ମନୋରଞ୍ଜନ

ବାଛନ୍ତୁ ୩ଟି ମଧ୍ୟରୁ ଗୋଟିଏ ରଙ୍ଗ ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ଭବିଷ୍ୟତ ରହିବ କେମିତି

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆମ ଜୀବନରେ ରଙ୍ଗର ଅନେକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ରଙ୍ଗ ଦ୍ଵାରା ଆମ ଜୀବନ ରଙ୍ଗୀନ ହୋଇଯାଇଥାଏ। ପ୍ରତ୍ୟେକ ରଙ୍ଗର କିଛି ଖାସ ବିଶେଷତା ରହିଛି। କୌଣସି ବି ରଙ୍ଗ ହେଉ ନା କାହିଁକି ସେହି ରଙ୍ଗ ଆପଣଙ୍କ ଜୀବନରେ ଅନ୍ଧକାରକୁ ଦୂର କରି ରଙ୍ଗ ଭରି ଦେଇଥାଏ।
ତେବେ ଏହି ରଙ୍ଗ ମାଧ୍ୟମରେ ପ୍ରତ୍ୟେକ ବ୍ୟକ୍ତିର ସ୍ୱଭାବ ସମ୍ବନ୍ଧରେ ମଧ୍ୟ ଜଣା ପଡ଼ିଥାଏ। ତିନୋଟି ରଙ୍ଗ ମଧ୍ୟରୁ ବାଛନ୍ତୁ ଗୋଟିଏ ରଙ୍ଗ ଆଉ ଜଣାନ୍ତୁ ଆପଣ ଭବିଷ୍ୟତ ବିଷୟରେ।
Yy
୧:- ବନ୍ଧୁଗଣ ଯଦି ଆପଣ ଲାଲ ରଙ୍ଗଟିକୁ ବାଛିଛନ୍ତି ତେବେ ଏହାର ଅର୍ଥ ଏହି ବ୍ୟକ୍ତି ମାନଙ୍କ ଜୀବନରେ ନାନା ପ୍ରକାର ଅସୁବିଧା ସୃଷ୍ଟି ହୋଇଥାଏ। କିନ୍ତୁ ଏହାପରେ ମଧ୍ୟ ଏମାନେ ଖୁସିରେ ରହିଥାନ୍ତି। ଲାଲ ରଙ୍ଗ ହେଉଛି ପ୍ରେମର ପ୍ରତୀକ ଅଟେ। ତେଣୁ ଏହି ବ୍ୟକ୍ତି ମାନେ ଖୁବ ରୋମାଣ୍ଟିକ ହୋଇଥାନ୍ତି।
ଏହି ବ୍ୟକ୍ତି ମାନେ ସର୍ଵଦା ଅନ୍ୟର ମନରେ ଥିବା ଗଭୀର ଭାବକୁ ବୁଝିଥାନ୍ତି। ଏହି ବ୍ୟକ୍ତି ମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ ଏବଂ ଏମାନଙ୍କ ଭଳି ଏମାନଙ୍କ ହୃଦୟ ମଧ୍ୟ ସଫା ଓ ସୁନ୍ଦର ହୋଇଥାଏ।
Gg
୨:- ବନ୍ଧୁଗଣ ଯଦି ଆପଣ ସବୁଜ ରଙ୍ଗଟିକୁ ବାଛିଛନ୍ତି ତେବେ ଏହାର ଅର୍ଥ ଏହି ବ୍ୟକ୍ତି ମାନେ ଅତ୍ୟନ୍ତ ନିର୍ମଳ ଏବଂ ରଚନାତ୍ମକ ସ୍ୱଭାବର ହୋଇଥାନ୍ତି। ଏହି ବ୍ୟକ୍ତି ମାନେ ସର୍ବଦା ସମସ୍ତ ସମସ୍ୟାକୁ ଅତି ସହଜରେ ସମାଧାନ କରି ଦେଇଥାନ୍ତି।
ଏହି ବ୍ୟକ୍ତି ମାନେ ସର୍ଵଦା ନିଜର ପରିବାରର ଚିନ୍ତା କରିଥାନ୍ତି ଏବଂ ସମସ୍ତ ସଦସ୍ୟଙ୍କୁ ଭଲ ପାଇବା ଏବଂ ସମ୍ମାନ ପ୍ରଦାନ କରିଥାନ୍ତି। କିନ୍ତୁ ଏହା ବଦଳରେ ଏମାନଙ୍କୁ ସେହିପରି ଭଲ ପାଇବା ମିଳି ନଥାଏ। ଯେଉଁ କାରଣରୁ ଏମାନେ ଅଳ୍ପ ଉଦାସ ରହିଥାନ୍ତି।
Gh
୩:- ବନ୍ଧୁଗଣ ଯଦି ଆପଣ ହଳଦିଆ ରଙ୍ଗଟିକୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ ଆସନ୍ତା ସମୟରେ ଆର୍ଥିକ ସମସ୍ୟା ଲାଗି ରହିବ। ଏହି ବ୍ୟକ୍ତି ମାନେ ଅତ୍ୟନ୍ତ ଉଦାର ସ୍ୱଭାବର ହୋଇଥାନ୍ତି ଏବଂ ଏହି ବ୍ୟକ୍ତି ମାନେ ଖୋଲା ହୃଦୟ ବା ସଫା ହୃଦୟର ହୋଇଥାନ୍ତି।
ଏହି ବ୍ୟକ୍ତି ମାନେ ଆଦୋୖ ଲୋଭୀ ସ୍ୱଭାବର ହୋଇନଥାନ୍ତି। ଏହି ବ୍ୟକ୍ତି ମାନେ ସର୍ଵଦା ଅନ୍ୟର ସାହାଯ୍ୟ କରିବାକୁ ଚାହିଁଥାନ୍ତି କିନ୍ତୁ ନିଜର ଆର୍ଥିକ ସମସ୍ୟା ଯୋଗୁଁ ଏମାନେ ଚୁପ ରୁହନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button