ମନୋରଞ୍ଜନ

ବାଛନ୍ତୁ ଆପଣଙ୍କ ପ୍ରିୟ ଭଗବାନ ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ଜୀବନରେ କଣ ଘଟିବ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସ୍କିନରେ ତିନୋଟି ଠାକୁରଙ୍କ ଫୋଟ ରହିଅଛି। ଯାହାକି ମହାଦେବଙ୍କର, ପାର୍ବତୀଙ୍କର ଫୋଟ ଏବଂ ହନୁମାନଙ୍କର ଫୋଟ।
ଆପଣଙ୍କୁ କେଉଁ ଠାକୁର ଅଧିକ ଭଲ ଲାଗନ୍ତି ପସନ୍ଦ ଲାଗନ୍ତି ଆପଣ ସେହି ଠାକୁରଙ୍କୁ ବାଛନ୍ତୁ। ଆଉ ଏହି ବିଷୟରେ ଜାଣିବା ପାଇଁ ଆପଣ ଥଣ୍ଡା ମୁଣ୍ଡରେ ଚିନ୍ତା କରି ବାଛନ୍ତୁ ଗୋଟିଏ ଠାକୁର ଏବଂ ଜାଣନ୍ତୁ ନିଜ ଆଗାମୀ ଭବିଷ୍ୟତ ବିଷୟରେ।
Special report
୧- ଯଦି ଆପଣ ମହାଦେବଙ୍କୁ ବାଛିଛନ୍ତି ତେବେ ଆପଣ ଆଉ ଦୁଃଖ ଭୋଗ କରିବେ ନାହିଁ। ସମସ୍ତ ମନସ୍କାମନା ଆପଣଙ୍କ ପୂରଣ ହେବ। ଆପଣ ଯେଉଁ ବି କାର୍ଯ୍ୟରେ ହାତ ଦେବେ ତାହାହିଁ ସମ୍ପନ୍ନ ହେବ। ମିତ୍ର ମାନଙ୍କ ପୁରୁଣା ସମ୍ପର୍କରେ ଯଦି କିଛି ବିଗ୍ନ ଆସୁଥିଲା ତ ସେଠାରେ ସମ୍ପର୍କର ଯୋଗ ଆସିବ। ଶତ୍ରୁ ଆପଣଙ୍କ ଠାରୁ ପରାଜିତ ରହିବେ। ଶତ୍ରୁ ଆପଣଙ୍କ ପ୍ରତି ଭୟଭୀତ ମଧ୍ୟ ରହିବେ।
ଆପଣ ଏବେ ଯେଉଁ ବିବାଦରେ ଫସି ରହିଛନ୍ତି ସେଥିରୁ ଆପଣଙ୍କୁ ଶୀଘ୍ର ମୁକ୍ତି ମିଳିଯିବ। ଯଦି ଆପଣ ଆଗକୁ କୌଣସି ବି କାର୍ଯ୍ୟ କରନ୍ତି ତ ଆପଣଙ୍କ ବିବେକ ଏବଂ ଚିନ୍ତା ଏହି ଦୁଇଟି ଯାକ ଭଲ ଭାବରେ କାର୍ଯ୍ୟରେ ଲଗାନ୍ତୁ।
ଆପଣଙ୍କ ସମସ୍ତ କଷ୍ଟ ଦୂର ହେବ ଏବଂ ସନ୍ତାନ ସୁଖର ପ୍ରାପ୍ତି ରହୁଅଛି। ଯଦି ଆପଣ ପୂର୍ବରୁ କିଛି ଋଣ କରିଛନ୍ତି ତାକୁ ସୁଝି ପାରୁ ନଥିଲେ ତେବେ ତାକୁ ଶୁଝିବା ପାଇଁ ଆପଣଙ୍କୁ କିଛି ବାଟ ମିଳିଯିବ।
Special report
