ଦେଶ- ବିଦେଶ

ଟଙ୍କା ବର୍ଷା କରୁଥିବା ‘ଗଛ’, ଘର ପଖାରେ ଥିଲେ କରନ୍ତୁ ଏହି ଉପାୟ…. ତା ପରେ ଦେଖନ୍ତୁ ଚମତ୍କାର

ଓସ୍ତ ଗଛ ଏହାକାଉ ନାଏକ ଲୋକମାନେ ଭୟ କରି ଥାନ୍ତି କେହି କେହି କହି ଥାନ୍ତି ଏହି ଗଛ ମୂଳରେ ଭୁତ ଥାନ୍ତି ତେଣୁ ଏହି ଜାଗାକୁ କେହି ଯାଇ ନଥାନ୍ତି । କିଛି ଜଣ ଅଛନ୍ତି ଯେଉଁ ମାନେ ଏହାକୁ ଧୂପ ଦୀପ ଦେଇକି ପୂଜା କରି ଥାନ୍ତି । ତେବେ ଏହା ଘର ପାଖରେ ଥାଉ କିମ୍ବା ଅଫିସ ପାଖେ ଥାଉ ଏହାକାଉ କାଟିବା ପାଇଁ ସାଧାରଣ ଭାବେ ଟିକେ ଡଋ ଥାନ୍ତି । ଏହି ଗଛ ମୂଳରେ ମା ଅଲକ୍ଷ୍ମୀ ବାସ ଅଋ ଥାନ୍ତି ତେଣୁ ଏହାକୁ କେବଳ ଶନିବାର ଛଡା ଆଉ କେଉଁ ବାର ରେ ଛୁଇଁ ବା ମନା ହୋଇଥାଏ ।

ଜାଣତରେ ହେଉ କିମ୍ବା ଅଜାଣତରେ ହେଉ ଏହାକୁ ଛୁଇଁବା ମନା ହୋଇଥାଏ । ଓସ୍ତ ଗଛ ପାହାକୁ ଜୀବ ଠିକ ନୁହେଁ । ଏହାକୁ କେଉଁ ଦିନ କିଭଳି ଭାବେ ପୂଜା କରିଲେ ଭଲ ପରିଣାମ ମିଳିଥାଏ । ଶାସ୍ତ୍ର ଅନୁସାରେ କୁହାଯାଏ କି ମୂଳରେ ବିଷ୍ଣୁ ଶାଖା ରେ ବ୍ରହ୍ମା ଓ ବାକି ପାତ୍ର ରେ ଏହା ମଧ୍ୟରେ ଅନ୍ୟ ଦେବା ଦେବୀ ମାନେ ଏହି ଗଛ ର ପତ୍ର ରେ ଥାନ୍ତି ।

କୁହାଯାଏ କି ଭଗବାନ ବୁଦ୍ଧ ଏହି ଗଛ ମୂଳରେ ବସି ଧ୍ୟାନ କରି ଥିଲେ ତାଙ୍କୁ ଜ୍ଞାନ ଦେବତ୍ଵ ପ୍ରାପ୍ତି ହୋଇ ଥିଲା । ଏହା କରିବା ଦ୍ଵାରା ମହା ପାପ ଲାଗି ଥାଏ । ଆପଣ ଯଦି ଅଧିକ ଆବଶ୍ୟକତା ଅଛି ଓ ଏହାକୁ ଆପଣ ହଟାଇବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ଏହା କୁ ହୋମ କରିବା ପରେ ସେହି ଠାରୁ ଅଲଗା ଜାଗାକୁ ନେଇ ପାରିବେ ।

ଏହି ଗଛ ମୂଳରେ ସାଧାରଣ ଭାବେ ଶନି ବାର ଦିନ ପୂଜା କରିବା ଦ୍ଵାରା ଏହା ଭଲ ହୋଇଥାଏ । ଏହି ଗଛ ମୂଳରେ ଯେଉଁ ମାନେ ସବୁ ଦିନ ଜଳ ଦେଇ ଥାନ୍ତି ତାଙ୍କ ର ଧନର ସମସ୍ଯା ସବୁ ଦିନ ପାଇଁ ଦୂର ହୋଇ ଯାଇ ଥାଏ । ରୋଗ ଓ ଋଣ ଶତ୍ରୁ ନାସ ହୋଇ ଥାଏ ।

ବିଶେଷ କରି ଏହାକୁ ଶନିବାର ଦିନ ପୂଜା କରିବା ଦ୍ଵାରା ଶନି ଦେବ ଙ୍କ ଆଶୀର୍ବାଦ ମିଳି ଥାଏ ଆପଣ ଯଦି ଏହାକୁ ଅମାବାଶ୍ୟା କିମ୍ବା ପୂର୍ଣ୍ଣିମା ଦିନ ପୂଜା କରିବେ ତେବେ ଏହା ଆମକୁ ଭଲ ପରିଣାମ ଦେବ ଯେଉ ମାନେ ଆମ ପାଇଁ ସାରା ଦିନ କିମ୍ବା ଆମ ପାଇଁ ଅସୁଭ ଚିନ୍ତା କରୁ ଥିବେ ସେମାନଙ୍କ ନାସ ହୋଇଯିବ ।

ମାତା ଲକ୍ଷ୍ମୀ ଙ୍କ ଦୟା ମଧ୍ୟ ମିଳିଥାଏ ଏହାକୁ ପୂଜା କରିବା ଦ୍ଵାରା ଯାହାର ଶନି ଦଶା ଚାଲି ଥାଏ । ସେମାନେ ସୋରିଷ ତେଲର ଦୀପ ଲଗାଇ ଥାନ୍ତି ଓ କିଛି କଳା ରାଶି ଏହି ଗଛ ମୂଳରେ ଦେବା ଦ୍ଵାରା ଭଲ ପରିଣାମ ମିଳି ଥାଏ । ଯେଉଁ ମାନେ ଶନିବାର ଦିନ ଏହି ଗଛ ମୂଳରେ ପରିକ୍ରମା କରି ଥାନ୍ତି ସେମାନେ କୋଟି ପୁଣ୍ୟଫଳ ପ୍ରାପ୍ତି କରି ଥାନ୍ତି । ଅନେକ ପ୍ରକାର ଦୁଃଖ କମ ହୋଇ ଯାଇ ଥାଏ ।

ପୂର୍ଣ୍ଣିମା ଦିନ ଯଦି ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରି ଥାନ୍ତି ସେମାନେ ସବୁ ଦିନ ପାଇଁ ଶୁଭ ପରିଣାମ ପାଇ ଥାନ୍ତି । ନୈବେଦ୍ୟ ଭାବେ ଆପଣ କିଛି ଏହାକୁ ଦେଇ ପାରିବେ ଏହା ଆମକୁ ଭଲ ପରିଣାମ ଦେବ । ଏହାକୁ ପୂଜା କରିବା ଦ୍ଵାରା ଆପଣ ଙ୍କ ଘରେ ସବୁ ଦିନ ପାଇଁ ଭଲ ଶାନ୍ତି ରହିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button