ଜ୍ୟୋତିଷ

ମେଷ ରାଶି ପାଇଁ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ 11 ଟି ମହା ରହସ୍ୟ, ଯାହା ଆଗରୁ ଆପଣ କେବେ ଜାଣି ନଥିବେ

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ୧୨ ଗୋଟି ରାଶି ରହିଛି । ଗ୍ରହ ମାନଙ୍କର ଗତିବିଧି ପରିବର୍ତ୍ତନ ହେଲେ ରାଶି ମାନଙ୍କର ମଧ୍ୟ ପରିବର୍ତ୍ତନ ହୋଇଥାଏ ଯାହା ଶାସ୍ତ୍ର ରେ କୁହା ଯାଇଛି । ଯାହା ଫଳରେ ବ୍ୟକ୍ତି ଜୀବନରେ ଅନେକ ଶୁଭ ଓ ଅଶୁଭ ପରିଣାମ ଦେଖିବାକୁ ମିଳିଥାଏ । ଅନେକ ସମୟରେ ବ୍ୟକ୍ତି କଠିନ ପରିଶ୍ରମ କରି ସଫଳତା ପାଏ ନାହି । ଅନ୍ୟ କ୍ଷେତ୍ରରେ ବ୍ୟକ୍ତି ଖୁବ କମ ପରିଶ୍ରମ କରି ବଡ ସଫଳତା ଲାଭ କରିଥାଏ । ଆଜି ଆମେ ଆପଣ ମାନଙ୍କୁ ମେଷ ରାଶିର ବ୍ୟକ୍ତିଙ୍କର ଜନ୍ମ ଠାରୁ ମୃତ୍ୟୁ ଯାଏଁ କଣ ସବୁ ରହସ୍ୟ ରହିଛି ସେହି ବିଷୟରେ କହିବାକୁ ଯାଉଛୁ ।

ଶାସ୍ତ୍ର ଅନୁସାରେ ମେଷ ରାଶିର ବ୍ୟକ୍ତି କେଶଯୁକ୍ତ ଓ ଅଳ୍ପ ଚଞ୍ଚଲ, ତ୍ୟାଗୀ, ଲବଣଯୁକ୍ତ, ପବିତ୍ର ମନ, ବିଳାସ ଭୋଗ୍ୟ, ରୋଗୀ ଓ ଭୋଗୀ ସ୍ଵଭାବର ହୋଇଥାନ୍ତି । ଦାଂପତ୍ଯ ଜୀବନ ସୁଖ ଭୋଗରେ ଅସାନ୍ତି, ବହୁମୂଖୀ, ଚତୁର, ଉଦଧିମନ୍ତ, କୃଷି ବ୍ୟବସାୟରେ ରୁଚି, ଲୋକପ୍ରିୟ, ଧାର୍ମିକ, ଉଦାର, କଳା, ପ୍ରେମିକ, ଧନବାନ, ଦାତା, ରାଜପ୍ରିୟା, ଗୁଣବାନ ।

ସର୍ବ କର୍ମରେ ବିଚକ୍ଷଣ, ସ୍ତ୍ରୀ କ୍ଳେଶି, କ୍ଷମାବନ୍ତ, ଦୟାଳୁ, ବାଲ୍ୟ କାଳରେ ଦୁଖୀ, ପୋଢ ହସ୍ତରେ ସୁଖୀ, ଉଚ୍ଚ ଅଣା ଓ ଧର୍ମ ବିଶ୍ଵାସକ ହୋଇଥାନ୍ତି । ଏମାନେ ଗତିଶୀଳ ଓ ଶୀର୍ଷ ସ୍ଥାନକୁ ଯାଇ ପାରନ୍ତି । ଏମାନେ କର୍ମଠ, ସାହସୀ ଓ କାର୍ଯ୍ୟ ଦକ୍ଷ ବ୍ୟକ୍ତି ଅଟନ୍ତି । ଆପଣ ପରିସ୍ଥିତି ଦେଖି ବ୍ୟବସ୍ଥା କରିଥାନ୍ତି । ନେତୃତ୍ଵ ଦ୍ଵାରା ଅନ୍ୟ ମାନଙ୍କୁ ପରିଚାଳନା କରିଥାନ୍ତି ।