୨- ଯଦି ପାର୍ବତୀଙ୍କ ଫୋଟଟିକୁ ବାଛିଛନ୍ତି ତେବେ ଆପଣ ନାନା ବ୍ୟସ୍ତତାରେ ପଡ଼ି ଛଟପଟ ହେଉଛନ୍ତି। ନାନା ଉଦବେଗ ଜାତ ହେଉଛନ୍ତି କାର୍ଯ୍ୟରେ ବହିର୍ଭୁତ ଯୋଗ ଆସୁଛି। ଆପଣାର ଲୋକ ପର ହୋଇ ଯାଉଛନ୍ତି।
ଯାହା ପ୍ରତି ଆପଣ କିଛି ବିଶ୍ୱାସ କରିଥିଲେ ଯାହାକୁ ଆପଣ ଅଧିକ ସାହାଯ୍ୟ କରିଥିଲେ ସିଏ ଏବେ ଆପଣଙ୍କ ପାଖରେ ନାହାଁନ୍ତି।ଆପଣଙ୍କ ପାଖରେ ଅର୍ଥ ଚାଲିଗଲାଣି ଯେ ଆପଣଙ୍କର ସାଥି ସାଙ୍ଗ ଯିଏ ଆପଣଙ୍କୁ ନିଜର ବୋଲି ଭାବୁଥିଲେ ଆପଣଙ୍କ ଠାରୁ ଦୂରେଇ ରହିଗଲେଣି।
ଏବେ ଆପଣଙ୍କର ଆର୍ଥିକ ଚିନ୍ତା ଅଧିକ ଦେଖାଦେଉଛି। ଅର୍ଥ ଜନିତ ସମସ୍ୟା ଦେଇ ଆପଣ ଗତି କରୁଛନ୍ତି ପ୍ରତ୍ୟକଟି କ୍ଷେତ୍ରରେ ଅର୍ଥର ଆବଶ୍ୟକ ପଡୁଛି ଆୟ ଯେତିକି ହେଉଛି ଖର୍ଚ୍ଚ ତାହା ଠାରୁ ଅଧିକ ଜଣା ପଡୁଛି।
Special report
3- ଆପଣ ଯଦି ପ୍ରଭୁ ହନୁମାନଙ୍କୁ ବାଛିଛନ୍ତି ତେବେ ଆପଣଙ୍କ ଏଥର ଦୁଃସ୍ବପ୍ନ ଦୂର ହେଲା ବୋଲି ଜାଣନ୍ତୁ। ଯାହା ବି କିଛି ସମସ୍ୟା ଆପଣଙ୍କ ଜୀବନରେ ଚାଲୁଥିଲା, ଯେଉଁ ବିଷୟ ନେଇ ଆପଣ ଅଧିକ ଚିନ୍ତାରେ ରହିଥିଲେ, ଅଧିକ ଦିନ ହେବ କୌଣସି ଗୋଟିଏ କାର୍ଯ୍ୟ ଆପଣଙ୍କ ଅଟକି ରହିଥିଲା,
ଆପଣଙ୍କ ଅର୍ଥ ଯଦି କୌଣସି ଜାଗାରେ ଛନ୍ଦି ହୋଇ ରହିଥିଲା ତାହା ଫେରି ଆସିବ। ଯଦି ଆପଣ କୌଣସି ଋଣ କରିଥିଲେ ତାହାର ପରିଶୋଧ କରିବାର ସମୟ ଆସିଯାଇଛି।
ଆପଣ ବର୍ତ୍ତମାନ ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ଆପଣ ସଫଳତାର ଶୀର୍ଷ ଛୁଇଁବେ ତ ଆପଣ ଆଉ ନିରାଶ ହୁଅନ୍ତୁ ନାହିଁ ଯାହା କିଛି ଦୁଃଖ ଦୁର୍ଦଶା ଥିଲା ଯାହା କିଛି ସମୟ ଖରାପ ଥିଲା ତାହା ସବୁ ଚାଲିଯାଇଛି। ଆପଣ ପ୍ରତ୍ୟକଟି କାର୍ଯ୍ୟରେ ସଫଳ ହେବେ ଏବଂ ପ୍ରଥମରେ ରହିବେ ସୁଖ ସୌଭାଗ୍ୟର ଯୋଗ ଆପଣଙ୍କ ନିକଟକୁ ଆସିଯାଇଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button