ଜ୍ୟୋତିଷ

ଖଟ ତଳେ ରଖନ୍ତୁ ନାହିଁ ଏହି 3 ଟି ଜିନିଷ, ନଚେତ ଧୀରେ ଧୀରେ ହେବ ସର୍ବନାଶ

ଖଟ ତଳେ ଆମେ ରଖିବା କଥା ନୁହେଁ । ଏହାକୁ ତଳେ ରଖିବା ଦ୍ଵାରା ଆମର କ୍ଷତି ହୋଇଥାଏ । ଆମେ ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଆମେ କେଉଁ ପ୍ରକାର ଖରାପ ପରିଣାମ ପାଇବା । ବାସ୍ତୁ ଶାସତର ଏହି ଭଳି ବିଷୟ ଯାହା ଆମ ଘରେ ସକାରତ୍ମାକ ଊର୍ଜା ବଢାଇ ଥାଏ । ଏହା ଆମ ଘରେ ଥିବା ଖରାପ ଶକ୍ତି କୁ କମ କରିବାରେ ସାହାଜ୍ଯ କରିଥାଏ । ଆମ ଘରେ ଯଦି ଏହି ସବୁ ଖରାପ ଶକ୍ତି କମ ହୋଇଯିବ ତେବେ ଆମେ ନିଶ୍ଚିତ ଭାବେ ଭଲ ପରିଣାମ ପାଇବା ।

ଆମ ଘରର ଲୋକଙ୍କ କଥା କହିବା ତ ଆମେ ଜାଣି ପାରିବା କି ସେମାନେ ମଧ୍ୟ ନକାରାତ୍ମକ ଶକ୍ତି ଠାରୁ ଦୂରେଇ କି ରହି ପାରିବେ । ତେବେ ଆସନ୍ତୁ ଜାଣିବା ଏହି ଭଳି କିଛି ଘଟଣା କଥା । ଆପଣ ଶୋଇବା ଘରେ ସାଧାରଣ ଭାବେ ଆମେ ଖଟ ପକାଇ ଥାଉ ।

ମାତ୍ର ଏହା ତଳେ ଯଦି ଆମେ ଏହି ସବୁ ଜିନିଷ ରଖିବା ତେବେ ଆମ ଦେହରେ ନକାରାତ୍ମକ ଊର୍ଜା ଗ୍ରାସ ହୋଇଥାଏ । ଆପଣଙ୍କ ଘର ର ଧ୍ୟାନ ରଖିବା ପାଇଁ ଆସନ୍ତୁ ଜାଣିବା ଏହି ବିଶେଷ ଜିନିଷ କଥା । ପ୍ରଥମ କଥା ହେଉଛି ଚପଲ କିମ୍ବା ଯୋତା ଏହାକୁ ପଲଙ୍କ ତଳେ ରଖିବା ଦ୍ଵାରା ଆମର ଖରାପ ହୋଇ ଥାଏ ।

ଏହା କୁ କିଛି ଲୋକମାନେ ଜାଗାର ଅଭାବ ରୁ ରଖୀ ଦେଇ ଥାନ୍ତି ମାତ୍ର ଏହାକୁ ରଖିବା ପାଇଁ ଆପଣ ଆଉ କେଉଁ ଜାଗା ଠିକ କରିବା ଭଲ ହୋଇ ଥାଏ ଜୋଟା କିମ୍ବା ଚପଲ ରେ ଆମେ ବହୁତ ସାରା ଖରାପ ଶକ୍ତି ଓ ଊର୍ଜା କୁ ନେଇକି ଆସି ଥାଉ ।

ଯାହା ଦ୍ଵାରା ଏହାକୁ ଆମ ଖଟ ତଳେ ରଖିବା ଦ୍ଵାରା ଆମର କ୍ଷତି ହୋଇ ଥାଏ । ଏହାକୁ ଖଟ ତଳେ ରଖିବା ଦ୍ଵାରା ଖରାପ ଶକ୍ତି ଆମ ଶରୀର କୁ ଯାଇ ଥାଉ ଏହା ପର ଜିନିଷ ହେଉଛି ଗୋଡ ପୋଛା । ଏହାକାଉ ସାଧାରଣ ଭାବେ ଏହାକୁ ଖଟ ତଳେ ରଖୀ ଥାନ୍ତି ।

ଏହା ଦେହରେ ଆମେ ଆମ ପାଦ ପୋଛିକି ସୋଇ ଥାଉ ଯାହା ଦ୍ଵାରା ଆମ ବିଛଣା ଖରାପ ହୋଇ ନଥାଏ । ମାତ୍ର ଏହାକୁ ଆମେ କିଛି ଦୂରରେ ରଖିବା ଭଲ ହୋଇଥାଏ । ମାତ୍ର ଏହାକୁ ଧ୍ୟାନ ରଖିବେ କି ଏହା ଆମ ଖଟ ତଳକୁ ନ ଆଶୁ ଯେଉଁ ଭଳି ଭାବେ କାରଣ ଆମ ପାଦର ଅସନା ଆମ ବିଛଣା ତଳକୁ ଆସି ଥାଏ ।

ଯାହା ଦ୍ଵାରା ଆମକୁ ଖରାପ ସ୍ଵପ୍ନ ଆସିଥାଏ । ଆମେ ଯେଉଁ ଖଟ ରେ ଆମେ ଶୋଇବା ଏହା ଠିକ ହୋଇଥିବା ଦରକାର । ଏହା ମଧ୍ୟରେ ଫାଟ ଥିଲେ ଏହା ଆମକୁ ଦାରିଦ୍ରତା ଆଡକୁ ନେଇ ଯାଇ ଥାଏ । ଏହା ଦ୍ଵାରା ଆମର ଦୁର୍ଘଟଣା ହୋଇ ଥାଏ । ଏହା ପାଇଁ ଆପଣ ଏହି ସବୁ ଜିନିଷ କୁ ଟିକେ ଭଲ ଭାବେ ଦେଖିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button