ଅପରାଧ

ମଦ୍ୟପ ଶିକ୍ଷକଙ୍କ ଏମିତି ଡ୍ରାମା ଦେଖିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ ଦେଖନ୍ତୁ ପ୍ରଧାନ ଶିକ୍ଷକଙ୍କୁ ଦେଉଛନ୍ତି କିଭଳି ଗାଳି !!

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Special report
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହୋଇଯାଉଛି।
Special report
ତେବେ ବନ୍ଧୁଗଣ ଯାଜପୁର ଜିଲ୍ଲା ଦାନଗଦି ଅନ୍ତର୍ଗତ ଶାଳିଜଙ୍ଗା ପଞ୍ଚାୟତର ବଜ୍ରପଲ୍ଲୀ ଉପ୍ରା ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ସ୍କୁଲକୁ ମଦ ପିଇ ଆସୁଛନ୍ତି ସହକାରୀ ଶିକ୍ଷକ, ପ୍ରଧାନ ଶିକ୍ଷକ ବିରୋଧ କରିବାରୁ ତାଙ୍କ ଝଗଡା କରୁଛନ୍ତି।
ଏମିତି ଘଟଣା ପରେ ବ୍ଲକ ଶିକ୍ଷା ଅଧିକାରୀ ଶୁଭ୍ରାଂଶୁ ପୁହାଣଙ୍କ ଗୁରୁତର ସହ ନେଇ ସେ ଏହି ମଦ୍ୟପ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ କରିବା ସହ ତାଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଧେଶ ଦେଇଥିବା ସେ ତାଙ୍କ ପ୍ରତିକ୍ରିୟାରେ ସୂଚନା ଦେଇଛନ୍ତି।
Special Report
ସୂଚନା ଅନୁଯାୟୀ, ଶିକ୍ଷକ କାଳନ୍ଦୀ ଚରଣ ବେଉରି ଅନେକ ସମୟରେ ସ୍କୁଲକୁ ଡେରି ରେ ଆସନ୍ତି। ଏମିତିକି ବିନା ୟୁନିଫର୍ମ ରେ ଆସନ୍ତି ଶିକ୍ଷକ ଜଣକ। କାଳନ୍ଦୀ ଚରଣ ୧୨ ଟା ରେ ଆସିନ୍ତି କିନ୍ତୁ ଜୋରଜବରଦସ୍ତ ୧୦ ଟା ରେ ଖାତାରେ ଲେଖିବା ପାଇଁ କୁହନ୍ତି।
Special report
ଏନେଇ ପ୍ରଧାନ ଶିକ୍ଷକ ତାଙ୍କୁ ପଚାରିବାରୁ ସହକାରୀ ଶିକ୍ଷକ କାଳନ୍ଦୀ ଚରଣ ଗାଳି ଗୁଲଜ କରିଥିଲେ। ତେବେ ଏନେଇ କାଳନ୍ଦୀ ଚରଣ କହିଛନ୍ତି ଯେ ସେ ମଦ୍ୟ ପାନ କରିନାହାନ୍ତି।
ତାଙ୍କ ଦାଦାଙ୍କ ଦେହାନ୍ତ ହୋଇଥିବାରୁ ସେ ସ୍କୁଲକୁ ଲେଟ୍ ରେ ଆସିଛନ୍ତି ବୋଲି ସହକାରୀ ଶିକ୍ଷକ ଜଣକ କହିଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ବାକି ରହିଲା ସହକାରୀ ଶିକ୍ଷକ କାଳନ୍ଦୀ ଚରଣ ବେଉରୀଙ୍କ ଉପରେ କେଉଁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button