ଜ୍ୟୋତିଷ

ପବିତ୍ର ଧନୁ ସଂକ୍ରାନ୍ତି କରନ୍ତୁ ଏହି ୩ ଟି କାମ , ହେବ ସବୁ ମନସ୍କାମନା ପୂର୍ଣ୍ଣ..

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଡିସେମ୍ବର ୧୬ ଶନିବାର ଦିନ ପଡ଼ୁଛି ପବିତ୍ର ଧନୁ ସଂକ୍ରାନ୍ତି। ସୂର୍ଯ୍ୟ ଏହି ସଂକ୍ରାନ୍ତି ରେ ଗୋଟେ ରାଶିରୁ ଅନ୍ୟ ରାଶି କୁ ଚଳନ କରି ଥାଆନ୍ତି।
Special report
ଏହି ଧନୁ ସଂକ୍ରାନ୍ତି କିଛି ସ୍ଥାନ ମାନଙ୍କରେ ବେଶ ଧୁମଧାମରେ ରେ ପାଳନ କରାଯାଇ ଥାଏ। ଏହି ଧନୁ ସଂକ୍ରାନ୍ତି ଏକ ପବିତ୍ର ଦିନ ଅଟେ। ଏହି ଧନୁ ସଂକ୍ରାନ୍ତି ଶ୍ରୀମନ୍ଦିର ର ପହିଲି ଭୋଗରୁ ଆରମ୍ଭ ହୋଇଥାଏ।
ଏହି ଧନୁ ସଂକ୍ରାନ୍ତି ସମୟରେ ପ୍ରବଳ ଶୀତ ମଧ୍ୟ ଲାଗି ରହିଥାଏ। ଯଦି ଆପଣ ଏହି ଧନୁ ସଂକ୍ରାନ୍ତି ରେ ତିନୋଟି କାର୍ଯ୍ୟ କରିବେ ତେବେ ଆପଣଙ୍କ ଜୀବନ ସୁଖ ସମୃଦ୍ଧି ରେ ପୁରି ଉଠିବ।
୧ :- ଯଦି ଆପଣ ଭାବଗନ୍ ଙ୍କ ନିକଟରେ ଧନୁ ମୁଆଁ ଅର୍ପଣ କରିବା ପରେ। ଏହି ମୂଆଁ ଆପଣ ଆପଣଙ୍କ ଘରେ ଥିବା ଠାକୁରଙ୍କ ନିକଟରେ ଲଗାଇବେ ତେବେ ଏହା ଆପଣଙ୍କ ପାଇଁ ବେଶ ଶୁଭଙ୍କର ହେବ। ଏହାକୁ ଆପଣ ଦୋକାନରୁ ମଧ୍ୟ କିଣି ଆଣି ପାରିବେ। ନିଜ ଘରେ ମଧ୍ୟ ଆପଣ ଏହାକୁ ତିଆରି କରି ପାରିବେ। ଏହା ଦ୍ବାରା ଆପଣଙ୍କୁ ଶୁଭ ଫଳ ମିଳି ପାରିବ।
Special report
୨:- ଏହି ଧନୁ ସଂକ୍ରାନ୍ତି ଦିନ ସୂର୍ଯ୍ୟ ଦେବ ଙ୍କ ବିଶେଷ ଭାବରେ ପୂଜାର୍ଚ୍ଚନା କରାଯାଇ ଥାଏ। ଆପଣ ଏହି ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରି ସାରି ସୂର୍ଯ୍ୟ ଦେବଙ୍କୁ ଯଦି ଆପଣ ଜଳ ଅର୍ପଣ କରିବେ ତେବେ ସୂର୍ଯ୍ୟଦେବ ତାଙ୍କର ଚମତ୍କାରିତା କିରଣ ଆପଣଙ୍କ ଉପରେ ପକାଇବେ। ଆପଣ ଙ୍କ ସେହି ଦିନ ମଧ୍ୟ ସମ୍ପୁର୍ଣ୍ଣ ଭଲ ଭାବରେ କଟି ଯିବ। ଏହା କରିବା ଦ୍ବାରା ସୂର୍ଯ୍ୟ ଦେବ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହେବେ।
୩:- ଏହି ଦିନ ଧାନ ମାପକ ଶେର, ମାଣ ଓ ଗଉଣି ଉପରେ ଚିତା ସିନ୍ଦୂର ଲାଗି କରି ସନ୍ଧ୍ୟା ସମୟରେ ମେରୀ ପୋତି କୃଷକ ଧାନ ବେଙ୍ଗାଳୀ ଲଗାଇ ଥାଏ। ଏହାପରେ ଖଳା କୁ ଗୋବର ରେ ଲିପା ଯାଇଥିଲା। ଏହିଭଳି ପବିତ୍ର ଦିନରେ ଆପଣ ଭଗବାନ ସୂର୍ଯ୍ୟଙ୍କ ପୂଜାର୍ଚ୍ଚନା କରିବା ସହ ଗରୀବ ଲୋକଙ୍କୁ ସାହାଯ୍ୟ କରିଲେ ଏହା ପୁଣ୍ୟକାରି ହୋଇଥାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button