ଜ୍ୟୋତିଷ

ଭଗବାନଙ୍କୁ ସ୍ମରଣ କରି ବାଛନ୍ତୁ ଗୋଟିଏ ପାନପତ୍ର ଜାଣନ୍ତୁ ଆପଣଙ୍କ ଆଗାମୀ ଭବିଶ୍ୱତ କେମିତି କଟିବ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିର ଏହି ସମୟରେ ଲୋକ ଯେତେ ବୁଦ୍ଧିମାନ ହେଉଛନ୍ତି ସେତିକି ଅନ୍ଧବିଶ୍ବାସୀ ମଧ୍ୟ ହେଉଛନ୍ତି । ନିଜ ଭବିଷ୍ୟତ ବିଷୟରେ ଜାଣିବାକୁ ପରାୟେ ସମସ୍ତଙ୍କର ଇଚ୍ଛା, ସେହି ସମ୍ବନ୍ଧରେ ଜାଣିବା ପାଇଁ ଲୋକା ମାନେ ଜ୍ୟୋତିଷ ମାନଙ୍କ ସାହାଯ୍ୟ ନେଇଥାନ୍ତି ।
ଲୋକ ଜାଣିବାକୁ ଚାହାନ୍ତି ଯେ ତାଙ୍କ ଚାକିରି କେବେ ହେବ, ବିବାହ କେବେ ହେବ, ସମଯରେ ସେ କେଉଁ ପରିସ୍ଥିତିରେ ଥିବେ ଭବିଷ୍ୟତରେ। ତେବେ ବନ୍ଧୁଗଣ ଏହି ତିନୋଟି ରଙ୍ଗରୁ ବାଛନ୍ତୁ ଗୋଟେ ରଙ୍ଗ ଆଉ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ ବିଷୟରେ କିଛି କଥା।
Special Report
୧- ଯଦି ଆପଣ ହଳଦିଆ ରଙ୍ଗ କୁ ବାଛିଛନ୍ତି ତେବେ ଆପଣଙ୍କର ଆଗାମୀ ଜୀବନରେ ଖର୍ଚ୍ଚ ସମସ୍ଯା ଲାଗି ରହିବ। ଆପଣ ରୋଜଗାର ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରି ପାରିବେ। ଆପଣ କଞ୍ଜୁସ ସ୍ଵଭାବର ହୋଇ ନଥାନ୍ତି। ଆପଣଙ୍କର ହୃଦୟ ଆକାଶ ପରି ହୋଇଥାଏ।
ଏମାନଙ୍କର ଆର୍ଥିକ ସମସ୍ଯା କାରଣରୁ ଏମାନେ ଚୁପ ରହିଥାନ୍ତି। ଏମାନେ ନିଜର ଖର୍ଚ୍ଚୀ ସ୍ଵଭାବ କାରଣ ରୁ ଆର୍ଥିକ ସମସ୍ଯାର ସାମ୍ନା କରିଥାନ୍ତି। ତଥାପି ଏମାନେ ଲୋକଙ୍କୁ ସାହାର୍ଯ୍ୟ କରିବାରେ ଆଗରେ ରହିଥାନ୍ତି।
Special Report
୨- ଯେଉଁ ବ୍ୟକ୍ତି ମାନେ ପ୍ରଥମ ନଜରରେ ଲାଲ ରଙ୍ଗ ବାଛିଛନ୍ତି ସେମାନଙ୍କ ଜୀବନରେ ନାନା ସମସ୍ଯା ଲାଗି ରହିଥାଏ। ଭାଗ୍ୟ କେବେ ଆପଣଙ୍କର ସାଥ ଦେଇଥାଏ ତ ଆଉ କେବେ ଦେଇ ନ ଥାଏ। ଲାଲ ରଙ୍ଗ ହେଉଛି ପ୍ରେମର ପ୍ରତୀକ।
ପ୍ରେମ କରୁଥିବା ଲୋକଙ୍କ ପାଇଁ ଏହା ମୁଖ୍ୟ ଅଟେ। ଏହି ରଙ୍ଗକୁ ପସନ୍ଦ କରୁଥିବା ଲୋକେ ଅନ୍ୟ ଲର ଭାବନାକୁ ଗୁରୁତ୍ଵ ଦେଇଥାନ୍ତି। ଏମାନେ ଅନ୍ୟ ମାନଙ୍କର ଭାବନା ସହ କେବେ ବି ଖେଳନ୍ତି ନାହିଁ ଏମାନଙ୍କର ହୃଦୟ ବହୁତ ବଡ ହୋଇଥାଏ। ଏମାନେ ସମସ୍ତଙ୍କୁ ନିଜ ଲୋକଙ୍କ ଭଳି ମନେ କରିଥାନ୍ତି।
Special Report
୩- ଯଦି ଆପଣ ନୀଳ ରଙ୍ଗ ପସନ୍ଦ କରିଛନ୍ତି ତେବେ ଆପଣ ରଚନାତ୍ମକ ହୋଇଥାନ୍ତି। ଏମାନେ ନିର୍ମଳ ହୃଦୟର ହୋଇଥାନ୍ତି। ଏମାନେ ବଡ ବଡ ସମସ୍ୟାର ସମାଧାନ ଅତି ସହଜରେ କରି ପାରନ୍ତି। କୌଣସି କାମ କରିବାକୁ ଏମାନେ ହାର ମାନନ୍ତି ନାହିଁ। ଏମାନେ ଏକ ସୁନ୍ଦର ଭବିଷ୍ୟତ ବିଷୟରେ ଚିନ୍ତା କରିଥାନ୍ତି।
ପରିବାର ଲୋକଙ୍କୁ ଏମାନେ ସମ୍ମାନ ଦେଇଥାନ୍ତି। କିନ୍ତୁ ଏହାର ପ୍ରତି ବଦଳରେ ଏମାନଙ୍କୁ ସମ୍ମାନ ମିଳି ନଥାଏ। ଯାହା ଦ୍ଵାରା ଏମାନେ ଉଦାସ ରହିଥାନ୍ତି। ଏମାନେ ସୁନ୍ଦର ଭବିଷ୍ୟତ ଗଢିବା ପାଇଁ କଠିନ ପରିଶ୍ରମ ମଧ୍ୟ କରନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button