ଆପଣଙ୍କର ସାମ୍ୟବାଦି ଚିନ୍ତାଧାରା ଅନେକ ମାତ୍ରା ରେ ରହିଥାଏ । ନିଜର ଶାରୀରିକ ଶକ୍ତି ଉପରେ ଆପଣଙ୍କର ଦୃଢ ବିଶ୍ଵାସ ରହିଥାଏ । ସେଥିପାଇଁ ଆପଣ ଅନେକ ମାନ ସମାନ ହାସଲ କରିବା ସହ ଲୋକପ୍ରିୟତା ହାସଲ କରିଥାନ୍ତି । ଶମାଜରେ ଜଣେ ସୁନାମଧନୀ ବ୍ୟକ୍ତି ଭାବେ ପରିଚିତ ହୋଇଥାନ୍ତି । ଆପଣଙ୍କର ଶୁଭ ଦିନ ହେଉଛି ମଙ୍ଗଳବାର ଯାହା ଅତି ଶୁଭ ହୋଇଥାଏ ।

ରବିବାର, ସୋମବାର, ଗୁରୁବାର ମଧ୍ୟ ଆପଣଙ୍କ ପାଇଁ ଶୁଭଦାୟକ ଅଟେ । ଆପଣଙ୍କର ଶୁଭ ସଂଖ୍ୟା ହେଉଛି ୯ ଯାହା ଆପଣଙ୍କ ପାଇଁ ଶୁଭଦାୟକ ଅଟେ । ଏହା ସହ ୧,୩, ୭ ମଧ୍ୟ ଆପଣଙ୍କ ପାଇଁ ଶୁଭ ଅଟେ । ଆପଣଙ୍କର ଶୁଭ ରତ୍ନ ହେଉଛି ପ୍ରବାଳ, ଧାତୁ ହେଉଛି ତାମ୍ର, ପ୍ରକାନ୍ତରେ ଦେବତା, ଅବତାର ନୃସିଙ୍ଘ ଅବତାର । ଆପଣଙ୍କର ଶୁଭ ରଙ୍ଗ ହେଉଛି ନାଲି ଚେରମୂଳ ହେଉଛି ସୁଗନ୍ଧ । ଆପଣଙ୍କର ଆରାଧ୍ୟ ଦେବତା ହେଉଛନ୍ତି ବକ୍ରତୁଣ୍ଡ ଗଣେଶ ଜି ଓ ହନୁମାନ ଜି ।

ଆପଣଙ୍କର ଋଷ୍ଟ ସମୟ ହେଉଛି ପ୍ରଥମ ବର୍ଷରେ ଥଣ୍ଡା, ଦିତୀୟ ବର୍ଷରେ କାସ, ଚତୁର୍ଥ ବର୍ଷରେ ଅଗ୍ନି ଭୟ, ଷଷ୍ଠ ବର୍ଷରେ ଉଚ୍ଚ ସ୍ଥାରୁ ପତନ, ଆଠ ବର୍ଷରେ ଅଙ୍ଗରେ ଆଘାତ ଲାଗିବା, ଦ୍ଵାଦଶ ବର୍ଷରେ ଜଳ ଭୟ, ଷୋଡଶ ବର୍ଷରେ କିଛି ବିପଦ, ୨୨ ବର୍ଷରେ ଜ୍ଵାଳାଦୀପିଡା, ୨୫ ବର୍ଷରେ ଭ୍ରମ ଯୋଗ, ୩୨ ବର୍ଷରେ ଅସ୍ତ୍ରାଘାତର ଯୋଗ ରହିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button