦିଅନ୍ତି।
ଏହା ପରେ ହଟାତ ଦିନ ମହାପୁରୁଷ ସେ ବୁଢ଼ୀ କୁ ଦେଖିଲେ ଓ କହିଲେ ତୁ କିଏ ମୋତେ କାଇଁ ପ୍ରତିଦିନ କ୍ଷୀର ଦେଉଛୁ।ସେ ବୁଢ଼ୀ କହିଲା ମୋର ଗୋଟେ ଝିଅ ଥିଲା ତାର ନାମ କାଳୀ।ମୋତେ ସମସ୍ତେ କାଳୀ ମା ବୋଲି ଡାକନ୍ତି।ସେହି ଦିନ ଠାରୁ ମହା ପୁରୁଷ ତାଙ୍କ ଗ୍ରନ୍ଥ ର ନାମ ତାଙ୍କ ନାମ ଅନୁସାରେ ମାଳିକା ଦେଇ ଦେଲେ।ଯାହାର ଅର୍ଥ ହେଉଛି କଳଙ୍କ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button