ଜ୍ୟୋତିଷ

ପବିତ୍ର ପଣା ସଂକ୍ରାନ୍ତି ରେ ଏହି ୫ ଟି ରାଶିରେ ଖୋଲିବାକୁ ଯାଉଛି ଧନ ଲାଭ ଯୋଗ ଦେଖନ୍ତୁ ଆପଣଙ୍କ ରାଶିରେ ଅଛି କେଉଁ ଶୁଭ ଯୋଗ

ଆପଣ ଙ୍କୁ ଓଡିଆ ନବ ବର୍ଷ ଓ ପଣା ସଂକରାନ୍ତି ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭାମନା। ଆସନ୍ତା ୧୪ ଏପ୍ରିଲ ୨୦୨୨ ଗୁରୁବାର ଦିନ ପଡ଼ିଛି ମହାବିଷୁବ ପଣା ସଂକ୍ରାନ୍ତି ଯାହାକୁ କି ଆମେ ଓଡିଆ ନବ ବର୍ଷ ବୋଲି କହିଥାଉ। ଏବଂ ଏହି ପଣା ସଂକ୍ରାନ୍ତି ଠାରୁ ଏହି ପାଞ୍ଚ ଗୋଟି ରାଶି ର ଭାଗ୍ୟ ବଦଳିବାକୁ ଯାଉଛି। ତେବେ ଚାଲନ୍ତୁ ଜାଣିବା ତାଙ୍କ ବିଷୟ ରେ।

ତେବେ ରାଜା ଙ୍କ ପରି ଡିନ ବିତାଇବେ ଏହି ପାଞ୍ଚ ଗୋଟି ରାଶି। ବୃଷ ରାଶି ତେବେ ଏହି ରାଶି ର ବ୍ୟକ୍ତି ବିଶେଷ ମାନେ ଆପଣ ମାନଙ୍କ ର ଭାଗ୍ୟ ର ଦରଜା ଖୋଲିଯିବ।
ଆପଣ ମାନଙ୍କ ର ଶୁଭ ସମାୟ ଆରମ୍ଭ ହେବାକୁ ଯାଉଛି। ଚାକିରି କ୍ଷେତ୍ର ରେ ଥିବା ବ୍ୟକ୍ତି ଙ୍କୁ ଭଲ ଲାଭ ମିଳିବ। ମେଷ ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ମଧ୍ଯ ରାଜ ଯୋଗ ଆସିବାକୁ ଯାଉଛି। ଲମ୍ବା ସମୟ ଧରି ଯେଉଁ ସମସ୍ୟା ର ସମ୍ମୁଖୀନ ହେଉଥିଲେ ତାହାର ସମାଧାନ ହେବ।
ସିଂହ ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ବଡ଼ ଧନ ଲାଭ ର ଯୋଗା ବନୁ ଅଛି। ବ୍ୟପାରୀ ମାନଙ୍କ ପାଇଁ ବ୍ୟାପାର କ୍ଷେତ୍ର ରେ ଭଲ ଅଛି। ଆପଣ ଙ୍କ ପଇସା ରେ କିଛି ଅସୁବିଧା ରହିବ ନାହିଁ। ତୁଳା ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ବହୁତ କମ୍ ସମୟ ରେ ଅଧିକା ଲାଭ ମିଳିବ। ଅନେକ ମାମଲା ରେ ଫସିଥିବା ଲୋକଙ୍କୁ ସଫଳତା ମିଳିବ।
କୁମ୍ଭ ରାଶି ର ବ୍ୟକ୍ତି ବିଶେଷ ଙ୍କର ଏହି ମହା ସଂଯୋଗ ହେତୁ ଅନେକ ଲାଭ ମିଳିବ। ଆପଣ ଙ୍କୁ ନଜର ରଖିବାକୁ ହେବ ଯେ ଭବିଷ୍ୟତ ରେ କିଛି ଭୁଲ ଦ୍ଵାରା ବାଜରଙ୍ଗ ବାଲି ଆପଣ ମାନଙ୍କ ଉପରେ ଯେପରି ରାଗି ନଯାନ୍ତି। ଚାକିରୀ ଖୋଜୁଥିବା ଲୋକଙ୍କୁ ବହୁତ ଜଲଦି ଚାକିରି ମଧ୍ଯ ମିଳିଯିବ। ଆଜି ଯାଏଁ ଚାଲି ଆସୁଥିବା ଆର୍ଥିକ ଅସୁବିଧା ର ମଧ୍ଯ ସମାଧାନ ହେବ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button