ମନୋରଞ୍ଜନ

ବାଛନ୍ତୁ ଗୋଟିଏ ହାତୀ ଆଉ ଦେଖନ୍ତୁ ଆପଣଙ୍କୁ ସବୁଠୁ ବେଶୀ କିଏ ମନେ ପକାଉଛନ୍ତି

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଗାମୀ ଭବିଷ୍ୟତ କିପରି ରହିବ ତାହା ଜାଣିବା ପାଇଁ ସମସ୍ତେ ଉତ୍ସୁକ ରହିଥାନ୍ତି। ସେଥିପାଇଁ ଜ୍ଯୋତିଷ ଶାସ୍ତ୍ରର ସହାୟତା ନେଇଥାନ୍ତି। ଜ୍ଯୋତିଷ ଅନୁସାରେ ବ୍ୟକ୍ତିଙ୍କ ପସନ୍ଦ ଓ ନାପସନ୍ଦରୁ ମଧ୍ୟ ତାଙ୍କ ବ୍ୟକ୍ତିତ୍ବ ଏବଂ ଭବିଷ୍ୟତ ବିଷୟରେ ଅନେକ କିଛି କହି ହୁଏ।
ତେବେ ବନ୍ଧୁଗଣ ସାଧାରଣତଃ ହାତୀ ବିଶ୍ଵକର୍ମା ଙ୍କ ବାହନ ହୋଇଥିବାରୁ କେରଳ, ଓଡିଆ, ପଶ୍ଚିମବଙ୍ଗ, ଆସାମ ଆଦି ରାଜ୍ୟରେ ହାତୀ ର ଆଗମନକୁ ଶୁଭ ବୋଲି ବିଚାର କରାଯାଏ। ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 3ଟି ହାତୀ ର ଚିତ୍ର। ଏଥିମଧ୍ୟରୁ ଆପଣଙ୍କୁ କୌଣସି ଗୋଟେ ବାଛିବାକୁ ହେବ। ଏହା ପରେ ଆମେ ଆପଣଙ୍କର ଭାଗ୍ୟ ବିଷୟରେ କହିବାକୁ ଯାଉଛୁ।
Special report
1- ଯଦି ଆପଣ ଏକ ନମ୍ବରର ହାତୀକୁ ବାଛିଛନ୍ତି ତେବେ ଆପଣଙ୍କର ବର୍ତ୍ତମାନ ଭାଗ୍ୟ ସୌଭାଗ୍ୟରେ ପରିଣତ ହେବାକୁ ଯାଉଛି ଏବଂ ଜାତକର ଶୁଭ ଦଶା ଅଛି। ଯାହା ପାଇଁ ଆପଣ ଧନ, ମାନ, ସମାନ ପାଇବେ।
ଆପଣଙ୍କ ଇଚ୍ଛା ଅନୁଯାୟୀ ଫଳ ନିଶ୍ଚୟ ପାଇବେ। ଶୁଭ ଫଳ ଆପଣଙ୍କୁ ଜଲ୍ଦି ମିଳିବାକୁ ଯାଉଛି। ଏବଂ ବନ୍ଧୁଗଣ ଆପଣଙ୍କୁ ସବୁଠାରୁ ଅଧିକ ଆପଣ ଯେଉଁ ବ୍ୟକ୍ତି ଙ୍କୁ ସାହାଯ୍ୟ କରିଛନ୍ତି ସେହି ବ୍ୟକ୍ତି ମିସ କରୁଛନ୍ତି।
Special report
2- ଯଦି ଆପଣ ଦୁଇ ନମ୍ବର ହାତୀ ଟି ପସନ୍ଦ ଆସିଥିଲେ ପୂର୍ବରୁ ଆପଣଙ୍କ ଲାଗି ଯେଉଁ ପାପ ଦଶା ଚାଲିଥିଲା ତାହାର ମନ୍ଦ ଫଳ ପାଉଥିଲେ। କିନ୍ତୁ ବର୍ତ୍ତମାନ ପାଇଁ ଆପଣ ଚିନ୍ତା କରନ୍ତୁ ନାହିଁ।
ଶୁଭ ଫଳ ଏବେ ଆପଣ ପାଇବେ। ଆର୍ଥିକ ସମସ୍ଯା ଦୂର ହେବ। ତେବେ ବନ୍ଧୁଗଣ ଯେଉଁ ବ୍ୟକ୍ତି ଆପଣଙ୍କ ସବୁଠାରୁ ଅଧିକ ଧ୍ୟାନ ରଖିଥାଏ ସେହି ବ୍ୟକ୍ତି ଆପଣଙ୍କୁ ବର୍ତ୍ତମାନ ମିସ କରୁଛନ୍ତି।
Special report
3- ଆପଣ ଯଦି ତିନି ନମ୍ବର ହାତୀ ଟି ପସନ୍ଦ ଆସିଥାଏ ତେବେ ଆପଣଙ୍କର ସୁଖର ସ୍ଵପ୍ନ ଧୂଳିସାତ ହେଉଛି। ଏପରି ସମୟ ଆହୁରି ଅନେକ ଦିନ ଲାଗି ରହିବ। ମାନସିକ ଭାରସାମ୍ୟ ହରାଇ ବସିବେ।
ଏହାର ପ୍ରତିକାର ନିମନ୍ତେ ମହାଦେବଙ୍କୁ ପୂଜା କରନ୍ତୁ। ଏବଂ ନବ ଗ୍ରହ ଶାନ୍ତି ପୂଜା କରନ୍ତୁ। ତେବେ ବନ୍ଧୁଗଣ ଯେଉଁ ବ୍ୟକ୍ତି ଆପଣଙ୍କ ସହ ରହିବାକୁ ଚାହୁଁ ନାହାନ୍ତି ସେହି ବ୍ୟକ୍ତି ବର୍ତ୍ତମାନ ଆପଣଙ୍କୁ ମିସ କରୁଛନ୍ତି ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button