ଦେଶ- ବିଦେଶ

ଭଗବାନଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ଫୁଲ ଆଉ ଦେଖନ୍ତୁ ଜୀବନରେ କେମିତି ହେଉଛି ଚମତ୍କାର ଉପରେ ଚମତ୍କାର

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରକୃତିର ସବୁଠୁ ସୁନ୍ଦର ରଚନା ବିଷୟରେ ଯଦି କହିବା ତେବେ ସେଥିରେ ପ୍ରଥମ ସ୍ଥାନରେ ଫୁଲ ଆସିଥାଏ। ରଙ୍ଗବେରଙ୍ଗ ଫୁଲ ମନକୁ ବହୁତ ଶାନ୍ତି ପ୍ରଦାନ କରିଥାଏ । ଫୁଲ ରଙ୍ଗୀନ ଜୀବନରେ ରଙ୍ଗ ଭର୍ତ୍ତି କରିଥାନ୍ତି।
Special Report
କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଏହି ଫୁଲ ଆପଣଙ୍କ ମନରେ ଚାଲୁଥିବା କଥାକୁ ବି କହିପାରିବ। ତେବେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଦୁଇଟି ରଙ୍ଗର ପଦ୍ମ ଫୁଲ ଦେଖାଇବୁ।
ଆପଣ ମାନଙ୍କୁ ଏଥିମଧ୍ୟରୁ ଗୋଟିଏ ପଦ୍ମ ଫୁଲ ବାଛିବାକୁ ହେବ। ବାଛିଥିବା ପଦ୍ମ ଫୁଲ ଆଧାରରେ ଆପଣ ନିଜ ଭବିଷ୍ୟ ବିଷୟରେ ଜାଣିପାରିବେ। ତାହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ।
Special Report
୧- ପ୍ରଥମ ସ୍ଥାନରେ ଅଛି ଧଳା ରଙ୍ଗର ପଦ୍ମ ଫୁଲ। ଯଦି ଆପଣ ଏହି ଧଳା ରଙ୍ଗର ପଦ୍ମ ଫୁଲ ବାଛିଛନ୍ତି ତାହେଲେ ଆପଣଙ୍କ ଜୀବନରେ ଅର୍ଥ ସମସ୍ଯା ଲାଗି ରହିବ। ଏହାର ମୁଖ୍ୟ କାରଣ ହେଉଛି ଆପଣ ନିଜ ଜୀବନରେ ବହୁତ ଅଯଥା ଖର୍ଚ କରୁଛନ୍ତି।
Special Report
ଧଳା ରଙ୍ଗକୁ ବାଛିଥିବା ବ୍ୟକ୍ତି ବିଶେଷ ମାନେ ଲୋଭୀ ହୋଇନଥାନ୍ତି ଓ ଏମାନଙ୍କ ହୃଦୟ ମଧ୍ୟ ବହୁତ ବଡ ହୋଇଥାଏ। ହେଲେ ବନ୍ଧୁଗଣ ଏହି ଲୋକମାନଙ୍କର ଆର୍ଥିକ ସମସ୍ଯା ଦୁର୍ବଳ ହୋଇଥିବାରୁ ଏମାନେ ଚୁପ ରହିଥାନ୍ତି। କିନ୍ତୁ ଏମାନଙ୍କ ସ୍ଵଭାବ ବହୁତ ଦୟାଳୁ ହୋଇଥାଏ ଏମାନେ ସମସ୍ତଙ୍କୁ ସାହାର୍ଯ୍ୟ କରିଥାନ୍ତି ।
Special Report
୨- ଦ୍ୱିତୀୟ ସ୍ଥାନରେ ଅଛି ଲାଲୀ ରଙ୍ଗର ପଦ୍ମ ଫୁଲ। ଯଦି ଆପଣ ଲାଲୀ ରଙ୍ଗର ପଦ୍ମ ଫୁଲକୁ ବାଛି ଛନ୍ତି ତା ହେଲେ ଆପଣ ମାନଙ୍କ ଜୀବନରେ ବିଭିନ୍ନ ପ୍ରକାରର ସମସ୍ଯା ଲାଗି ରହୁଛି।
ଆପଣ ମାନଙ୍କ ଜୀବନରେ ଉଭୟ ଦୁଃଖ ଓ ସୁଖ ଆସିଥାଏ। ଲାଲୀ ରଙ୍ଗର ଫୁଲ ଗୁଡିକ ହେଉଛି ପ୍ରେମର ପ୍ରତୀକ। ଏହି ଫୁଲକୁ ବାଛି ଥିବା ଲୋକମାନେ ବହୁତ ସୁନ୍ଦର ହୋଇଥାନ୍ତି ଓ ଏମାନଙ୍କ ସ୍ଵଭାବ ମଧ୍ୟ ବହୁତ ଭଲ ଥାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button