ଜ୍ୟୋତିଷ

25 ତାରିଖରୁ ଏହି 3ଟି ରାଶି ବ୍ୟକ୍ତିଙ୍କର ବନୁଛି ରାଜଯୋଗ, ହେବ ଧନ ବର୍ଷା, କୁବେର କରିବେ କରୁଣା

କୁହାଯାଏ ଯେବେ ଗ୍ରହ ମାନଙ୍କର ଚଳନ ଠିକ ଥାଏ,ତେବେ ସବୁ ଅସମ୍ଭବ ବ ବି ସମ୍ଭବ ହୋଇଯାଏ । ସେହି ପରି ଭାବେ ଆଜି ଆମେ ଏମିତି 3ଟି ରାଶିଙ୍କର ଗ୍ରହ ପ୍ରଭାବ ବିଷୟରେ କହିବାକୁ ଯାଉଛୁ, ଯେଉଁ ମାନଙ୍କର ଏହି 25 ତାରିଖରୁ ଜୀବନରେ ଆସିବାକୁ ଯାଉଛି ରାଜ ଜୋଟକ, ଜାହା ଫଳରେ ସେମାନଙ୍କ ଜୀବନରେ ସବୁ ସମସ୍ୟା ଦୁରେଇ ଯାଇ, ଆନେକ ଭଲ ଖବର ମିଳିବାକୁ ଯାଉଛି । ସମସ୍ତଙ୍କ ଜୀବନରେ ଦୁଃଖ , ଶୁଖ ଲାଗି ରହିଥାଏ । ଦୁଃଖ ବିନା ଶୁଖର କିଛିବି ମୁଲ୍ୟ ନାହିଁ, ଏହି ଦୁଃଖ ଓ ଶୁଖର ମୁଳ କାରଣ ହେଉଛି ଭାଗ୍ୟ ଓ ଗ୍ରହ ମାନଙ୍କର ଚଳନ ।

ଜୋତିଶ ଗଣନା ଆନୁସାରେ ଆସୁଥିବା 25 ତାରିଖରୁ 3 ଟି ରାଶିଙ୍କର ଭାଗ୍ୟରେ ହେବାକୁ ଯାଉଛି ବଡ ପରିବର୍ତ୍ତନ । ଯାହା ଫଳରେ ସେମାନଙ୍କ ଜୀବନରୁ ସବୁ ଦୁଃଖ ଦୁର ହୋଇ , ଶୁଖର ସୁଅ ଛୁଟିବ । କେବଳ ଏତିକି ନୁହେଁ ସେମାନଙ୍କ ଜୀବନରେ ଏହି 25 ତାରିଖ ପରଠାରୁ ଧନ ଧାନ୍ୟର କୌଣସି ଅବାବ ରହିବ ନାହିଁ ।

ମେଷ : କୁଣ୍ତଳୀରେ ଅଷ୍ଟମ ସ୍ଥାନରେ 25 ତାରିଖରୁ ଚନ୍ଦ୍ରମା ପ୍ରବେଶ କରୁ ଥିବାରୁ ଏହି କାରଣ ପାଇଁ ଆପଣଙ୍କ ଦିନ ଭଲରେ କଟିବ , କେଉଁ ଆଡୁ ଭଲ ସମାଚାର ମିଳିପାରେ , ସଂମ୍ପର୍କରେ ସନ୍ତୁଳନ ରହିବ , ଆପଣଙ୍କ ସଫଳତା ପୂର୍ଣ୍ଣ ରୂପରୁ ଆପଣଙ୍କ ବ୍ୟବହାର ନିର୍ଭର କରିଥାଏ , ସନ୍ତାନ ପକ୍ଷରେ ସହାୟତା ମିଳିପାରିବ ।

ଜୀବନସାଥିଙ୍କ ଠାରୁ ମହତ୍ୱପୂର୍ଣ୍ଣ ସାହାରା ମିଳିପାରିବ , ଶିକ୍ଷା ସହ୍ ଯୋଡି ହୋଇଥିବା ଲାଭର ସଙ୍କେତ ମିଳୁଛି , ଜୀବନସାଥିଙ୍କ ଠାରୁ ସହଯୋଗ ମିଳିବ । ଏହି ସହିତ ସବୁଠୁ ବଡ ଗ୍ରହ ଚଳନ କାରଣରୁ ଚାରିଆଡୁ ଧନ ପ୍ରାପ୍ତିର ସୁଯୋଗ ରହିଛି ।

ମିଥୁନ : ଏହି 25 ତାରିଖରୁ ଚିନ୍ତା ଓ ଅସୁବିଧାରୁ ମୁକ୍ତି ମିଳିବ , ବୁଝାମଣା ଦ୍ୱାରା କାମ କଲେ ବିଗିଡି ଯାଇଥିବା କାମ ସମ୍ଭାଳି ହୋଇଯିବ , କିଛି ଯୋଜନାରେ ସାବଧାନ୍ ରହିବେ , ମିଥୁନ ରାଶି ଲୋକଙ୍କ ପାଇଁ ଏହି 25 ରୁ ରାଜ ଜୋଟକ ଲାଗୁ ହେବାକୁ ଯାଉଅଛି, ଯେଉଁ କାରଣରୁ ଧନ ପ୍ରାପ୍ତିରୋ ଯୋଗ ରହିଛି , କେଉଁ ବିଶେଷ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ ,ଯାହା ଫଳରେ ଆପଣଙ୍କୁ ନୁତନ ଚାକିରି ବି ମିଳିପାରେ ।

ଧନୁ : ଏହି 25 ତାରିଖରୁ ଧନୁ ରାଶିର ବ୍ୟାକ୍ତି ବିଷେସଙ୍କ ଜୀବନରେ ଅନେକ ଉନ୍ନତି ହେବାକୁ ଯାଉଅଛି , ଛାତ୍ରମାନେ ପରିଶ୍ରମ ଓ ବିଶ୍ୱାସ ଯୋଗୁଁ ସଫଳତା ପାଇପାରିବେ , ଦାମ୍ପତ୍ୟ ଜୀବନରେ ଖୁସି ମିଳିପାରିବ , ଧନ ଲାଭ ଯୋଗ ଅଛି ,ପୁରୂଣା ରୋଗରୁ ମୁକ୍ତି ମିଳିବ , ଆଜି ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ସାବଧାନ୍ ରହିବାକୁ ପଡିବ , ବ୍ୟବହାର ଠିକ୍ ରଖିଲେ ଆପଣଙ୍କ ପାଇଁ ଭଲ ରହିବ , ବିଦ୍ୟାର୍ଥିଙ୍କ ପାଇଁ ଭଲ ସମୟ ରହୁଛି , ଏହି ସମୟରେ ଭବିଷ୍ୟତ ପାଇଁ ପ୍ରସ୍ତୁତି କଲେ କିଛି ଲାଭକାରି ସିଦ୍ଧ ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button