ରାଜ୍ୟ

ଜାଣନ୍ତୁ, ଘରର କେଉଁ ଦିଗରେ ତୁଳସୀ ଗଛ ଲଗାଇଲେ ହୋଇଥାଏ ଧନର ବର୍ଷା- Ajira Anuchinta

ଆମ ପାଖରେ ଥିବା ଲୋକମାନେ ଯେଉଁ ଭଳି ଭାବେ ଆମର ପାଇଁ ଅତି ଦରକାର ଥାନ୍ତି । ସେହି ଭଳି ଭାବେ ଯେଉଁମାନେ ଭାବି ଥାନ୍ତି ସେମାନେ ନିଜ ପରିବେଶ କୁ ଖରାପ କରି ମଧ୍ୟ ସେମାନେ ଭଲ ରେ ରହି ପାରିବେ । ସେମାନେ ଭୁଲ ଥାନ୍ତି ଆଜ୍ଞା ହଁ ଆମ ଆଖ ପାଖରେ କିଛି ଗଛ ରହିବା ଭଲ ହୋଇ ଥାଏ ଏହା କୁ ସବୁ ଲୋକମାନେ ବୁଝି ପରି ନଥାନ୍ତି । ଏବେ ଆସନ୍ତୁ ଜାଣିବା କି କେଉଁ ଭଳି ଗଛ କୁ ଆମେ ଆମ ଘରେ ରଖିବା ଭଲ ହୋଇ ଥାଏ ଓ କେଉଁ ଗଛ ନିହାତି ଭାବେ ଆମ ଘରେ ରହିବା ଦରକାର ଥାଏ ।

ଆପଣମାନେ ତୁଳଶି ଗଛ ବିଷୟରେ ଜାଣି ପରି ଥିବେ । ଏହାକୁ ଆମେ ସାଧାରଣ ସବୁ ଲୋକଙ୍କ ଘରର ଅଗଣାରେ ଦେଖିବା ପାଇଁ ପାଇ ଥାଉ ଓ କିଛି ଜଣ ଏହାକୁ ଘର ପଛରେ ରଖି ଥାନ୍ତି । କିନ୍ତୁ ଏହାକୁ ରଖିବା ଭଲ ହୋଇ ଥାଏ କିଛି ଜଣ ତୁଳଶି ଗଛ ନାରାୟଣ ପାଇବା ପରେ କିମ୍ବା ସୁଖିବା ପରେ ମଧ୍ୟ ଏହାକୁ କାଢି ନଥାନ୍ତି ।

ଏହା ତାଙ୍କର ଭୁଲ ହୋଇ ଥାଏ । ଆପଣ ଏହାକୁ ସୁଖୀ ଗଲା ପରେ କାଢି ଦେବା ଅକଥା ଆପଣ ଏହାକୁ ଆଉ ଥରେ ଲଗାଇ ପାରିବେ କିନ୍ତୁ ସେହି ସମୟରେ ଏହାକୁ କାଢି ଦେବା ଭଲ ହୋଇଥାଏ । କିଛି ଜଣ କହି ଥାନ୍ତି କି ଏହାକୁ ପୂର୍ବ ଦିଗରେ ଲଗାଇବା ଭଲ ହୋଇ ଥାଏ କିନ୍ତୁ ଆପଣ ଏହାକୁ ଉତ୍ତର ଦିଗ କିମ୍ବା ଉତ୍ତାର ଓ ପୂର୍ବ ଦିଗକୁ ମୁହଁ କରିକି ଏହାକୁ ଲଗାଇ ପାରିବେ ।

ଏବେ ତ ବିଜ୍ଞାନ ମଧ୍ୟ ଏହାକୁ ଷପୋର୍ଟ କରୁଛି କି ଏହାକୁ ଲଗାଇବା ଭଲ ହୋଇଥାଏ । ତୁଳଶି ଗଛ ହେଉଛି ଭଗବାନ ବିଷ୍ଣୁ ଙ୍କ ଅତି ପ୍ରିୟ ଗଛ ତେଣୁ ଏହାକୁ ହିନ୍ଦୁ ଧର୍ମର ଲୋକମାନେ ପୂଜା କରିଥାନ୍ତି । ଏହା ଅପରେ ଆସେ ଅଶୋକ ଗଛ ଏହାକୁ ମଧ୍ୟ ପୂଜା କରା ଯାଇ ଥାଏ ।

ଆପଣମାନେ ଜାଣି ଥିବେ କି ରାବଣ ସୀତା ମାତା ଙ୍କୁ ଚୋରୀ କରିକି ନେବା ପରେ ତାଙ୍କୁ ନେଇକି ଅଶୋକ ବାଟିରେ ରଖି ଥିଲା ଏହାର କାରଣ ହେଉଛି ଏହି ଗଛ ଯେଉଁ ଜାଗାରେ ରହି ଥାଏ ସେହି ଜାଗାରେ ଥିବା ଲୋକଙ୍କ ଦୁଃଖ କୁ ଏହା ହରଣ କରି ନେଇଥାଏ । ଏହି ଗଛ ଘରେ ରଖି ବା ଦ୍ଵାରା ଆମର ଦୁଃଖ କଷ୍ଟ ମଧ୍ୟ ଦୂର ହୋଇ ଯାଇ ଥାଏ ବୋଲି କୁହାଯାଏ ।

ଏହା ସହ ଆପଣ ଘରେ ଯଦି ବାଉଁଶ ଗଛ ରଖି ବେ ଏହା ମଧ୍ୟ ଖରାପ ଶକ୍ତି କୁ ଦୂର କରିବାରେ ସାହାଜ୍ଯ କରିଥାଏ । ଆପଣ ଘରେ କଦଳୀ ଗଛ ମଧ୍ୟ ଲଗାଇ ପାରିବେ ଏହା ମଧ୍ୟ ଭଲ ଥାଏ କିନ୍ତୁ ଚେଷ୍ଟା କରିବେ ।

ସବୁ ଗଛ କୁ ଆପଣ ପୂର୍ବ କିମ୍ବା ଉତ୍ତର ଦିଗରେ ରଖିବେ ଯଦି ଏହା ସମ୍ଭବ ହେଉନି ତେବେ ଏହାକୁ ଆପଣ ଉତ୍ତର ପୂର୍ବ ଦିଗ କରିକି ଲଗାଇ ପାରିବେ । ଏହା ମଧ୍ୟ ଭଲ ହୋଇଥାଏ ଆପଣଙ୍କ ପରିବାର ଓ ଆପଣଙ୍କ ପାଇଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button