ମନୋରଞ୍ଜନ

ଯଦି ଆପଣଙ୍କ ର ନାମ ‘S’ ଅକ୍ଷର ରୁ ଆରମ୍ଭ, କିମ୍ବା ‘S’ ଅକ୍ଷରର ବ୍ୟକ୍ତି ଆପଣଙ୍କ ପାଖା-ପାଖି ଅଛନ୍ତି ?ତ ନିଶ୍ଚିନ୍ତ ପଢନ୍ତୁ

ଇଂରାଜୀ ଅକ୍ଷର S ର ୧୯ ନମ୍ବର ଅକ୍ଷର ଅଟେ । ସବୁ ଅକ୍ଷର ରେ କୌଣସି ନ କୌଣସି ବ୍ୟକ୍ତି ଗୁଣ କିମ୍ବା ଦୋଷ ନିଶ୍ଚୟ ଥାଏ । ଆଜି ଆମେ ସେହି ଗୁଣ ଆଉ ଦୋଷ ବିଷୟରେ କଥା ବାର୍ତା ହେବାଯଦି ଆପଣଙ୍କ ନାମ S ଅକ୍ଷର ରେ ଆରମ୍ଭ ହୋଇଥାଏ କିମ୍ବା ଆପଣଙ୍କ କୌଣସି ନିକଟତର ଙ୍କ ନାମ s ରେ ହୋଇଥାଏ, ତାହାଲେ ଆସନ୍ତୁ ଜାଣିବା ଏହା ବିଷୟରେ ।

S ଅକ୍ଷର ରେ ଆରମ୍ଭ ହୋଇଥିବା ବ୍ୟକ୍ତି ମାନଙ୍କ ଗୁଣ ଓ ଦୋଷ :- ବହି ଜ୍ଞାନ ବ୍ୟତୀତ ବ୍ୟବହାରିକ ଜ୍ଞାନ ମଧ୍ୟ ଏମାନଙ୍କ ପାଖରେ ଅଛି ଅର୍ଥାତ ସବୁ ବ୍ୟକ୍ତି ଓ ବନ୍ଧୁ ମାନଙ୍କ ସହିତ ସମ୍ପର୍କ ବହୁତ ଭଲ ରଖିଥାନ୍ତି , ସେମାନଙ୍କୁ ଜଣ ଥାଏ କି କାହା ସହିତ କିପରି ବ୍ୟବହାର କରା ଯାଏ ।

ଏହି ଅକ୍ଷର ର ଲୋକ ମାନେ ବହୁତ ପରିଶ୍ରମୀ ହୋଇଥାନ୍ତି , ଏମାନେ କୌଣସି ଜିନିଷ କୁ ନଦାରୀ ସେ କାମକୁ କରି ଚାଲିଥାନ୍ତି । ଏମାନେ କଥାବାର୍ତା ରେ ଏତେ ଧନୀ ହୋଇଥାନ୍ତି କି ସାମ୍ନା ଲୋକ ତା କଥାରେ ଆକର୍ଷିତ ହୋଇଯାଇଥାଏ । ଏମାନେ କୌଣସି କଥାରେ ସମସ୍ତ ଙ୍କୁ ନିଜର ବନ୍ଧୁ ବନେଇଦେଇଥାନ୍ତି ।

ଏମାନଙ୍କୁ ଯେଉଁଠୁ ଯେଉଁ ଜ୍ଞାନ ମିଳିଥାଏ ତାକୁ ଆହରଣ କରିବା ପାଇଁ ଚେଷ୍ଟା କରିଥାନ୍ତି ପଛଘୁଞ୍ଚା କରିନଥାନ୍ତି ଏବଂ କୌଣସି କାମ କରିବାକୁ ଡରନ୍ତି ନାହିଁ । ଏହି ବ୍ୟକ୍ତି ମାନେ ବହୁତ ପ୍ରଭାବଶାଳୀ ହୋଇଥାନ୍ତି ଏବଂ ସହଜରେ ସମସ୍ତଙ୍କୁ ନିଜ ବ୍ୟବହାର ରେ ପ୍ରଭାବିତ କରାଇଥାନ୍ତି ।

