ରାଜ୍ୟ

ଏହି ଛୋଟ ଉପାୟ ଦୁର୍ଭାଗ୍ୟ କରିବ ଦୂର, ମାଁ ଲକ୍ଷ୍ମୀଙ୍କ କୃପାରୁ ଧନ ସମ୍ପତ୍ତିର ରହିବନି ଅଭାବ

ଲୋକଙ୍କୁ ନିଜ ଜୀବନରେ କିଛି ନା କିଛି ଅସୁବିଧା ଦେଖିବାକୁ ପଡି ଥାଏ, କୌଣସି ଲୋକର ଜୀବନ ସମାନ ଭାବରେ ବ୍ୟତୀତ ହୋଇ ନଥାଏ ଯେମିତି ଯେମିତି ସମୟ ଗଡୁ ଥାଏ ଲୋକଙ୍କ ଜୀବନରେ କିଛି ଭଲ କିଛି ମନ୍ଦ ହେଉ ଥାଏ । ସମସ୍ତେ ନିଜ ଜୀବନ ସୁଖମୟ କରିବାକୁ ଚାହନ୍ତି ଓ ଏହା ପାଇଁ ଦିନ ରାତି ପରିଶ୍ରମ ମଧ୍ୟ କରନ୍ତି, କିନ୍ତୁ ଯେତେ ଯାହା କଲେ ବି ଜୀବନର ଅସୁବିଧା ସରେ ନାହିଁ । ଯଦି ଆପଣଙ୍କୁ ବି ନିଜ ଜୀବନରେ ଦୁଃଖ ଓ ଅସୁବିଧା ହେଉଛି ତେବେ ଏହା ପାଇଁ ଆପଣ ଗୋଟେ ଉପାୟ କରି ପାରନ୍ତି, ଯଦି ଆପଣ ଏହି ଉପାୟ ଗୁଡିକୁ କରିବେ ତେବେ ଆପଣକ ଜୀବନରୁ ଦୁଃଖ ଦୂରେଇ ଯିବ ଏବଂ ଆପଣଙ୍କ ଭାଗ୍ୟ ବଦଳି ଯିବ ।

ଏହି ଛୋଟ ଉପାୟ ଗୁଡିକ ବଦଳେଇବ ଆପଣଙ୍କ ଜୀବନ : – ଆପଣ ସମସ୍ତେ ଜାଣିଥିବେ କି ଧନ ସମ୍ପତ୍ତି ଦେବୀ ମାଁ ଲକ୍ଷ୍ମୀ ଅଟନ୍ତି, ଆସନ୍ତୁ ଜାଣିବା ପ୍ରଥମ ଉପାୟ ଯାହା କଲେ ମାଁ ଲକ୍ଷ୍ମୀ ନିଜ କୃପା ଦ୍ରୁଷ୍ଟି ଭକ୍ତଙ୍କ ଉପରେ ପକାନ୍ତି । ଆପଣ ସବୁଦିନ ନିୟମିତ ଭାବରେ କଦଳୀ ଗଛ ଉପରେ ଜଳ ଅର୍ପିତ କରନ୍ତୁ ଏବଂ ଗଛ ସମୁଖେ ଘିଅ ଦୀପ ଜାଳନ୍ତୁ, ଏହି ପରି କଲେ ମାଁ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଓ ଆର୍ଥିକ ସମସ୍ୟା କେବେ ହୁଏ ନାହିଁ ।

ଆର୍ଥିକ ଅସୁବିଧା ଲୋକଙ୍କର ସବୁଠାରୁ ବଡ ଅସୁବିଧା, ପ୍ରାୟତଃ ସମସ୍ତେ ଆର୍ଥିକ ଅସୁବିଧା ସହି ଥାନ୍ତି, ଯଦି ଆପଣ ନିଜ ଆର୍ଥିକ ସ୍ଥିତି ଭଲ କରିବା ପାଇଁ ଚାହାନ୍ତି ତେବେ ଗୁରୁବାର ଦିନ ତୁଳସୀ ଗଛ ରେ କ୍ଷୀର ଢାଳନ୍ତୁ ଏହା କଲେ ଆପଣଙ୍କ ଆର୍ଥିକ ଅସୁବିଧା ଦୂର ହୋଇଥାଏ ।

ଚାକିର ଓ ବ୍ୟାପାର ପାଇଁ ବହୁତ ଲୋକ ଚିନ୍ତିତ ରୁହନ୍ତି ଯଦି ଆପଣ ବି ନିଜ ପାଇଁ ଚାକିରି ପାଉ ନାହାନ୍ତି ବା ବ୍ୟବସାୟ ଭଲ ଚାଲୁ ନାହିଁ ତେବେ ମିଠା ରୁଟି ବନାନ୍ତୁ ଓ ସେଥିରେ ଘିଅ ପକାନ୍ତୁ ଏହା ପରେ ଯେଉଁ ବ୍ୟକ୍ତି ଚାକିରି ବା ବ୍ୟବସାୟ କରି ପାରୁ ନହାନ୍ତି ତାଙ୍କ ହାତରୁ ଦାନ କରାନ୍ତୁ କିଛି ଟଙ୍କା ମଧ୍ୟ ଦାନ କରନ୍ତୁ ।

ଶାସ୍ତ୍ର ଅନୁଯାଇ କୌଣସି ଲୋକ ଯଦି ନିୟମିତ ରୂପରେ ସବୁଦିନ ପିମ୍ପୁଡିକୁ ମିଠା ରୁଟି ଖାଇବାକୁ ଦେଲେ ତାଙ୍କ ସବୁ ଦୁଃଖ କଷ୍ଟ ଦୂର ହୋଇଥାଏ ବୋଲି କୁହାଯାଏ । ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button