ଏହି ଅକ୍ଷରରେ ଆରମ୍ଭ ହୋଇଥିବା ନାମ ର ବ୍ୟକ୍ତି ମାନଙ୍କ ହୃଦୟ ବହୁତ ଖୋଲା ଥାଏ କିନ୍ତୁ ଏମାନଙ୍କ କ୍ରୋଡ଼ହ ସମସ୍ତଙ୍କ ଆଗରେ ଏମାନଂକୁ ଖରାପ ବୋଲି ପରମନିଟ କରିଦେଇଥାଏ , କାରଣ ଏମାନେ ଯେତେବେଳେ କ୍ରୋଦ୍ଧଅବସ୍ଥାରେ ସତ କଥା ସବୁ କହିଦେଇଥାନ୍ତି ।

ନ୍ୟାୟ ଓ ନିଜର ସିଦ୍ଧାନ୍ତ ରେ ସେ କାହାକୁ ବି ସାମ୍ନା କରିପାରିବେ । ସେମାନେ କାହାକୁ ଡରନ୍ତି ନାହିଁ କି ଲାଜ କରନ୍ତି ନାହିଁ ସେମାନେ କେବଳ ସତ୍ୟର ସାଙ୍ଗ ଦେଇଥାନ୍ତି । ସେମାନେ ସବୁବେଳେ ନିଜକୁ ସବୁ ପରିଷୀଠି ରେ ଶ୍ରେଷ୍ଠ ସାବ୍ୟସ୍ତ କରିବା ପାଇଁ ଚେଷ୍ଟା କରିଥାନ୍ତି , ସାମାଜିକ ଜୀବନୀ ରେ ଏମାନେ ବହୁତ ହସଖୁସି ଅମିଲି ମିସକରି ରହିବ ଏମାନଙ୍କୁ ବହୁତ ପସନ୍ଦ ।

କୌଣସି ବି କାର୍ଯ୍ୟ କୁ ନିଜ ଇଛା ଅନୁଯାୟୀ କରିବା ଏମାନଙ୍କୁ ପସନ୍ଦ ଏମାନେ କାହାର କଥା ସୁରେନ୍ନ୍ତି ନାହିଁ ସର୍ବଦା ନିଜ ମନର କଥା ଶୁଣୁଥାନ୍ତି , ଏମାନଙ୍କୁ ଭିଡ ପସନ୍ଦ ନଥାଏ । କୌଣସି ବି ପରିସ୍ତିଥି କୁ ଏମାନେ ବହୁତ ଭଲରେ ସାମ୍ନା କରିଦେଇଥାନ୍ତି, ଏମାନଙ୍କୁ ନିଜ ଜିନିଷ କାହାକୁ ଦେବା ପସନ୍ଦ ନୁହେ, ଏମାନେ ହୃଦୟରେ ଏତେ ଖରାପ ନୁହନ୍ତି କିନ୍ତୁ ତାଙ୍କ ହୃଦୟରେ ଯାହା ଥାଏ ସେ ସବୁ ସତ ସତ କହିଦେଇଥାନ୍ତି ।

ଏହି ଲୋକ ମାନେ ପ୍ରେମ କରିବା ମାମଲା ରେ ବହୁତ ଲାଜ କରିଥାନ୍ତି , କିନ୍ତୁ ଯାହାକୁ ଭଲ ପାଇଥାନ୍ତି ତାକୁ ବହୁତ ହୃଦୟର ସହିତ ଚାହିଁଥାନ୍ତି । ଏମାନେ ନିଜ ବିବାହିତା ଜୀବନରେ ବାର୍ଚ୍ଚସ୍ୱ ବଜାୟ ରଖିଥାନ୍ତି । ଏମାନେ ନିଜ ଜୀବନସାଥୀ କୁ ସର୍ବଦା ନିଜ ଠୁ ତଳେ ରଖିବାକୁ ପସନ୍ଦ କରନ୍ତି । ଏହି ଅକ୍ଷର ର ମହିଳା ମାନେ ବିବାହ ପରେ ବହୁତ କଠିନ ପରିସ୍ତିଥି କୁ ସାମ୍ନା କରିଥାନ୍ତି କିନ୍ତୁ ବିବାହ ପରେ ପୁରୁଷ ମାନଙ୍କ ଜୀବନ ବହୁତ ଆରାମଦାୟକ ହୋଇଯାଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button